୧୩.୭.୨୦୨୬ ସୋମବାର

ଆଷାଢ଼ କୃଷ୍ଣ ଚତୁର୍ଦ୍ଦଶୀ

୧୩.୭.୨୦୨୬  ସୋମବାର
Ipsita Picture
By: Ipsita
Published On

 

 

ମେଷ: ମନସ୍ତାପ, କିଛି କାର୍ଯ୍ୟରେ ସଫଳ, ନୂତନ କାର୍ଯ୍ୟରେ ବିଳମ୍ବ, ପାରିବାରିକ ଶାନ୍ତି, ଅର୍ଥ ସମସ୍ୟା ସମାଧାନ, ଶାରୀରିକ ସୁସ୍ଥ, ବିଶିଷ୍ଟ ବ୍ୟକ୍ତି ସହାୟତା, ଅନୁଷ୍ଠାନରୁ ଲାଭ, ଉଚ୍ଚ ଆଶା ବିଳମ୍ବ, ଦାମ୍ପତ୍ୟ ଖୁସି, ବିଦ୍ୟାରେ ସଫଳତାଅଶ୍ବିନ ନକ୍ଷତ୍ର- ସତର୍କ ରୁହନ୍ତୁ, ଶୁଭରଙ୍ଗ-ଧଳା, ସଂଖ୍ୟା-, ଆରାଧନା- ମହାଲକ୍ଷ୍ମୀ

ବୃଷ: କାର୍ଯ୍ୟରେ ଉନ୍ନତି, ଦେବକାର୍ଯ୍ୟରେ ସଫଳ, ବ୍ୟକ୍ତି ସହାୟତା, ଶାରୀରିକ ସୁସ୍ଥ, ବ୍ୟବସାୟରେ ସାମାନ୍ୟ ଲାଭ, ଗୃହ କାର୍ଯ୍ୟରେ ଅଗ୍ରଗତି, ପାରିବାରିକ ସୁଖ, ନୂତନ କର୍ମ ଆରମ୍ଭ, ବନ୍ଧୁ ଲାଭ, ଶୁଭ ଖବର ମିଳିବ, ଦାମ୍ପତ୍ୟ ଖୁସିରୋହିଣୀ ନକ୍ଷତ୍ର- ସତର୍କ ରୁହନ୍ତୁ, ଶୁଭରଙ୍ଗ-ନୀଳ, ସଂଖ୍ୟା-, ଆରାଧନା- ଭଗବାନ ଶଙ୍କର

ମିଥୁନ:  ଶତ୍ରୁରେ ବିଜୟ, ଅର୍ଥ ଲାଭ, ଦୂର ଯାତ୍ରା ସଫଳ, ନୂତନ ସମ୍ପର୍କ, ବ୍ୟବସାୟରେ ସ୍ବଳ୍ପ ଲାଭ, ସୁସମାଚାର, ବନ୍ଧୁ ଲାଭ, ପାରିବାରିକ ଶତ୍ରୁତା, େଲାକସମ୍ପର୍କ ବୃଦ୍ଧ, ମାମଲା ସମାଧାନ, ଶୁଭ କାର୍ଯ୍ୟରେ ଧନ ବ୍ୟୟ, ହଠାତ୍ ମନସ୍ତାପ।  ଆଦ୍ରା ନକ୍ଷତ୍ର- ସତର୍କ ରୁହନ୍ତୁ, ଶୁଭରଙ୍ଗ- ଲାଲ, ସଂଖ୍ୟା-, ଆରାଧନା- ମାଭଗବତୀ

କର୍କଟ: ବନ୍ଧୁ ସାହାଯ୍ୟ, ପାରିବାରିକ ଖୁସି, ଅନୁଷ୍ଠାନରୁ ଲାଭ, ଆଶାରେ କଷ୍ଟ, ଗୃହେ ଉତ୍ସବ ସଫଳ, ନୂତନ କର୍ମାରମ୍ଭ, ଦୂର ଯାତ୍ରା, ବହୁ ପରିଶ୍ରମ, ଲାଭ କମ୍, ଶାରୀରିକ ସୁସ୍ଥ, ବିଦ୍ୟାରେ ସଫଳତା, ସନ୍ତାନ ସୁଖ, ଦାମ୍ପତ୍ୟ ଖୁସି, ଶତ୍ରୁ କଷ୍ଟ।  ପୁଷ୍ୟା ନକ୍ଷତ୍ର- ସତର୍କ ରୁହନ୍ତୁ, ଶୁଭରଙ୍ଗ- ବାଦାମୀ, ସଂଖ୍ୟା-, ଆରାଧନା-ମାଦକ୍ଷିଣକାଳୀ

ସିଂହ: ମାନସିକ କଷ୍ଟ, ଲୋକସମ୍ପର୍କରେ ଉନ୍ନତି, ପାରିବାରିକ ସମସ୍ୟା, ଯାତ୍ରାରେ ସତର୍କ, ଅର୍ଥ ଲାଭ, ସମ୍ପତ୍ତି ବିବାଦ, ବିଶିଷ୍ଟ କାର୍ଯ୍ୟରେ ଧନ ବ୍ୟୟ, ନୂତନ ଯୋଜନା ଅସଫଳ, ଶାରୀରିକ ସୁସ୍ଥ, ବ୍ୟବସାୟରେ ସନ୍ତୁଷ୍ଟ।  ମଘା ନକ୍ଷତ୍ର- ସତର୍କ ରୁହନ୍ତୁ, ଶୁଭରଙ୍ଗ- ଧଳା, ସଂଖ୍ୟା-, ଆରାଧନା-ପ୍ରଭୁ ରାଧାବଲ୍ଲଭ

କନ୍ୟା: କର୍ମରେ ସଫଳ, ମାମଲା ସମାଧାନ, ପଦବୀ ଲାଭ, ଦୂର ସମ୍ପର୍କରେ ଲାଭ, ଭ୍ରାତୃଭଗ୍ନିଙ୍କ ସହାୟତା, କୌଣସି କାର୍ଯ୍ୟ ଲାଗି ମନସ୍ତାପ, ହଠାତ୍ ଦୂର ଯାତ୍ରା, ଶତ୍ରୁ ସମସ୍ୟା ସମାଧାନ, ଦାମ୍ପତ୍ୟ ଖୁସି, ବନ୍ଧୁ ଲାଭହସ୍ତା ନକ୍ଷତ୍ର- ସତର୍କ ରୁହନ୍ତୁ, ଶୁଭରଙ୍ଗ-ପିଙ୍କ୍, ସଂଖ୍ୟା-୧୦, ଆରାଧନା- ମାବଗଳାମୁଖୀ

ତୁଳା: ନୂତନ କର୍ମ ଆରମ୍ଭ, ପାରିବାରିକ ବିବାଦ, ଅର୍ଥ ଲାଭ, ସମ୍ପତ୍ତି ମାମଲାରେ କଷ୍ଟ, ଶାରୀରିକ ସୁସ୍ଥ, ବନ୍ଧୁ ଲାଭ, ଦୂର ଯାତ୍ରା ସଫଳ, ସୁସମାଚାର, ବିଶିଷ୍ଟ କାର୍ଯ୍ୟରେ ଲାଭ, ଭ୍ରାତୃଭଗ୍ନିଙ୍କ ସ୍ନେହ, ଦାମ୍ପତ୍ୟ ସୁଖ, ବିଦ୍ୟାରେ ସଫଳତାସ୍ବାତୀ ନକ୍ଷତ୍ର- ସତର୍କ ରୁହନ୍ତୁ, ଶୁଭରଙ୍ଗ-ଧଳା, ସଂଖ୍ୟା-, ଆରାଧନା- ଲକ୍ଷ୍ମୀନାରାୟଣ

ବିଛା: ଶରୀର କଷ୍ଟ, କାର୍ଯ୍ୟରେ ସଫଳ, ପାରିବାରିକ ଖୁସି, ସମ୍ପତ୍ତି ଲାଭ, ସମ୍ମାନ ପ୍ରାପ୍ତି, ବିଶିଷ୍ଟ ବ୍ୟକ୍ତି ସହାୟତା, ବ୍ୟବସାୟରେ ସ୍ବଳ୍ପ ଲାଭ, ବିବାଦ ସମାଧାନ, ନୂତନ କାର୍ଯ୍ୟରେ ବିରୋଧ, କଚେରୀ ମାମଲା, ଅନୁଷ୍ଠାନରୁ ଲାଭ, ବନ୍ଧୁ ସହଯୋଗ, ବିଦ୍ୟାରେ ସଫଳତାଅନୁରାଧା ନକ୍ଷତ୍ର- ସତର୍କ ରୁହନ୍ତୁ, ଶୁଭରଙ୍ଗ-ଧଳା, ସଂଖ୍ୟା-, ଆରାଧନା- ମାଗ୍ରାମଦେବୀ

ଧନୁ: କାର୍ଯ୍ୟରେ ଅଶାନ୍ତି, ଅଯଥା ଖର୍ଚ୍ଚାନ୍ତ, ପାରିବାରିକ ସହଯୋଗ, ନୂତନ ବନ୍ଧୁଲାଭ, େଦବକାର୍ଯ୍ୟରେ ଅସନ୍ତୁଷ୍ଟ, ଦୂର ଯାତ୍ରା, ପଦୋନ୍ନତି, ହଠାତ୍ ଧନଲାଭ, ପ୍ରୀତି ବୃଦ୍ଧ, ଶତ୍ରୁ ସମସ୍ୟା, ଭ୍ରାତୃ ବିବାଦ, ଦାମ୍ପତ୍ୟ ଖୁସି, ସନ୍ତାନ ଚିନ୍ତା, ବନ୍ଧୁ ସହଯୋଗ, ନୂତନ କର୍ମାରମ୍ଭମୂଳା ନକ୍ଷତ୍ର- ସତର୍କ ରୁହନ୍ତୁ, ଶୁଭରଙ୍ଗ-ହଳଦୀ, ସଂଖ୍ୟା-, ଆରାଧନା-ପ୍ରଭୁ ଲିଙ୍ଗରାଜ

ମକର: କାର୍ଯ୍ୟ ସଫଳ, ସନ୍ଥ ଦର୍ଶନ, ଅନୁଷ୍ଠାନରୁ ଲାଭ, ବନ୍ଧୁ ଲାଭ, ଦୂର ଯାତ୍ରା, ଦ୍ରବ୍ୟ ପ୍ରାପ୍ତି, ଆଭୁଷଣ ପ୍ରାପ୍ତି, ବିଦ୍ୟାରେ ସଫଳ, ନୂତନ କାର୍ଯ୍ୟରେ ନେତୃତ୍ବ, ଲୋକସମ୍ପର୍କ ବୃଦ୍ଧ, ପ୍ରୀତି ବୃଦ୍ଧ, ବ୍ୟକ୍ତି ସହାୟତା, ସମସ୍ୟା ସମାଧାନ, ବ୍ୟବସାୟ ସଫଳ।  ଶ୍ରବଣା ନକ୍ଷତ୍ର- ସତର୍କ ରୁହନ୍ତୁ, ଶୁଭରଙ୍ଗ- ନୀଳ, ସଂଖ୍ୟା-, ଆରାଧନା- ମାମଙ୍ଗଳା

କୁମ୍ଭ: ସମ୍ମାନ ଲାଭ, ବନ୍ଧୁ ଦର୍ଶନ, ଉତ୍ସବେ ଖୁସି, ବ୍ୟବସାୟରେ ଧନାଗ୍ରହ, ଶତ୍ରୁ ସମସ୍ୟା, ଶାରୀରିକ ଅସୁସ୍ଥ, ଦାମ୍ପତ୍ୟ ଖୁସି, ନୂତନ କାର୍ଯ୍ୟଭାର ଗ୍ରହଣ, ସମ୍ପତ୍ତି ଲାଭ, ବିଶିଷ୍ଟ କାର୍ଯ୍ୟରେ ଧନବ୍ୟୟ, ବ୍ୟକ୍ତି ସହାୟତା, ଅନୁଷ୍ଠାନରୁ ଲାଭ

ଶତଭିଷା ନକ୍ଷତ୍ର- ସତର୍କ ରୁହନ୍ତୁ, ଶୁଭରଙ୍ଗ- ନୀଳ, ସଂଖ୍ୟା-, ଆରାଧନା- ମାଭଗବତୀ

ମୀନ: ଦ୍ରବ୍ୟ  ଲାଭ, ସମ୍ମାନ ପ୍ରାପ୍ତି, କିଛି କାର୍ଯ୍ୟରେ ବିରୋଧ, ବ୍ୟକ୍ତି ସହାୟତା, େଲାକସମ୍ପର୍କ ବୃଦ୍ଧ, ଶତ୍ରୁ ସମସ୍ୟା, ପାରିବାରିକ ସମସ୍ୟା, ଧନଲାଭ, ବ୍ୟବସାୟିକ ଲାଭ, ନୂତନ ଯୋଜନାରେ ଲାଭ, ଶାରୀରିକ ସୁସ୍ଥଉତ୍ତରାଭାଦ୍ର ନକ୍ଷତ୍ର- ସତର୍କ ରୁହନ୍ତୁ, ଶୁଭରଙ୍ଗ- ହଳଦୀ, ସଂଖ୍ୟା-୧୦, ଆରାଧନା- ଭଗବାନ ବିଷ୍ଣୁ

Tags: