୨୦.୩.୨୦୨୬, ଶୁକ୍ରବାର

ଚୈତ୍ରମାସ କୃଷ୍ଣପକ୍ଷ ଦ୍ବିତୀୟା 

୨୦.୩.୨୦୨୬, ଶୁକ୍ରବାର
Ipsita Picture
By: Ipsita
Published On


ମେଷ: ବ୍ୟବସାୟରେ ଉନ୍ନତି, ଶୁଭଖବର, ଶତ୍ରୁ ପରାଜିତ, ଅନୁଷ୍ଠାନରୁ ଲାଭ, ଦ୍ରବ୍ୟପ୍ରାପ୍ତି, ବନ୍ଧୁଲାଭ, ଭୂସମ୍ପତ୍ତିଲାଭ, ସମ୍ମାନଲାଭ, ସନ୍ତାନସୁଖ, ଭରଣୀ ନକ୍ଷତ୍ର- ସତର୍କ ରୁହନ୍ତୁ, ଶୁଭରଙ୍ଗ- ଧଳା, ସଂଖ୍ୟା-୧୨, ଆରାଧନା- ମା ଭଗବତୀ।
ବୃଷ: କାର୍ଯ୍ୟରେ ଅସନ୍ତୁଷ୍ଟ, ବିଶିଷ୍ଟ ବ୍ୟକ୍ତିଙ୍କ ସହଯୋଗ, ଶରୀର ସୁସ୍ଥ, ବ୍ୟବସାୟରେ ସ୍ବଳ୍ପ ଲାଭ, ଦୂରଯାତ୍ରା, ମନସ୍ତାପ, ବନ୍ଧୁସାହାଯ୍ୟ, ସମ୍ପତ୍ତିବିବାଦ, ବିଦ୍ୟାରେ ଅସଫଳ,  ମୃଗଶିରା ନକ୍ଷତ୍ର- ସତର୍କ ରୁହନ୍ତୁ, ଶୁଭରଙ୍ଗ-ସବୁଜ, ସଂଖ୍ୟା-୮, ଆରାଧନା- ମହାଲକ୍ଷ୍ମୀ।
ମିଥୁନ: ଯାତ୍ରାରେ ଶୁଭ, ଲୋକସମ୍ପର୍କ ବୃଦ୍ଧି, କର୍ମକ୍ଷେତ୍ରେ ଶାନ୍ତି, ଉଚ୍ଚଆଶାରେ ଲାଭ, ମାନସିକ ଶାନ୍ତି, ଅର୍ଥଲାଭ, ଦ୍ରବ୍ୟପ୍ରାପ୍ତି, ସୁସମାଚାର, ମାମଲା ସମାଧାନ,  ପୁନର୍ବସୁ ନକ୍ଷତ୍ର- ସତର୍କ ରୁହନ୍ତୁ, ଶୁଭରଙ୍ଗ- ପିଙ୍କ, ସଂଖ୍ୟା-୭, ଆରାଧନା- ପ୍ରଭୁ ଗଣେଶ।
କର୍କଟ: ବନ୍ଧୁମିଳନ, ସମ୍ପତ୍ତିଲାଭ, ନୂତନ କାର୍ଯ୍ୟରେ ଖୁସି, ଶରୀର ସୁସ୍ଥ, ବିବାଦ ସମାଧାନ, କର୍ମକ୍ଷେତ୍ରେ ଅଳ୍ପ ଅଶାନ୍ତି, ଅଶ୍ଳେଷା ନକ୍ଷତ୍ର- ସତର୍କ ରୁହନ୍ତୁ, ଶୁଭରଙ୍ଗ- ଧଳା, ସଂଖ୍ୟା-୯, ଆରାଧନା- ପ୍ରଭୁ ହନୁମାନ।
ସିଂହ: ବନ୍ଧୁସାହାଯ୍ୟ, କର୍ମରେ ସଫଳ, ସ୍ବାସ୍ଥ୍ୟଲାଭ, ଅର୍ଥଲାଭ, ସ୍ବଜନେ ବିରୋଧ, ବ୍ୟବସାୟିକ କଷ୍ଟ, ସନ୍ତାନ ସମସ୍ୟା,  ଉତ୍ତରା ଫାଲଗୁନି ନକ୍ଷତ୍ର- ସତର୍କ ରୁହନ୍ତୁ, ଶୁଭରଙ୍ଗ-ସିଲଭର, ସଂଖ୍ୟା-୬, ଆରାଧନା- ମା ବିମଳା।
କନ୍ୟା:   ଶରୀର ଅସୁସ୍ଥ, କାର୍ଯ୍ୟରେ ବିଳମ୍ବ, ଅର୍ଥ ସମସ୍ୟା, ବ୍ୟବସାୟରେ ସ୍ବଳ୍ପ ଲାଭ, ପୁରାତନ ବିବାଦ, ବିଦ୍ୟାରେ ସଫଳ,  ଚିତ୍ରା ନକ୍ଷତ୍ର- ସତର୍କ ରୁହନ୍ତୁ, ଶୁଭରଙ୍ଗ- ଗୋଲାପି, ସଂଖ୍ୟା-୩, ଆରାଧନା- ମା ବଗଳାମୁଖୀ।
ତୁଳା:  ମାନସିକ ଶାନ୍ତି, ବନ୍ଧୁସାହାଯ୍ୟ, ଅର୍ଥଲାଭ, ଶୁଭସମାଚାର, ଲୋକସମ୍ପର୍କେ ବାଧା,  ଆଶା ସଫଳ, ଶରୀର ସୁସ୍ଥ, ସନ୍ତାନଖୁସି, ବିଶିଷ୍ଟ ବ୍ୟକ୍ତିଙ୍କ ସହାୟତା, ବିଶାଖା ନକ୍ଷତ୍ର- ସତର୍କ ରୁହନ୍ତୁ, ଶୁଭରଙ୍ଗ- ଧଳା, ସଂଖ୍ୟା-୧୦, ଆରାଧନା- ଶଙ୍କର ଭଗବାନ।
ବିଛା: ସ୍ବାସ୍ଥ୍ୟରେ ଉନ୍ନତି, ସୁସମ୍ପର୍କ, ସମ୍ପତ୍ତିଲାଭ, ଶୁଭଖବର, କାର୍ଯ୍ୟବ୍ୟସ୍ଥତା, ଅର୍ଥଳାଭ, ବିବାଦ ସମାଧାନ, ବନ୍ଧୁ ସହଯୋଗ, ସ୍ବାଦିଷ୍ଠ ଭୋଜନ, ବିଦ୍ୟାର ଲାଭ, ଜ୍ୟେଷ୍ଠା ନକ୍ଷତ୍ର- ସତର୍କ ରୁହନ୍ତୁ, ଶୁଭରଙ୍ଗ- ହଳଦି, ସଂଖ୍ୟା-୯, ଆରାଧନା-ପ୍ରଭୁ ଜଗନ୍ନାଥ।
ଧନୁ: ସମ୍ମାନ ବୃଦ୍ଧି, ବ୍ୟବସାୟରେ ଲାଭ, କର୍ମରେ ଆନନ୍ଦ, ଶରୀର କଷ୍ଟ, ଶୁଭକାର୍ଯ୍ୟ ବିଳମ୍ବ, ସହକର୍ମୀଙ୍କ ସହ ମତଭେଦ, ଦ୍ରବ୍ୟଲାଭ, ଦାମ୍ପତ୍ୟ ସୁଖ, ପୁରାତନ କାର୍ଯ୍ୟ ପ୍ରତି ଆଶକ୍ତ, ପୂର୍ବାଷାଢ଼ା ନକ୍ଷତ୍ର- ସତର୍କ ରୁହନ୍ତୁ, ଶୁଭରଙ୍ଗ- ଗୋଲାପି, ସଂଖ୍ୟା-୮, ଆରାଧନା- ମା ଦକ୍ଷିଣକାଳୀ।
ମକର: ରାଜଦଣ୍ଡଭୟ, ଶତ୍ରୁ ସମସ୍ୟା, ଆଶାରେ ବାଧା, ଲୋକସମ୍ପର୍କ ବୃଦ୍ଧି, ଦ୍ରବ୍ୟନଷ୍ଟ, ବ୍ୟକ୍ତିସହାୟତା, ବନ୍ଧୁଲାଭ, ଶରୀର ସୁସ୍ଥ, ଦୂରଯାତ୍ରା, କିଛି କାର୍ଯ୍ୟରେ ବିବାଦ, ଧନିଷ୍ଠା ନକ୍ଷତ୍ର- ସତର୍କ ରୁହନ୍ତୁ, ଶୁଭରଙ୍ଗ- କଳା, ସଂଖ୍ୟା-୬, ଆରାଧନା- ମା କାଳୀ।
କୁମ୍ଭ: କାର୍ଯ୍ୟ ସଫଳ ଅର୍ଥଲାଭ, ଦାମ୍ପତ୍ୟ ସୁଖ, ବନ୍ଧୁ ସାହାଯ୍ୟ, ଦୂରଯାତ୍ରାରେ ସତର୍କ, ସମ୍ପତ୍ତି ବିବାଦ, ବ୍ୟକ୍ତି ସହାୟତା, ଶୁଭଖବର, ସ୍ବାସ୍ଥ୍ୟଲାଭ, ଧର୍ମକାର୍ଯ୍ୟରେ ଅାନନ୍ଦ, ସ୍ବାଦିଷ୍ଠ ଭୋଜନ ପ୍ରାପ୍ତି, ପୂର୍ଭାଭାଦ୍ର ନକ୍ଷତ୍ର- ସତର୍କ ରୁହନ୍ତୁ, ଶୁଭରଙ୍ଗ- ବାଇଗଣୀ, ସଂଖ୍ୟା-୮, ଆରାଧନା- ପ୍ରଭୁ ରାଧାବଲ୍ଲଭ ସରକାର।
ମୀନ: ଶୁଭଖବର, ବ୍ୟବସାୟରେ ସ୍ବଳ୍ପ ଲାଭ, ଦ୍ରବ୍ୟ ପ୍ରାପ୍ତି, ସମ୍ମାନପ୍ରାପ୍ତି, ବାକି କାର୍ଯ୍ୟରେ ଲାଭ, ସମ୍ପତ୍ତିଲାଭ, ବିବାଦ ସମାଧାନ, ଉଚ୍ଚଆଶାରେ ବିଫଳ, ସନ୍ତାନସମସ୍ୟା, ହଠାତ୍ ଅର୍ଥଲାଭ, ରେବତୀ ନକ୍ଷତ୍ର- ସତର୍କ ରୁହନ୍ତୁ, ଶୁଭରଙ୍ଗ- ଧଳା, ସଂଖ୍ୟା-୧୧, ଆରାଧନା- ମା’ ଲକ୍ଷ୍ମୀ।

Tags: