ଖଣ୍ଡଗିରି ଥାନା ଆଇଆଇସି ନିଲମ୍ବିତ

ଭୁବନେଶ୍ୱର : ଖଣ୍ଡଗିରି ଥାନା ଏସ୍‌ଆଇ ଦେବୀ ପ୍ରସାଦ ଭୂୟାଁ ନିଲମ୍ବିତ ହୋଇଛନ୍ତି । କାର୍ଯ୍ୟରେ ଅବହେଳା ଅଭିଯୋଗରେ ତାଙ୍କୁ ନିଲମ୍ବନ କରିଛନ୍ତି ପୋଲିସ କମିଶନର ଏସ୍‌ ଦେବଦତ୍ତ ସିଂହ । ଏକ NDPS ମାମଲାରେ ନିର୍ଦ୍ଧାରିତ ଦିନ ଭିତରେ ଚାର୍ଜସିଟ ଦାଖଲ ନ କରିବାରୁ ଶ୍ରୀ ଭୂୟାଁଙ୍କ ଉପରେ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି । ଠିକ୍‌ ସମୟରେ ଚାର୍ଜସିଟ୍ ଦାଖଲ ନହେବାରୁ ଅଭିଯୁକ୍ତଙ୍କୁ ଜାମିନ ମିଳିଥିଲା । ଏହି ଘଟଣାର ତଦନ୍ତ ପରେ ଶ୍ରୀ […]

ଖଣ୍ଡଗିରି ଥାନା ଆଇଆଇସି ନିଲମ୍ବିତ
Samaya Live Picture
Published On

ଭୁବନେଶ୍ୱର : ଖଣ୍ଡଗିରି ଥାନା ଏସ୍‌ଆଇ ଦେବୀ ପ୍ରସାଦ ଭୂୟାଁ ନିଲମ୍ବିତ ହୋଇଛନ୍ତି । କାର୍ଯ୍ୟରେ ଅବହେଳା ଅଭିଯୋଗରେ ତାଙ୍କୁ ନିଲମ୍ବନ କରିଛନ୍ତି ପୋଲିସ କମିଶନର ଏସ୍‌ ଦେବଦତ୍ତ ସିଂହ । ଏକ NDPS ମାମଲାରେ ନିର୍ଦ୍ଧାରିତ ଦିନ ଭିତରେ ଚାର୍ଜସିଟ ଦାଖଲ ନ କରିବାରୁ ଶ୍ରୀ ଭୂୟାଁଙ୍କ ଉପରେ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି । ଠିକ୍‌ ସମୟରେ ଚାର୍ଜସିଟ୍ ଦାଖଲ ନହେବାରୁ ଅଭିଯୁକ୍ତଙ୍କୁ ଜାମିନ ମିଳିଥିଲା । ଏହି ଘଟଣାର ତଦନ୍ତ ପରେ ଶ୍ରୀ ଭୂୟାଁଙ୍କୁ ନିଲମ୍ବନ କରାଯାଇଛି । ଘଟଣାକୁ ନେଇ ବିଭାଗୀୟ ତଦନ୍ତ ଚାଲିଥିବାବେଳେ କମିଶନରଙ୍କର ମାମଲା ଉପରେ କଡ଼ା ନଜର ରହିଛି ।

Tags: