ମହାପ୍ରଭୁଙ୍କର ବଡ଼ ମହାସ୍ନାନ,୨ ଘଣ୍ଟା ବିଳମ୍ବ ହେଲା ସାଧାରଣ ଦର୍ଶନ
ପୁରୀ : ଆଜି ମହାପ୍ରଭୁଙ୍କ ବଡ଼ ମହାସ୍ନାନ ପାଇଁ ୨ ଘଣ୍ଟା ବିଳମ୍ବ ହୋଇଛି ନୀତି । ମଙ୍ଗଳ ଆରତି ପରେ ପରେ ଭିତର କାଠ ଦର୍ଶନ ଚାଲୁରହିଥିବା ସମୟରେ ଜୟବିଜୟ ଦ୍ଵାର ତଳ ପାହାଚଠାରେ ବାନ୍ତି ପଡ଼ିଥିବା ଦୃଷ୍ଟିକୁ ଆସିବାରୁ ବଡ଼ ମହାସ୍ନାନ ଲାଗି କରାଯାଇଥିବା ଜଣାଯାଇଛି। ଏଥିପାଇଁ ଆଜି ସକାଳ ୭ଟାରୁ ୯ଟା ଯାଏ ସର୍ବସାଧାରଣ ଦର୍ଶନ ବନ୍ଦ ରହିଥିଲା।

Tags: