IPS ସ୍ତରରେ ବଡ଼ଧରଣର ଅଦଳବଦଳ: ବଦଳିଲେ କଟକ ଓ ଭୁବନେଶ୍ଵର ଡିସିପି

ଭୁବନେଶ୍ଵର: ଆଇପିଏସ ସ୍ତରରେ ବଡ଼ଧରଣର ଅଦଳବଦଳ କରିଛନ୍ତି ରାଜ୍ୟ ସରକାର। ଏସ୍‌ଏମ୍ ନର୍ଭାଣେ ହେଲେ ସ୍ଵତନ୍ତ୍ର ଡିଜି, OHRC ଦୀପ୍ତେଶ କୁମାର ପଟ୍ଟନାୟକ ପ୍ରିଣ୍ଟିଂ ଓ ପବ୍ଲିକେସନ୍‌ ନିର୍ଦ୍ଦେଶକ। ସେହିପରି ବଦଳିଲେ କଟକ ଓ ଭୁବନେଶ୍ଵର ଡିସିପି।ଜଗମୋହନ ମୀନା ହେଲେ ଭୁବନେଶ୍ଵରର ନୂଆ ଡିସିପି।ଖିଲାରି ରିଷିକେଶ ହେଲେ କଟକର ନୂଆ ଡିସିପି। ଅନ୍ୟପଟେ ନରସିଂହ ଭୋଳ ହେଲେ ଅତିରିକ୍ତ ସିପି। ଅମ୍ରିତ ପାଲ କୌର ହେଲେ ଭୁବନେଶ୍ଵର ଅତିରିକ୍ତ ଡିସିପି।ଭୁବନେଶ୍ବର DCP ପିନାକ ମିଶ୍ରଙ୍କୁ STF ଡିଆଇଜି […]

IPS ସ୍ତରରେ ବଡ଼ଧରଣର ଅଦଳବଦଳ: ବଦଳିଲେ କଟକ ଓ ଭୁବନେଶ୍ଵର ଡିସିପି
Samaya Live Picture
Published On

ଭୁବନେଶ୍ଵର: ଆଇପିଏସ ସ୍ତରରେ ବଡ଼ଧରଣର ଅଦଳବଦଳ କରିଛନ୍ତି ରାଜ୍ୟ ସରକାର। ଏସ୍‌ଏମ୍ ନର୍ଭାଣେ ହେଲେ ସ୍ଵତନ୍ତ୍ର ଡିଜି, OHRC ଦୀପ୍ତେଶ କୁମାର ପଟ୍ଟନାୟକ ପ୍ରିଣ୍ଟିଂ ଓ ପବ୍ଲିକେସନ୍‌ ନିର୍ଦ୍ଦେଶକ। ସେହିପରି ବଦଳିଲେ କଟକ ଓ ଭୁବନେଶ୍ଵର ଡିସିପି।ଜଗମୋହନ ମୀନା ହେଲେ ଭୁବନେଶ୍ଵରର ନୂଆ ଡିସିପି।ଖିଲାରି ରିଷିକେଶ ହେଲେ କଟକର ନୂଆ ଡିସିପି। ଅନ୍ୟପଟେ ନରସିଂହ ଭୋଳ ହେଲେ ଅତିରିକ୍ତ ସିପି। ଅମ୍ରିତ ପାଲ କୌର ହେଲେ ଭୁବନେଶ୍ଵର ଅତିରିକ୍ତ ଡିସିପି।ଭୁବନେଶ୍ବର DCP ପିନାକ ମିଶ୍ରଙ୍କୁ STF ଡିଆଇଜି ଭାବେ ବଦଳି କରାଯାଇଛି।

 

Tags: