ଏପ୍ରିଲ୍ ଓ ମେରେ ହେବ ଜେଇଇ ମେନ୍
ଭୁବନେଶ୍ୱର: ମାର୍ଚ୍ଚ ୦୨: ୨୦୨୨ ବର୍ଷ ପାଇଁ ପ୍ରଥମ ଓ ଦ୍ୱିତୀୟ ଜେଇଇ ମେନ୍ ତାରିଖ ଘୋଷଣା କରାଯାଇଛି। ପ୍ରଥମ ଜେଇଇ ମେନ୍ ପରୀକ୍ଷା ଏପ୍ରିଲ ୧୬ରୁ ୨୧ ପର୍ଯ୍ୟନ୍ତ ହେବାକୁ ଥିବାବେଳେ ଦ୍ୱିତୀୟ ଜେଇଇ ମେନ୍ ପରୀକ୍ଷା ମେ ୨୪ରୁ ୨୯ ପର୍ଯ୍ୟନ୍ତ ଚାଲିବ।ତେବେ ଜେଇଇ ମେନ୍ ପରୀକ୍ଷା ଲାଗି ଅନ୍ଲାଇନ୍ ମୋଡ୍ରେ ମାର୍ଚ୍ଚ ୧ରୁ ଆବେଦନ ହୋଇଥିବା ବେଳେ ମାର୍ଚ୍ଚ ୩୧ ତାରିଖ ପର୍ଯ୍ୟନ୍ତ ଏହା ଚାଲିବ ବୋଲି ଜେଇଇ କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି।

Tags: jee main exam