ଛତର ଦଣ୍ଡି ଜଙ୍ଗଲରୁ ବିପୁଳ ପରିମାଣର ବିସ୍ଫୋରକ ଜବତ
ବଲାଙ୍ଗୀର : ବଲାଙ୍ଗୀର ଡିଭିଏଫ୍ ପୋଲିସକୁ ବଡ଼ ସଫଳତା। ତୁରେକେଲା ଥାନା ଛତର ଦଣ୍ଡି ଜଙ୍ଗଲରୁ ମାଓ କ୍ୟାମ୍ପ ଠାବ। ମାଟିତଳୁ ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର ଜବତ ହୋଇଛି । ସୂଚନାନୁଯାୟୀ, ତୁରେକେଲା ଥାନା ଛତର ଦଣ୍ଡି ଜଙ୍ଗଲରେ ମାଓ ଗତିବିଧି ନେଇ ବଲାଙ୍ଗୀର ଡିଭିଏଫ୍ ପୋଲିସକୁ ସୂଚନା ମିଳିଥିଲା। ଏହାପରେ ଗତ ୨ ଦିନ ହେଲା ଜଙ୍ଗଲରେ ଡିଭିଏଫ୍ ପୋଲିସ ଦ୍ଵାରା କମ୍ଵିଂ ଅପରେସନ ଆରମ୍ଭ କରାଯାଇଥିଲା। କମ୍ଵିଂ ଅପରେସନ ବେଳେ ଏକ ମାଓ କ୍ୟାମ୍ପ […]
ବଲାଙ୍ଗୀର : ବଲାଙ୍ଗୀର ଡିଭିଏଫ୍ ପୋଲିସକୁ ବଡ଼ ସଫଳତା। ତୁରେକେଲା ଥାନା ଛତର ଦଣ୍ଡି ଜଙ୍ଗଲରୁ ମାଓ କ୍ୟାମ୍ପ ଠାବ। ମାଟିତଳୁ ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର ଜବତ ହୋଇଛି ।
ସୂଚନାନୁଯାୟୀ, ତୁରେକେଲା ଥାନା ଛତର ଦଣ୍ଡି ଜଙ୍ଗଲରେ ମାଓ ଗତିବିଧି ନେଇ ବଲାଙ୍ଗୀର ଡିଭିଏଫ୍ ପୋଲିସକୁ ସୂଚନା ମିଳିଥିଲା। ଏହାପରେ ଗତ ୨ ଦିନ ହେଲା ଜଙ୍ଗଲରେ ଡିଭିଏଫ୍ ପୋଲିସ ଦ୍ଵାରା କମ୍ଵିଂ ଅପରେସନ ଆରମ୍ଭ କରାଯାଇଥିଲା। କମ୍ଵିଂ ଅପରେସନ ବେଳେ ଏକ ମାଓ କ୍ୟାମ୍ପ ଠାବ ହୋଇଛି। ଘଟଣାସ୍ଥଳରୁ ବନ୍ଧୁକ, ଅଫୁଟା ଗୁଳି, ଏବଂ ଲ୍ୟାଣ୍ଡମାଇନ୍ ତିଆରି ପାଇଁ ବ୍ୟବହାର ହେଉଥିବା ବିଭିନ୍ନ ସାମଗ୍ରୀ ଜବତ ହୋଇଛି। ବିବିଏମ ଡିଭିଜନର ୫ ରୁ ୭ ମାଓବାଦୀ ଛତ୍ରଭଙ୍ଗ ଦେଇଛନ୍ତି। ବଲାଙ୍ଗୀର ଡିଭିଏଫ୍ ପୋଲିସକୁ ବଡ଼ ସଫଳତା। ତୁରେକେଲା ଥାନା ଛତର ଦଣ୍ଡି ଜଙ୍ଗଲରୁ ମାଓ କ୍ୟାମ୍ପ ଠାବ। ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର ଜବତ।
ସୂଚନାନୁଯାୟୀ, ତୁରେକେଲା ଥାନା ଛତର ଦଣ୍ଡି ଜଙ୍ଗଲରେ ମାଓ ଗତିବିଧି ନେଇ ବଲାଙ୍ଗୀର ଡିଭିଏଫ୍ ପୋଲିସକୁ ସୂଚନା ମିଳିଥିଲା। ଏହାପରେ ଗତ ୨ ଦିନ ହେଲା ଜଙ୍ଗଲରେ ଡିଭିଏଫ୍ ପୋଲିସ ଦ୍ଵାରା କମ୍ଵିଂ ଅପରେସନ ଆରମ୍ଭ କରାଯାଇଥିଲା। କମ୍ଵିଂ ଅପରେସନ ବେଳେ ଏକ ମାଓ କ୍ୟାମ୍ପ ଠାବ ହୋଇଛି। ଘଟଣାସ୍ଥଳରୁ ବନ୍ଧୁକ, ଅଫୁଟା ଗୁଳି, ଏବଂ ଲ୍ୟାଣ୍ଡମାଇନ୍ ତିଆରି ପାଇଁ ବ୍ୟବହାର ହେଉଥିବା ବିଭିନ୍ନ ସାମଗ୍ରୀ ଜବତ ହୋଇଛି। ବିବିଏମ ଡିଭିଜନର ୫ ରୁ ୭ ମାଓବାଦୀ ଛତ୍ରଭଙ୍ଗ ଦେଇଛନ୍ତି।




