ନିର୍ବାଚନ ପୂର୍ବରୁ ମାଓ ମୁକାବିଲା ନେଇ ଡ଼ିଜିଙ୍କ ଗୁରୁତ୍ତ୍ୱପୂର୍ଣ୍ଣ ବୈଠକ
ଭୁବନେଶ୍ୱର: ନିର୍ବାଚନ ପୂର୍ବରୁ ମାଓ ମୁକାବିଲା ନେଇ DGPଙ୍କ ଜରୁରୀ ସମୀକ୍ଷା ବୈଠକ । ଭୁବନେଶ୍ଵର DG କ୍ୟାମ୍ପ ଅଫିସ୍ରେ ମାଓ ମୁକାବିଲା ସମୀକ୍ଷା ବୈଠକ। ମାଓ କାର୍ଯ୍ୟକଳାପରେ ରୋକ୍ ଲଗାଇବାକୁ ସ୍ଵତନ୍ତ୍ର ରଣନୀତି ନେଇ ଆଲୋଚନା। ବୈଠକରେ ଗୁଇନ୍ଦା ନିର୍ଦ୍ଦେଶକ ସୌମେନ୍ଦ୍ର ପ୍ରିୟଦର୍ଶୀ,ଏଡିଜି ଅପରେସନ ଦେବଦତ୍ତ ସିଂ ଓ ଆଇନଶୃଙ୍ଖଳା ଏଡିଜି ସଂଜୟ କୁମାର ଉପସ୍ଥିତ ଅଛନ୍ତି । ଆଗକୁ ନିର୍ବାଚନ ଆସୁଥିବା ବେଳେ ମାଓବାଦୀ ଓ ନକ୍ସଲ କାର୍ଯ୍ୟକଳାପରେ ରୋକ ଲଗାଇବାକୁ ପ୍ରସ୍ତୁତ ହେଉଛି […]
ଭୁବନେଶ୍ୱର: ନିର୍ବାଚନ ପୂର୍ବରୁ ମାଓ ମୁକାବିଲା ନେଇ DGPଙ୍କ ଜରୁରୀ ସମୀକ୍ଷା ବୈଠକ । ଭୁବନେଶ୍ଵର DG କ୍ୟାମ୍ପ ଅଫିସ୍ରେ ମାଓ ମୁକାବିଲା ସମୀକ୍ଷା ବୈଠକ। ମାଓ କାର୍ଯ୍ୟକଳାପରେ ରୋକ୍ ଲଗାଇବାକୁ ସ୍ଵତନ୍ତ୍ର ରଣନୀତି ନେଇ ଆଲୋଚନା। ବୈଠକରେ ଗୁଇନ୍ଦା ନିର୍ଦ୍ଦେଶକ ସୌମେନ୍ଦ୍ର ପ୍ରିୟଦର୍ଶୀ,ଏଡିଜି ଅପରେସନ ଦେବଦତ୍ତ ସିଂ ଓ ଆଇନଶୃଙ୍ଖଳା ଏଡିଜି ସଂଜୟ କୁମାର ଉପସ୍ଥିତ ଅଛନ୍ତି । ଆଗକୁ ନିର୍ବାଚନ ଆସୁଥିବା ବେଳେ ମାଓବାଦୀ ଓ ନକ୍ସଲ କାର୍ଯ୍ୟକଳାପରେ ରୋକ ଲଗାଇବାକୁ ପ୍ରସ୍ତୁତ ହେଉଛି ସ୍ବତନ୍ତ୍ର ରଣନୀତି । ରାଜ୍ୟର ମାଓ ପ୍ରବଣ ଜିଲ୍ଲା ଗୁଡ଼ିକରେ ସୁରକ୍ଷା ବ୍ୟବସ୍ଥା ଓ ବହୁ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ଆଲୋଚନା ଚାଲିଛି ।




