୨୪.୪.୨୦୨୬, ଶୁକ୍ରବାର

ବୈଶାଖ ଶୁକ୍ଳପକ୍ଷ  ଅଷ୍ଟମୀ 

୨୪.୪.୨୦୨୬, ଶୁକ୍ରବାର
Ipsita Picture
By: Ipsita
Published On


ମେଷ:  ଯାତ୍ରାରେ ଶୁଭ, ଶରୀର ସୁସ୍ଥ, ଧନବ୍ୟୟ, ବନ୍ଧୁଲାଭ, ଶତ୍ରୁ ସମସ୍ୟା, ଦୂରସ୍ଥାନେ ସତର୍କ, ଆଶା ସଫଳ, ବିଦ୍ୟାରେ ସଫଳତା, ଭରଣୀ ନକ୍ଷତ୍ର ସତର୍କ ରୁହନ୍ତୁ, ଶୁଭରଙ୍ଗ-ନୀଳ, ସଂଖ୍ୟା-୯, ଆରାଧନା-ଶଙ୍କର ଭଗବାନ।
ବୃଷ: ଶତ୍ରୁ ପରାଜିତ, ଅର୍ଥଲାଭ, ନୂତନ କାର୍ଯ୍ୟରେ ସଫଳ, ଦୂରଯାତ୍ରା, ସମ୍ପତ୍ତିଲାଭ, ସ୍ବାସ୍ଥ୍ୟ ସମସ୍ୟା, ପଦବୀ ଲାଭ, ରୋହିଣୀ ନକ୍ଷତ୍ର- ସତର୍କ ରୁହନ୍ତୁ, ଶୁଭରଙ୍ଗ-ସବୁଜ, ସଂଖ୍ୟା-୬, ଆରାଧନା- ମହାଲକ୍ଷ୍ମୀ।
ମିଥୁନ: ବ୍ୟବସାୟରେ କଷ୍ଟ, ଶତ୍ରୁ ସମସ୍ୟା, ମାନସିକ କ୍ଳେଶ, ପାରିବାରିକ ସହଯୋଗ, କର୍ମକ୍ଷେତ୍ରେ ସମସ୍ୟା, ପୁରାତନ ଦ୍ରବ୍ୟଲାଭ, ମାଲିମୋକଦ୍ଦ, ବିଦ୍ୟାରେ ସଫଳ, ଆଦ୍ରା ନକ୍ଷତ୍ର ସତର୍କ ରୁହନ୍ତୁ, ଶୁଭରଙ୍ଗ-ଧଳା, ସଂଖ୍ୟା-୪, ଆରାଧନା-ପ୍ରଭୁ ହନୁମାନ।
କର୍କଟ: ଯନ୍ତ୍ରଣା ବୃଦ୍ଧି, ବ୍ୟବସାୟରେ ଶତ୍ରୁତା, କାର୍ଯ୍ୟରେ ଅସ୍ଥିର, ଉଚ୍ଚାଧିକାରୀଙ୍କ ସହାୟତା, ଯାନବାହନେ ସତର୍କ, ମକଦ୍ଦମାରେ କଷ୍ଟ, ନୂତନ କାର୍ଯ୍ୟ ଆରମ୍ଭ, ପୁଷ୍ୟା ନକ୍ଷତ୍ର ସତର୍କ ରୁହନ୍ତୁ, ଶୁଭରଙ୍ଗ-ଗୋଲାପିି ସଂଖ୍ୟା-୮, ଆରାଧନା-ଲକ୍ଷ୍ମୀନାରାୟଣ।
ସିଂହ: କାର୍ଯ୍ୟରେ ସଫଳ, ଦୂରଯାତ୍ରା, ନୂତନ ବନ୍ଧୁଲାଭ, ସନ୍ତାନ ସୁଖ, ବିବାଦ ସମାଧାନ, ଦ୍ରବ୍ୟ ଲାଭ, ଶତ୍ରୁ ପରାଜିତ, ସମ୍ପତ୍ତିଲାଭ, ପୁରାତନ ରୋଗ, ମାନସିକ ଶାନ୍ତି, ପୂର୍ବାଫାଲଗୁନି ନକ୍ଷତ୍ର ସତର୍କ ରୁହନ୍ତୁ, ଶୁଭରଙ୍ଗ-ଧଳା, ସଂଖ୍ୟା-୧୦, ଆରାଧନା- ପ୍ରଭୁ ଶ୍ରୀରାମ।
କନ୍ୟା: ବନ୍ଧୁ ମିଳନ, ଶୁଭ ସମାଚାର, ନୂତନ ସମସ୍ୟା, ଚୁକ୍ତି ସମ୍ପାଦନ, ଅର୍ଥଲାଭ, ସନ୍ତାନଖୁସି, ବିବାଦମୁକ୍ତ, ଶରୀର ସୁସ୍ଥ, ଦ୍ରବ୍ୟଲାଭ, ସମ୍ପତ୍ତିଲାଭ, ହସ୍ତା ନକ୍ଷତ୍ର- ସତର୍କ ରୁହନ୍ତୁ, ଶୁଭରଙ୍ଗ-ହଳଦୀ, ସଂଖ୍ୟା-୭, ଆରାଧନା-ପ୍ରଭୁ ନୃସିଂହ।

ତୁଳା: ଶୁଭକାର୍ଯ୍ୟରେ ଧନବ୍ୟୟ ବହୁ କାର୍ଯ୍ୟରେ ଖୁସି, ସମ୍ମାନ ଲାଭ, ଦୂରଯାତ୍ରା, ଶତ୍ରୁ ସମସ୍ୟା, ଶରୀର ଅସୁସ୍ଥ, ଯାନବାହନେ ସତର୍କ, ବ୍ୟବସାୟରେ ଲାଭ, ସ୍ବାତୀ ନକ୍ଷତ୍ର- ସତର୍କ ରୁହନ୍ତୁ, ଶୁଭରଙ୍ଗ-ଧଳା, ସଂଖ୍ୟା-୮, ଆରାଧନା- ଶଙ୍କର ଭଗବାନ।
ବିଛା:  ମାନସିକ କ୍ଲେଶ, ଶତ୍ରୁ ପରାଜିତ, କାର୍ଯ୍ୟରେ ବିଳମ୍ବ, ଦୂରଯାତ୍ରାରେ ସତର୍କ, ପାରିବାରିକ ଅସନ୍ତୋଷ, ବ୍ୟବାସାୟରେ ସ୍ବଳ୍ପ ଲାଭ, ଅନୁରାଧା ନକ୍ଷତ୍ର ସତର୍କ ରୁହନ୍ତୁ, ଶୁଭରଙ୍ଗ-ହଳଦୀ, ସଂଖ୍ୟା-୫, ଆରାଧନା-ପ୍ରଭୁ ଜଗନ୍ନାଥ। 
ଧନୁ:  ସମ୍ମାନ ବୃଦ୍ଧି, ବ୍ୟବସାୟରେ ଲାଭ, ଆଶା ସଫଳ, ଶତ୍ରୁ ପରାଜିତ, ପାରିବାରିକ କଷ୍ଟ, ହଠାତ୍ ଦୂରଯାତ୍ରା, ବିଦ୍ୟାରେ ସଫଳ, ମହିଳାମାନେ ଚିନ୍ତିତ ରହିବେ, ପୂର୍ବାଷାଢ଼ା ନକ୍ଷତ୍ର ସତର୍କ ରୁହନ୍ତୁ, ଶୁଭରଙ୍ଗ-ଗୋଲାପି, ସଂଖ୍ୟା-୯, ଆରାଧନା- ମା’ ଭଗବତୀ।
ମକର: ‌ ପ୍ରସନ୍ନତା, ଆଶାପୂର୍ତ୍ତି, ବିଶିଷ୍ଟ କାର୍ଯ୍ୟରେ ଅଶାନ୍ତି, ବ୍ୟବସାୟରେ ଲାଭ, ନୂତନ ବନ୍ଧୁଲାଭ, ଦୂରଯାତ୍ରାରେ ସତର୍କ, ସମ୍ପତ୍ତି କଳହ, ବିଦ୍ୟାରେ ସଫଳ, ଶ୍ରବଣା ନକ୍ଷତ୍ର ସତର୍କ ରୁହନ୍ତୁ, ଶୁଭରଙ୍ଗ- କଳା, ସଂଖ୍ୟା-୮,  ଆରାଧନା-ମା’ ବିମଳା।
କୁମ୍ଭ: ‌ଚିନ୍ତାଶୂନ୍ୟ, ଅର୍ଥଲାଭ, ବନ୍ଧୁପ୍ରାପ୍ତି, ଦ୍ରବ୍ୟଲାଭ, ପାରିବାରିକ ଖୁସି, କର୍ମବ୍ୟସ୍ତତା, ନୂତନ କର୍ମ ଆରମ୍ଭ, ବ୍ୟବସାୟରେ ମଧ୍ୟମ ଲାଭ, ଶତ୍ରୁ ସମସ୍ୟା, କିଛି କିଣାକିଣି କରିବେ, ଶତଭିଷା ନକ୍ଷତ୍ର ସତର୍କ ରୁହନ୍ତୁ, ଶୁଭରଙ୍ଗ-ବାଇଗଣି, ସଂଖ୍ୟା-୬, ଆରାଧନା- ମା’ ବଗଳାମୁଖୀ।
ମୀନ: ସଫଳତା ପ୍ରାପ୍ତି, ଦ୍ରବ୍ୟଲାଭ, ସମ୍ମାନ ଲାଭ, ଅର୍ଥଲାଭ, ଦୂରସ୍ଥାନକୁ ଯାତ୍ରା  ମୋକଦ୍ଦମାରେ ପଡ଼ିପାରନ୍ତି, ଦାମ୍ପତ୍ୟ କଳହ, ଉତ୍ତରଭାଦ୍ର ନକ୍ଷତ୍ର- ସତର୍କ ରୁହନ୍ତୁ, ଶୁଭରଙ୍ଗ-ଧଳା ସଂଖ୍ୟା-୧୦, ଆରାଧନା- ମା’ ଭୁବନେଶ୍ବରୀ ।

Tags: