ନୂଆଁଖାଇ ଲଗ୍ନ ଧାର୍ଯ୍ୟ,ଭାଦ୍ରବ ଶୁକ୍ଳପକ୍ଷ ପଞ୍ଚମୀ ତିଥିରେ ହେବ ପାଳନ

ବଲାଙ୍ଗୀର : ବଲାଙ୍ଗୀରରେ ନୂଆଁଖାଇ ପାଇଁ ବାହାରିଲା ଲଗ୍ନ l ସେପ୍ଟେମ୍ବର ୨୦ ତାରିଖ ଭାଦ୍ରବ ଶୁକ୍ଳ ପକ୍ଷ ପଞ୍ଚମୀ ତିଥିରେ ପଶ୍ଚିମ ଓଡ଼ିଶାର ଗଣପର୍ବ ନୂଆଁଖାଇ ପାଇଁ ଲଗ୍ନ ନିର୍ଦ୍ଧାରଣ ହୋଇଛି l ସୂଚନାନୁସାରେ , ପଶ୍ଚିମ ଓଡ଼ିଶାର ଗଣପର୍ବ ନୂଆଁଖାଇ ପାଇଁ ହେଲା ଲଗ୍ନ ଧାର୍ଯ୍ୟ l ବଲାଙ୍ଗିରର ଅଧିଷ୍ଠାତ୍ରୀ ଦେବୀ ମାଁ ପାଟଣେଶ୍ୱରୀ ଓ ମାଁ ସମଲେଶ୍ୱରୀଙ୍କ ରାଶି ନକ୍ଷତ୍ର ଅନୁଯାୟୀ ଲଗ୍ନ ଧାର୍ଯ୍ୟ କରାଯାଇଛି lସେପ୍ଟେମ୍ବର ୨୦ ତାରିଖ ଭାଦ୍ରବ ଶୁକ୍ଳ […]

Samaya Live Picture
Published On

ବଲାଙ୍ଗୀର : ବଲାଙ୍ଗୀରରେ ନୂଆଁଖାଇ ପାଇଁ ବାହାରିଲା ଲଗ୍ନ l ସେପ୍ଟେମ୍ବର ୨୦ ତାରିଖ ଭାଦ୍ରବ ଶୁକ୍ଳ ପକ୍ଷ ପଞ୍ଚମୀ ତିଥିରେ ପଶ୍ଚିମ ଓଡ଼ିଶାର ଗଣପର୍ବ ନୂଆଁଖାଇ ପାଇଁ ଲଗ୍ନ ନିର୍ଦ୍ଧାରଣ ହୋଇଛି l
ସୂଚନାନୁସାରେ , ପଶ୍ଚିମ ଓଡ଼ିଶାର ଗଣପର୍ବ ନୂଆଁଖାଇ ପାଇଁ ହେଲା ଲଗ୍ନ ଧାର୍ଯ୍ୟ l ବଲାଙ୍ଗିରର ଅଧିଷ୍ଠାତ୍ରୀ ଦେବୀ ମାଁ ପାଟଣେଶ୍ୱରୀ ଓ ମାଁ ସମଲେଶ୍ୱରୀଙ୍କ ରାଶି ନକ୍ଷତ୍ର ଅନୁଯାୟୀ ଲଗ୍ନ ଧାର୍ଯ୍ୟ କରାଯାଇଛି lସେପ୍ଟେମ୍ବର ୨୦ ତାରିଖ ଭାଦ୍ରବ ଶୁକ୍ଳ ପକ୍ଷ ପଞ୍ଚମୀ ତିଥିରେ ନୂଆଁଖାଇ ପାଇଁ ଲଗ୍ନ ନିର୍ଦ୍ଧାରଣ ହୋଇଛି । ୧୦ଟା ୨୮ରୁ ୧୦ ଟା ୪୫ ମଧ୍ୟରେ ଇଷ୍ଟଦେବୀଙ୍କୁ ନୂଆ ଲାଗି କରାଯିବ । ଏନେଇ ପାଟଣା ଷ୍ଟେଟ ହାଉସ ହୋଲ୍ଡ ଅଫିସରୁ ଲଗ୍ନ ସମୟ ଘୋଷଣା କରାଯାଇଛି l

Tags: