୧୧.୩୦ ଯାଏଁ ଗୃହ ମୁଲତବୀ

ଭୁବନେଶ୍ୱର : ପ୍ରଶ୍ନକାଳ ଆରମ୍ଭରୁ ଗୃହ ଅଚଳ ଇ ସ୍ଵଭାବିକ ଭାବରେ ଚାଲିପାରୁ ନାହିଁ ଗୃହ । ଗୃହ ଆରମ୍ଭରୁ ବିରୋଧୀଙ୍କ ପ୍ରବଳ ହଟ୍ଟଗୋଙ୍କ ଓ ହୋହଲ୍ଲା ଗୃହକୁ ୧୧.୩୦ ଯାଏଁ ମୁଲତବୀ ରଖିଛନ୍ତି ବାଚସ୍ପତି ସୁରମା ପାଢ଼ୀ । ମୁଲତବୀ ପରେ ଉଭୟ କଂଗ୍ରେସ ଓ ବିଜେଡି ଗୃହ ବାହାରେ ପ୍ରତିବାଦ କରୁଛନ୍ତି । ବିଧାନସଭା ପ୍ରବେଶ ପଥରେ ବିଜେଡି ବିଧାୟକମାନେ ପ୍ରତିବାଦ କରିବା ସହ ଓବିସିଙ୍କ ପାଇଁ ୨୭ ପ୍ରତିଶତ ସଂରକ୍ଷଣ ଦାବିରେ ଧାରଣା […]

Samaya Live Picture
Published On

ଭୁବନେଶ୍ୱର : ପ୍ରଶ୍ନକାଳ ଆରମ୍ଭରୁ ଗୃହ ଅଚଳ ଇ ସ୍ଵଭାବିକ ଭାବରେ ଚାଲିପାରୁ ନାହିଁ ଗୃହ । ଗୃହ ଆରମ୍ଭରୁ ବିରୋଧୀଙ୍କ ପ୍ରବଳ ହଟ୍ଟଗୋଙ୍କ ଓ ହୋହଲ୍ଲା ଗୃହକୁ ୧୧.୩୦ ଯାଏଁ ମୁଲତବୀ ରଖିଛନ୍ତି ବାଚସ୍ପତି ସୁରମା ପାଢ଼ୀ ।

ମୁଲତବୀ ପରେ ଉଭୟ କଂଗ୍ରେସ ଓ ବିଜେଡି ଗୃହ ବାହାରେ ପ୍ରତିବାଦ କରୁଛନ୍ତି । ବିଧାନସଭା ପ୍ରବେଶ ପଥରେ ବିଜେଡି ବିଧାୟକମାନେ ପ୍ରତିବାଦ କରିବା ସହ ଓବିସିଙ୍କ ପାଇଁ ୨୭ ପ୍ରତିଶତ ସଂରକ୍ଷଣ ଦାବିରେ ଧାରଣା ଦେଇଛନ୍ତି ।

ସୂଚନାନୁସାରେ,ଗତକାଲି ମଧ୍ୟ ପ୍ରଶ୍ନକାଳ ସମୟରେ କଂଗ୍ରେସ ବିଧାୟକ ପ୍ରତିବାଦ କରିଥିଲେ । ନାରୀ ସୁରକ୍ଷାକୁ ନେଇ ଘଣ୍ଟ ଓ ବଇଁଶୀ ବଜାଇ ଗୃହର ମଧ୍ୟଭାଗରେ କଂଗ୍ରେସ ବିଧାୟକ ପ୍ରତିବାଦ କରିବା ସହିତ ଗୃହ କମିଟି ଦାବି କରିଥିଲେ I

Tags: