୧.୪.୨୦୨୬, ବୁଧବାର

ଚୈତ୍ର ଶୁକ୍ଳପକ୍ଷ  ଚତୁର୍ଦ୍ଦଶୀ 

୧.୪.୨୦୨୬, ବୁଧବାର
Ipsita Picture
By: Ipsita
Published On


ମେଷ: ଦୂରଯାତ୍ରା, ଶୁଭଖବର, ଅନୁଷ୍ଠାନରୁ ଲାଭ, ବନ୍ଧୁମିଳନ, ଗୃହେ ଉତ୍ସବ, ସନ୍ତାନ ସମସ୍ୟା, ନୂତନ କାର୍ଯ୍ୟ ଆରମ୍ଭ, ଶରୀର ସୁସ୍ଥ, ମାମଲା ସମାଧାନ, ଦ୍ବିଜା ନକ୍ଷତ୍ର ସତର୍କ ରୁହନ୍ତୁ, ଶୁଭରଙ୍ଗ-ନୀଳ , ସଂଖ୍ୟା-୮, ଆରାଧନା-ମା’ ଭଗବତୀ୤ 
ବୃଷ: ଆର୍ଥିକ ଚିନ୍ତା,ଶରୀର ଅସୁସ୍ଥ, ବ୍ୟବସାୟରେ ସାମାନ୍ୟ ଲାଭ, ଶୁଭ ସମାଚାର, ଆଶା ସଫଳ, ବନ୍ଧୁମିଳନ, ନୂତନ କାର୍ଯ୍ୟରେ ଲାଭ, ବିଦ୍ୟାରେ ସଫଳତା, କର୍ମକ୍ଷେତ୍ରେ ବିରୋଧ, ରୋହିଣୀ ନକ୍ଷତ୍ର- ସତର୍କ ରୁହନ୍ତୁ, ଶୁଭରଙ୍ଗ-ଧଳା, ସଂଖ୍ୟା-୬, ଆରାଧନା- ମହାଲକ୍ଷ୍ମୀ।
ମିଥୁନ: ସମ୍ମାନହାନି, ଅର୍ଥଚିନ୍ତା,କିଛି ମାମଲାରେ ପଡ଼ିପାରନ୍ତି, ନୂତନ ନିଯୁକ୍ତିରେ ବିଳମ୍ବ, ବ୍ୟବସାୟରେ ସ୍ବଳ୍ପ ଲାଭ, ଶତ୍ରୁ ସମସ୍ୟା, ଶରୀର ସୁସ୍ଥ, ବନ୍ଧୁସାହାଯ୍ୟ ସମ୍ପତ୍ତି ଗଣ୍ଡଗୋଳ, ବିଶିଷ୍ଠ ବ୍ୟକ୍ତିଙ୍କ ସହାୟତା, ପୁନର୍ବସୁ ନକ୍ଷତ୍ର ସତର୍କ ରୁହନ୍ତୁ, ଶୁଭରଙ୍ଗ-ଲାଲ୍, ସଂଖ୍ୟା-୭, ଆରାଧନା-ପ୍ରଭୁ ହନୁମାନ। 
କର୍କଟ: ଆର୍ଥିକ ଖୁସି, ଶୁଭଖବର, ନୂତନ କର୍ମେ ଆନନ୍ଦ, ଦ୍ରବ୍ୟ ପ୍ରାପ୍ତି, ବିଦେଶ ଭ୍ରମଣ, ମାମଲା ସମାଧାନ, ବ୍ୟବସାୟରେ ସନ୍ତୁଷ୍ଟ, ଶତ୍ରୁ ସମାଧାନ, ଭୂସମ୍ପତ୍ତି ଲାଭ, ଆଶା ପୂର୍ଣ୍ଣ,  ଅଶ୍ଳେଷା ନକ୍ଷତ୍ର- ସତର୍କ ରୁହନ୍ତୁ, ଶୁଭରଙ୍ଗ-ବାଇଗଣି, ସଂଖ୍ୟା-୧୦, ଆରାଧନା- ଲକ୍ଷ୍ମୀନାରାୟଣ।
ସିଂହ: ଦୂରଯାତ୍ରା, ଲୋକସମ୍ପର୍କରେ ଉନ୍ନତି, କର୍ମେ ଅସନ୍ତୋଷ, ଶତ୍ରୁ ସମସ୍ୟା, ଅର୍ଥଖର୍ଚ୍ଚ, ନୂତନ କର୍ମ ଆରମ୍ଭ, ଯାତ୍ରାେର  ସତର୍କ, ହେଉଥିବା କାେର୍ଯ୍ୟ ବିଳମ୍ବ, ଅନୁଷ୍ଠାନରୁ ଲାଭ, ଶରୀର ସୁସ୍ଥ, ପୂର୍ବାଫାଲଗୁନି ନକ୍ଷତ୍ର- ସତର୍କ ରୁହନ୍ତୁ, ଶୁଭରଙ୍ଗ-ଧଳା, ସଂଖ୍ୟା-୭, ଆରାଧନା- ପ୍ରଭୁ ରାଧାବଲ୍ଲଭ।
କନ୍ୟା:  ନୂତନ ଆୟ, ମାମଲାରେ ବିଜୟ, ଆର୍ଥିକ ସୁଖ, ନୂତନ କାର୍ଯ୍ୟ ଆରମ୍ଭ, ଦାମ୍ପତ୍ୟ ସୁଖ, ବିଶିଷ୍ଠ ବ୍ୟକ୍ତିଙ୍କ ସହାୟତା, ଶରୀର ସୁସ୍ଥ, ଯାନବାହନ କ୍ରୟ, ସ୍ବାଦିଷ୍ଠ ଭୋଜନ, ହସ୍ତା ନକ୍ଷତ୍ର- ସତର୍କ ରୁହନ୍ତୁ, ଶୁଭରଙ୍ଗ-ସବୁଜ, ସଂଖ୍ୟା-୧୨, ଆରାଧନା- ଲକ୍ଷ୍ମୀନୃସିଂହ।
ତୁଳା: ଚିନ୍ତା ବୃଦ୍ଧି, ଅର୍ଥ ସମସ୍ୟା, ଆଶାେର ବିଫଳ, ଶରୀର ସୁସ୍ଥ, ନୂତନ କର୍ମେ ଖୁସି, ଦୂରଯାତ୍ରା, ବନ୍ଧୁ ସହାୟତା, ଦାମ୍ପତ୍ୟ ଖୁସି, ବିଦ୍ୟାରେ ସଫଳତା, ବିଶାଖା ନକ୍ଷତ୍ର- ସତର୍କ ରୁହନ୍ତୁ, ଶୁଭରଙ୍ଗ-ସଫେଦ, ସଂଖ୍ୟା-୬, ଆରାଧନା- ଶଙ୍କର ଭଗବାନ।
ବିଛା: ବନ୍ଧୁମିଳନ, ବ୍ୟବସାୟରେ ଲାଭ, ଶୁଭଖବର, ଅର୍ଥ ସମସ୍ୟା ସମାଧାନ, ପରିବହନ କ୍ଷେତ୍ର ଲାଭ, ବନ୍ଧୁଲାଭ, ପୁରୁଣା ମାମଲା ସମାଧାନ, ଅନୁଷ୍ଠାନରୁ ଲାଭ, ଭୂସମ୍ପତ୍ତି  ଲାଭ, ଦ୍ରବ୍ୟ ଲାଭ, ଜ୍ୟେଷ୍ଠା ନକ୍ଷତ୍ର ସତର୍କ ରୁହନ୍ତୁ, ଶୁଭରଙ୍ଗ- ହଳଦୀ, ସଂଖ୍ୟା-୯, ଆରାଧନା- ପ୍ରଭୁ ଜଗନ୍ନାଥ।
ଧନୁ: ଶୁଭକାର୍ଯ୍ୟରେ ଧନଖର୍ଚ୍ଚ, ଲୋକସମ୍ପର୍କରେ ଉନ୍ନତି, ବହୁ ପରିଶ୍ରମ, ଲାଭ କମ୍‌, ଶରୀର ଅସୁସ୍ଥ, ବିଶିଷ୍ଠ ବ୍ୟକ୍ତିଙ୍କ ସହାୟତା, ନ୍ୟାୟିକ ବ୍ୟବସ୍ଥାରେ ଖୁସି, କର୍ମକ୍ଷେତ୍ରେ ସମ୍ମାନଲାଭ, ପୂର୍ବାଷାଢ଼ା ନକ୍ଷତ୍ର ସତର୍କ ରୁହନ୍ତୁ, ଶୁଭରଙ୍ଗ-ହଳଦୀ, ସଂଖ୍ୟା-୯,  ଆରାଧନା- ରାଧାକୃଷ୍ଣ।
ମକର:  ବନ୍ଧୁ ସହଯୋଗ, ବ୍ୟବସାୟରେ ଲାଭ, ସ୍ବାସ୍ଥ୍ୟରେ ଉନ୍ନତି, ସୁସମାଚାର, କର୍ମରେ ସଫଳ, କିଛି କାର୍ଯ୍ୟରେ ବିରୋଧ, ଲୋକସମ୍ପର୍କ ବୃଦ୍ଧି, ଶତ୍ରୁ ରହିବେ, ଦାମ୍ପତ୍ୟ କଳହ, ପିଲାଙ୍କ ଖୁସି, ଧନିଷ୍ଠା ନକ୍ଷତ୍ର ସତର୍କ ରୁହନ୍ତୁ, ଶୁଭରଙ୍ଗ- କଳା, ସଂଖ୍ୟା-୪, ଆରାଧନା- ମା’ ଦକ୍ଷିଣକାଳୀ।
କୁମ୍ଭ: ‌ପଦୋନ୍ନତି, କର୍ମକ୍ଷେତ୍ରେ ଖୁସି, ଆଶା ସଫଳ, ଦୂରଯାତ୍ରାରେ ଲାଭ, ବନ୍ଧୁସହଯୋଗ, ଶତ୍ରୁ ସମସ୍ୟା ସମାଧାନ, ଶତଭିଷା ନକ୍ଷତ୍ର ସତର୍କ ରୁହନ୍ତୁ, ଶୁଭରଙ୍ଗ-ବାଇଗଣି, ସଂଖ୍ୟା-୯, ଆରାଧନା- ଭଗବାନ ଶଙ୍କର।
ମୀନ: ଗୁରୁଜନଙ୍କ କୃପା, ବ୍ୟବସାୟରେ ଲାଭ, ବିଦେଶ ଯାତ୍ରା, ଅନୁଷ୍ଠାନରୁ ଲାଭ, ବନ୍ଧୁ ସହଯୋଗ, ସ୍ବାସ୍ଥ୍ୟ ସମସ୍ୟା, ଉଚ୍ଚ ସମ୍ମାନ, ଶତ୍ରୁ ପରାଭବ, ଉତ୍ସବ ପ୍ରତି ବିମୁଖ, ସ୍ବାସ୍ଥ୍ୟ ଲାଭ, ଭୂମିବାହାନ ଲାଭ, ଅଧିକ ଖର୍ଚ୍ଚ  ଉତ୍ତରାଭାଦ୍ର ନକ୍ଷତ୍ର- ସତର୍କ ରୁହନ୍ତୁ, ଶୁଭରଙ୍ଗ- ଧଳା, ସଂଖ୍ୟା-୬, ଆରାଧନା- ପ୍ରଭୁ ହନୁମାନ।

Tags: