ଡିସେମ୍ବର ୧ ତାରିଖରେ ହେବ କଂସ ଚୟନ

ବରଗଡ଼: ଡିସେମ୍ବର ୧ ତାରିଖ ଦିନ ହେବ କଂସ ଚୟନ । ବିଶ୍ବ ପ୍ରସିଦ୍ଧ ବରଗଡ଼ ଧନୁଯାତ୍ରା ପାଇଁ ହେବ କଂସ ଚୟନ । ଦିନ ୧୧ ଟା ସମୟରେ ବିଜୁ ପଟ୍ଟନାୟକ ଟାଉନ୍ ହଲ୍ ଠାରେ ହେବ କଂସ ଚୟନ । ୪ ଜଣ କଳାକାରଙ୍କୁ ନେଇ ହେବ କଂସ ଚୟନ । ଆତ୍ରର୍ତ୍ତାଣ ସୁନାନୀ , ସୁଶିଲ ମେହେର , ଜଗଦାନନ୍ଦ ମିଶ୍ର ଏବଂ ଭୂବନେଶ୍ବର ପ୍ରଧାନ ଙ୍କୁ ନେଇ ହେବ କଂସ ଚୟନ […]

Samaya Live Picture
Published On

ବରଗଡ଼: ଡିସେମ୍ବର ୧ ତାରିଖ ଦିନ ହେବ କଂସ ଚୟନ । ବିଶ୍ବ ପ୍ରସିଦ୍ଧ ବରଗଡ଼ ଧନୁଯାତ୍ରା ପାଇଁ ହେବ କଂସ ଚୟନ । ଦିନ ୧୧ ଟା ସମୟରେ ବିଜୁ ପଟ୍ଟନାୟକ ଟାଉନ୍ ହଲ୍ ଠାରେ ହେବ କଂସ ଚୟନ । ୪ ଜଣ କଳାକାରଙ୍କୁ ନେଇ ହେବ କଂସ ଚୟନ ।

ଆତ୍ରର୍ତ୍ତାଣ ସୁନାନୀ , ସୁଶିଲ ମେହେର , ଜଗଦାନନ୍ଦ ମିଶ୍ର ଏବଂ ଭୂବନେଶ୍ବର ପ୍ରଧାନ ଙ୍କୁ ନେଇ ହେବ କଂସ ଚୟନ । ଜାନୁୟାରୀ ୩ ତାରିଖ ଠାରୁ ୧୩ ତାରିଖ ପର୍ଯ୍ୟନ୍ତ ୧୧ ଦିନ ଧରି ଚାଲିବ ବିଶ୍ବ ର ସର୍ବବୃହତ ଖୋଳା ରଂଗ ମଞ୍ଚ ରେ ଧନୁଯାତ୍ରା । କଳାକାର ସମନ୍ବୟ କମିଟି ପକ୍ଷରୁ ସୂଚନା ।

Tags: