ଦିନକ ପରେ ସାଧାରଣତନ୍ତ୍ର ଦିବସ, ରାଜ୍ୟରେ କିଏ କେଉଁଠି କରିବେ ପତାକା ଉତ୍ତୋଳନ ଜାଣନ୍ତୁ

ଭୁବନେଶ୍ୱର:ଆଉ ଦିନକ ପରେ ସାରା ଦେଶରେ ପାଳନ ହେବ ସାଧାରଣତନ୍ତ୍ର ଦିବସ। ଭାରତର ଏହି ଗଣପର୍ବକୁ ନେଇ ସାରା ଦେଶରେ ଚାଲିଛି ଜୋରଦାର ପ୍ରସ୍ତୁତି। ସାଧାରଣତନ୍ତ୍ର ଦିବସକୁ ମହାସମାରୋହରେ ପାଳନ କରିବାକୁ ରାଜ୍ୟ ସରକାର ଆରମ୍ଭ କରିଛନ୍ତି ପ୍ରସ୍ତୁତି। କେଉଁ ଜିଲ୍ଲାରେ କିଏ କରିବେ ପତାକା ଉତ୍ତୋଳନ ସେ ନେଇ ରାଜ୍ୟ ସରକାର ବିଜ୍ଞପ୍ତି ପ୍ରକାଶ କରିଛନ୍ତି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କଟକରେ ଆୟୋଜିତ ସାଧାରଣତନ୍ତ୍ର ଦିବସରେ ପତାକା ଉତ୍ତୋଳନ କରିବେ। ସେହିପରି ପୁରୀରେ ଉପ-ମୁଖ୍ୟମନ୍ତ୍ରୀ […]

Samaya Live Picture
Published On

ଭୁବନେଶ୍ୱର:ଆଉ ଦିନକ ପରେ ସାରା ଦେଶରେ ପାଳନ ହେବ ସାଧାରଣତନ୍ତ୍ର ଦିବସ। ଭାରତର ଏହି ଗଣପର୍ବକୁ ନେଇ ସାରା ଦେଶରେ ଚାଲିଛି ଜୋରଦାର ପ୍ରସ୍ତୁତି। ସାଧାରଣତନ୍ତ୍ର ଦିବସକୁ ମହାସମାରୋହରେ ପାଳନ କରିବାକୁ ରାଜ୍ୟ ସରକାର ଆରମ୍ଭ କରିଛନ୍ତି ପ୍ରସ୍ତୁତି। କେଉଁ ଜିଲ୍ଲାରେ କିଏ କରିବେ ପତାକା ଉତ୍ତୋଳନ ସେ ନେଇ ରାଜ୍ୟ ସରକାର ବିଜ୍ଞପ୍ତି ପ୍ରକାଶ କରିଛନ୍ତି।
ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କଟକରେ ଆୟୋଜିତ ସାଧାରଣତନ୍ତ୍ର ଦିବସରେ ପତାକା ଉତ୍ତୋଳନ କରିବେ। ସେହିପରି ପୁରୀରେ ଉପ-ମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂଦେଓ ପତାକା ଉତ୍ତୋଳନ କରିବାକୁ ଥିବାବେଳେ ଖୋର୍ଦ୍ଧାରେ ଉପ-ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ପତାକା ଉତ୍ତୋଳନ କରିବେ।
ସୁନ୍ଦରଗଡ଼: ସୁରେଶ ପୂଜାରୀ ସୁବର୍ଣ୍ଣପୁର: ରବି ନାରାୟଣ ନାଏକ କୋରାପୁୁଟ: ନିତ୍ୟାନନ୍ଦ ଗଣ୍ଡଜଗତସିଂହପୁୁର: କୃଷ୍ଣ ଚନ୍ଦ୍ର ପାତ୍ରଯାଜପୁର: ପୃଥ୍ବୀରାଜ ହରିଚନ୍ଦନ ରାୟଗଡ଼ା: ମୁକେଶ ମହାଲିଙ୍ଗଗଜପତି: ବିଭୂତି ଭୂଷଣ ଜେନାବାଲେଶ୍ବର: କୃଷ୍ଣଚନ୍ଦ୍ର ମହାପାତ୍ର କେନ୍ଦୁଝର: ଗଣେଶ ରାମ ସିଂ ଖୁୁଣ୍ଟିଆନୂଆପଡ଼ା: ସୂର୍ଯ୍ୟବଂଶୀ ସୂରଜ ଢେଙ୍କାନାଳ: ପ୍ରଦୀପ ବଳ ସାମନ୍ତ ମାଲକାନଗିରି: ଗୋକୁଳାନନ୍ଦ ମଲ୍ଲିକ ନୟାଗଡ଼: ସମ୍ପଦ ଚନ୍ଦ୍ର ସ୍ବାଇଁ

Tags: