ଅପରାହ୍ନ ୨ ଟାରେ ପ୍ରକଶ ପାଇବ JEE ମେନ ରେଜଲ୍ଟ
ଭୁବନେଶ୍ୱର : ଆଉ ଅଳ୍ପ ସମୟ ପରେ ପ୍ରକାଶ ପାଇବ JEE ମେନ ରେଜଲ୍ଟ । ଅପରାହ୍ନ ୨ ଟାରେ JEE ମେନ ୨୦୨୫ ସେସନ -୨ ରେଜଲ୍ଟ ପ୍ରକାଶ ପାଇବ । jeemain.nta.ac.in.ରେ ଏହା ଉପଲବ୍ଧ ହେବ ।

Tags: