ଓଡିଶାରେ ୨୦୩୬ ଅଲିମ୍ପିକ୍ସ ହକି !

ଭୁବନେଶ୍ୱର:ଭାରତ ୨୦୩୬ ଅଲିମ୍ପିକ୍ସ ଆୟୋଜନ ନେଇ ଆଶା ବଢ଼ିଲା।କିଛି ଗଣମାଧ୍ୟମରେ ଅହମ୍ମଦାବାଦକୁ ହୋଷ୍ଟ ସିଟି ମିଳିବା ଚର୍ଚ୍ଚା ହେଉଛି। ଏଥିପାଇଁ ଅହମ୍ମଦାବାଦରେ କ୍ରୀଡ଼ା ଭିତ୍ତିଭୂମି ପାଇଁ ୬ ହଜାର କୋଟି ବ୍ୟୟ ଲକ୍ଷ୍ୟ ରଖାଯାଇଛି।ଅହମ୍ମଦାବାଦ ହୋଷ୍ଟ ସିଟି ହେଲେ ବି ଭୁବନେଶ୍ବରକୁ ମିଳିବ ହକି ଇଭେଣ୍ଟ। ମୁମ୍ବାଇକୁ କ୍ରିକେଟ, ପୁଣେକୁ କାୟାକିଂ ଇଭେଣ୍ଟ ମିଳିବା ସମ୍ଭାବନା ରହିଛି।ପ୍ରଧାନମନ୍ତ୍ରୀ ମୋଦି ଭାରତରେ ଆୟୋଜନ ନେଇ ଆଶାବାଦୀ ରହିଛନ୍ତି।୨୦୨୩ ମୁମ୍ବାଇରେ IOC ବୈଠକରେ ଏନେଇ ପ୍ରସ୍ତାବ ରଖିଥିଲେ।ଗତବର୍ଷ IOA ମଧ୍ୟ […]

Samaya Live Picture
Published On

ଭୁବନେଶ୍ୱର:ଭାରତ ୨୦୩୬ ଅଲିମ୍ପିକ୍ସ ଆୟୋଜନ ନେଇ ଆଶା ବଢ଼ିଲା।କିଛି ଗଣମାଧ୍ୟମରେ ଅହମ୍ମଦାବାଦକୁ ହୋଷ୍ଟ ସିଟି ମିଳିବା ଚର୍ଚ୍ଚା ହେଉଛି।
ଏଥିପାଇଁ ଅହମ୍ମଦାବାଦରେ କ୍ରୀଡ଼ା ଭିତ୍ତିଭୂମି ପାଇଁ ୬ ହଜାର କୋଟି ବ୍ୟୟ ଲକ୍ଷ୍ୟ ରଖାଯାଇଛି।ଅହମ୍ମଦାବାଦ ହୋଷ୍ଟ ସିଟି ହେଲେ ବି ଭୁବନେଶ୍ବରକୁ ମିଳିବ ହକି ଇଭେଣ୍ଟ। ମୁମ୍ବାଇକୁ କ୍ରିକେଟ, ପୁଣେକୁ କାୟାକିଂ ଇଭେଣ୍ଟ ମିଳିବା ସମ୍ଭାବନା ରହିଛି।ପ୍ରଧାନମନ୍ତ୍ରୀ ମୋଦି ଭାରତରେ ଆୟୋଜନ ନେଇ ଆଶାବାଦୀ ରହିଛନ୍ତି।୨୦୨୩ ମୁମ୍ବାଇରେ IOC ବୈଠକରେ ଏନେଇ ପ୍ରସ୍ତାବ ରଖିଥିଲେ।ଗତବର୍ଷ IOA ମଧ୍ୟ ଏନେଇ IOCକୁ ଲେଟର ଅଫ୍‌ ଇଣ୍ଟେଟ୍‌ ପଠାଇଥିଲା।

Tags: