ସାମ୍ବାଦିକ ସ୍ବାସ୍ଥ୍ୟ କାର୍ଡ ଆବେଦନ ପାଇଁ ହଟହଟା,ନବୀକରଣ ଆବେଦନ ତାରିଖ ଘୁଞ୍ଚାଇବାକୁ ଦାବି

ଭୁବନେଶ୍ୱର : ରାଜ୍ୟ ସରକାର ଗୋପବନ୍ଧୁ ସାମ୍ବାଦିକ ସ୍ବାସ୍ଥ୍ୟ ବୀମା ଯୋଜନାରେ ୨ଲକ୍ଷ ଟଙ୍କାକୁ ୫ଲକ୍ଷ ଟଙ୍କା କରିଛନ୍ତି। ଯାହା ଦ୍ବାରା କାର୍ଯ୍ୟରତ ସାମ୍ବାଦିକ, ସାମ୍ବାଦିକଙ୍କ ତ୍ସୀ ଓ ସନ୍ତାନମାନେ ଏହାର ଉପକାର ପାଉଥିଲେ। ତେବେ ଏଥି ପାଇଁ ପୁରୁଣା ସାମ୍ବାଦିକଙ୍କ କାର୍ଡ ନବୀକରଣ କରିବା ଓ ନୂତନ ସାମ୍ବାଦିକ ଆବେଦନ ପାଇଁ ଶେଷ ତାରିଖ ୨୨ଅଗଷ୍ଟ ପାଇଁ ଦିନ ଧାର୍ଯ୍ୟ କରାଯାଇଛି। କିନ୍ତୁ ସରକାରୀ ପ୍ରଦତ୍ତ ସାଇଟ୍‌ ମୋବାଇଲ୍ ଯୋଗେ ଖୋଲୁନଥିବାରୁ ଆବେଦନ କରିବାକୁ ସାମ୍ବାଦିକଙ୍କୁ […]

ସାମ୍ବାଦିକ ସ୍ବାସ୍ଥ୍ୟ କାର୍ଡ ଆବେଦନ ପାଇଁ ହଟହଟା,ନବୀକରଣ ଆବେଦନ ତାରିଖ ଘୁଞ୍ଚାଇବାକୁ ଦାବି
Samaya Live Picture
Published On

ଭୁବନେଶ୍ୱର : ରାଜ୍ୟ ସରକାର ଗୋପବନ୍ଧୁ ସାମ୍ବାଦିକ ସ୍ବାସ୍ଥ୍ୟ ବୀମା ଯୋଜନାରେ ୨ଲକ୍ଷ ଟଙ୍କାକୁ ୫ଲକ୍ଷ ଟଙ୍କା କରିଛନ୍ତି। ଯାହା ଦ୍ବାରା କାର୍ଯ୍ୟରତ ସାମ୍ବାଦିକ, ସାମ୍ବାଦିକଙ୍କ ତ୍ସୀ ଓ ସନ୍ତାନମାନେ ଏହାର ଉପକାର ପାଉଥିଲେ। ତେବେ ଏଥି ପାଇଁ ପୁରୁଣା ସାମ୍ବାଦିକଙ୍କ କାର୍ଡ ନବୀକରଣ କରିବା ଓ ନୂତନ ସାମ୍ବାଦିକ ଆବେଦନ ପାଇଁ ଶେଷ ତାରିଖ ୨୨ଅଗଷ୍ଟ ପାଇଁ ଦିନ ଧାର୍ଯ୍ୟ କରାଯାଇଛି। କିନ୍ତୁ ସରକାରୀ ପ୍ରଦତ୍ତ ସାଇଟ୍‌ ମୋବାଇଲ୍ ଯୋଗେ ଖୋଲୁନଥିବାରୁ ଆବେଦନ କରିବାକୁ ସାମ୍ବାଦିକଙ୍କୁ ବହୁ ଅସୁବିଧା ହେଉଛି। ଏହାର ତାରିଖ ନଘୁଞ୍ଚାଇଲେ ଏଭଳି ଏକ ଯୁଗାନ୍ତକାରୀ ପଦକ୍ଷେପର ଲାଭାର୍ଥୀ ଓଡ଼ିଶାର ଅଗଣତ ସାମ୍ବାଦିକ ପାଇପାରିବେ ନାହିଁ। ତେଣୁ ପୁରୁଣା ସାମ୍ବାଦିକଙ୍କ କାର୍ଡ ନବୀକରଣ କରିବା ଓ ନୂତନ ସାମ୍ବାଦିକ ଆବେଦନ ପାଇଁ ସରକାର ଆବେଦନ ତାରିଖ ଘୁଞ୍ଚାଇବା ପାଇଁ ସାମ୍ବାଦିକ ମିଳିତ ମଞ୍ଚର ଆବାହକ ଲିଙ୍ଗରାଜ ସାହୁ ଦାବି କରିଛନ୍ତି।

Tags: