ଇଡ଼ିରେ ହାଜର ହେଲେ ଜଗବନ୍ଧୁ ଚାନ୍ଦ

ଭୁବନେଶ୍ଵର: ଇଡିରେ ହାଜର ହେଲେ ଅର୍ଚ୍ଚନା ନାଗଙ୍କ ସ୍ବାମୀ ଜଗବନ୍ଧୁ ଚାନ୍ଦ । ଆଜି ହାଜର ହେବା ପାଇଁ ଇଡି ସମନ କରିଥିଲା। ବିଭିନ୍ନ ପ୍ରକାର କାଗଜପତ୍ର ଦାଖଲ ପାଇଁ ସମନ ହୋଇଛି। ସମନ ଆଧାରରେ ହାଜର ହୋଇଛନ୍ତି । ପୂର୍ବରୁ ଇଡି ଅର୍ଚ୍ଚନାଙ୍କ ସତ୍ୟ ବିହାର ଘରକୁ ସିଲ୍‌ କରିଥିଲା । ସୂଚନା ଅନୁସାରେ, ମନି ଲଣ୍ଡ୍ରରିଂ ମାମଲାରେ ୨୦୨୨ ମସିହା ନଭେମ୍ବର ମାସରେ ଅର୍ଚ୍ଚନା ନାଗଙ୍କ ଆଲିସାନ ଘରେ ରେଡ୍ କରିଥିଲା ଇଡି । […]

ଇଡ଼ିରେ ହାଜର ହେଲେ ଜଗବନ୍ଧୁ ଚାନ୍ଦ
Samaya Live Picture
Published On

ଭୁବନେଶ୍ଵର: ଇଡିରେ ହାଜର ହେଲେ ଅର୍ଚ୍ଚନା ନାଗଙ୍କ ସ୍ବାମୀ ଜଗବନ୍ଧୁ ଚାନ୍ଦ । ଆଜି ହାଜର ହେବା ପାଇଁ ଇଡି ସମନ କରିଥିଲା। ବିଭିନ୍ନ ପ୍ରକାର କାଗଜପତ୍ର ଦାଖଲ ପାଇଁ ସମନ ହୋଇଛି। ସମନ ଆଧାରରେ ହାଜର ହୋଇଛନ୍ତି । ପୂର୍ବରୁ ଇଡି ଅର୍ଚ୍ଚନାଙ୍କ ସତ୍ୟ ବିହାର ଘରକୁ ସିଲ୍‌ କରିଥିଲା ।

ସୂଚନା ଅନୁସାରେ, ମନି ଲଣ୍ଡ୍ରରିଂ ମାମଲାରେ ୨୦୨୨ ମସିହା ନଭେମ୍ବର ମାସରେ ଅର୍ଚ୍ଚନା ନାଗଙ୍କ ଆଲିସାନ ଘରେ ରେଡ୍ କରିଥିଲା ଇଡି । ଏହା ପରେ ୨୦୨୩ ମସିହା ଜାନୁଆରୀରେ ଅର୍ଚ୍ଚନାଙ୍କ ଘରକୁ ଇଡି ଆଟାଚ୍ କରିବା ସହ ଦାମୀ ଗାଡ଼ିକୁ ଜବତ କରିଥିଲା ।

Tags: