ଆଇଏଏସ ସିଦ୍ଧାର୍ଥ ଦାସ ହେଲେ କ୍ରୀଡା ନିର୍ଦେଶକ
ଭୁବନେଶ୍ୱର : ୨୦୧୨ ବ୍ୟାଚ୍ ଆଇଏଏସ୍ ସିଦ୍ଧାର୍ଥ ଦାସଙ୍କୁ ରାଜ୍ୟ କ୍ରୀଡ଼ା ନିର୍ଦ୍ଦେଶକ ଭାବେ ନିଯୁକ୍ତି ମିଳିଛି । ଶ୍ରୀ ଦାସ ଏବେ ରାଜ୍ୟ ଅର୍ଥ ବିଭାଗର ଅତିରିକ୍ତ ସଚିବ ଭାବେ କାର୍ଯ୍ୟ କରୁଛନ୍ତି । ପ୍ରାୟ ୨ବର୍ଷ ଧରି ରାଜ୍ୟ କ୍ରୀଡ଼ା ନିର୍ଦ୍ଦେଶକ ପଦବୀ ଖାଲି ରହିବା ପରେ ବର୍ତ୍ତମାନ ଏହି ପଦବୀ ପୂରଣ ହୋଇଛି । ଏନେଇ ଆଜି ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ବିଜ୍ଞପ୍ତି ଜାରି କରାଯାଇଛି I ସୂଚନାନୁସାରେ ,୨୦୨୧ ଅଗଷ୍ଟ […]
ଭୁବନେଶ୍ୱର : ୨୦୧୨ ବ୍ୟାଚ୍ ଆଇଏଏସ୍ ସିଦ୍ଧାର୍ଥ ଦାସଙ୍କୁ ରାଜ୍ୟ କ୍ରୀଡ଼ା ନିର୍ଦ୍ଦେଶକ ଭାବେ ନିଯୁକ୍ତି ମିଳିଛି । ଶ୍ରୀ ଦାସ ଏବେ ରାଜ୍ୟ ଅର୍ଥ ବିଭାଗର ଅତିରିକ୍ତ ସଚିବ ଭାବେ କାର୍ଯ୍ୟ କରୁଛନ୍ତି । ପ୍ରାୟ ୨ବର୍ଷ ଧରି ରାଜ୍ୟ କ୍ରୀଡ଼ା ନିର୍ଦ୍ଦେଶକ ପଦବୀ ଖାଲି ରହିବା ପରେ ବର୍ତ୍ତମାନ ଏହି ପଦବୀ ପୂରଣ ହୋଇଛି । ଏନେଇ ଆଜି ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ବିଜ୍ଞପ୍ତି ଜାରି କରାଯାଇଛି I
ସୂଚନାନୁସାରେ ,୨୦୨୧ ଅଗଷ୍ଟ ୨ତାରିଖରୁ ରାଜ୍ୟ କ୍ରୀଡ଼ା ନିର୍ଦ୍ଦେଶକ ପଦବୀ ଖାଲି ପଡ଼ିଥିଲା । ଆର. ଭିନିଲକ୍ରିଷ୍ଣାଙ୍କୁ କ୍ରୀଡ଼ା ବିଭାଗର କମିଶନର ତଥା ସଚିବ ଭାବେ ନିଯୁକ୍ତି ମିଳିବା ପରେ ଏହି କ୍ରୀଡ଼ା ନିର୍ଦ୍ଦେଶକ ପଦବୀ ଖାଲି ରହିଥିଲା।




