କନିଷ୍ଠ ଶିକ୍ଷକଙ୍କ ଦରମା ବୃଦ୍ଧି

ଭୁବନେଶ୍ୱର : କନିଷ୍ଠ ଶିକ୍ଷକଙ୍କ ଦରମା ବୃଦ୍ଧି କରିଛନ୍ତି ରାଜ୍ୟ ସରକାର I ମାସିକ ୧୩,୮୦୦ ରୁ ୨୦ ହଜାର ଟଙ୍କାକୁ ବୃଦ୍ଧି କରାଯାଇଛି I ଏହି ଦରମା ପିଛିଲା ଭାବରେ ଜାନୁୟାରୀ ୨୦୨୩ ଠାରୁ ଲାଗୁ ହେବ I ଏହା ଫଳରେ ରାଜ୍ୟରେ କାର୍ଯ୍ୟରତ ୧୨,୭୮୪ ଜଣ ଶିକ୍ଷକ ଉପକୃତ ହେବେ I ଏଥିପାଇଁ ଅତିରିକ୍ତ ୯୫ କୋଟି ଟଙ୍କା ବାର୍ଷିକ ଖର୍ଚ୍ଚ ହେବ। ସୂଚନାଯୋଗ୍ୟ ଯେ, 5T ଅଧ୍ୟକ୍ଷ ଶ୍ରୀ କାର୍ତ୍ତିକ ପାଣ୍ଡିଆନଙ୍କ ଜିଲ୍ଲା […]

Samaya Live Picture
Published On

ଭୁବନେଶ୍ୱର : କନିଷ୍ଠ ଶିକ୍ଷକଙ୍କ ଦରମା ବୃଦ୍ଧି କରିଛନ୍ତି ରାଜ୍ୟ ସରକାର I ମାସିକ ୧୩,୮୦୦ ରୁ ୨୦ ହଜାର ଟଙ୍କାକୁ ବୃଦ୍ଧି କରାଯାଇଛି I ଏହି ଦରମା ପିଛିଲା ଭାବରେ ଜାନୁୟାରୀ ୨୦୨୩ ଠାରୁ ଲାଗୁ ହେବ I ଏହା ଫଳରେ ରାଜ୍ୟରେ କାର୍ଯ୍ୟରତ ୧୨,୭୮୪ ଜଣ ଶିକ୍ଷକ ଉପକୃତ ହେବେ I ଏଥିପାଇଁ ଅତିରିକ୍ତ ୯୫ କୋଟି ଟଙ୍କା ବାର୍ଷିକ ଖର୍ଚ୍ଚ ହେବ।

ସୂଚନାଯୋଗ୍ୟ ଯେ, 5T ଅଧ୍ୟକ୍ଷ ଶ୍ରୀ କାର୍ତ୍ତିକ ପାଣ୍ଡିଆନଙ୍କ ଜିଲ୍ଲା ଗସ୍ତ ଅବସରରେ ରାଜ୍ୟର ବିଭିନ୍ନ ଅଞ୍ଚଳରେ ନିୟୋଜିତ ଥିବା କନିଷ୍ଠ ଶିକ୍ଷକମାନେ ସେମାନଙ୍କ ଅସୁବିଧା ସମ୍ପର୍କରେ ଦୃଷ୍ଟି ଆକର୍ଷଣ କରିଥିଲେ।

Tags: