୧୫.୩.୨୦୨୬, ରବିବାର

ଚୈତ୍ରମାସ କୃଷ୍ଣପକ୍ଷ ଏକାଦଶୀ

୧୫.୩.୨୦୨୬, ରବିବାର
Ipsita Picture
By: Ipsita



ମେଷ: ଧନଲାଭ, କାର୍ଯ୍ୟରେ ସଫଳ, ସମ୍ମାନ ବୃଦ୍ଧି, ଶୁଭ ଖବର, ପାରିବାରିକ ସହଯୋଗ, ଭୂସମ୍ପତ୍ତି ଲାଭ, ଦୂରଯାତ୍ରା, ଶରୀରିକ ସୁସ୍ଥତା, ନୂତନ ନିଯୁକ୍ତି, ଶତ୍ରୁ ପରାଜିତ, ଅର୍ଥ ଲାଭ। ଅଶ୍ବିନ ନକ୍ଷତ୍ର- ସତର୍କ ରୁହନ୍ତୁ, ଶୁଭରଙ୍ଗ- ଧଳା, ସଂଖ୍ୟା-୧୧, ଆରାଧନା- ମହାଲକ୍ଷ୍ମୀ।
ବୃଷ: ସମ୍ମାନ ଲାଭ, ବ୍ୟବସାୟରେ ସ୍ବଳ୍ପ ଲାଭ, ଶୁଭ ଖବର, ଆଶାରେ ବିଳମ୍ବ, ଶାରୀରିକ ସୁସ୍ଥତା, ଗୃହେ ଉତ୍ସବ, ଦେବକାର୍ଯ୍ୟରେ ସଫଳ, ଶତ୍ରୁ ସମସ୍ୟା, ସମ୍ପତ୍ତି ଚିନ୍ତା, ବିଦ୍ୟାରେ ସଫଳତା।  କୃତ୍ତିକା ନକ୍ଷତ୍ର- ସତର୍କ ରୁହନ୍ତୁ, ଶୁଭରଙ୍ଗ- ସବୁଜ, ସଂଖ୍ୟା-୧୦, ଆରାଧନା- ଭଗବାନ ବିଷ୍ଣୁ।
ମିଥୁନ: ଗୃହେ ଉତ୍ସବ, ଅର୍ଥ ସମସ୍ୟା, ଶାରୀରିକ ସୁସ୍ଥତା, ମାନସିକ ଅଶାନ୍ତି, ଦାମ୍ପତ୍ୟ କଳହ, ବ୍ୟବସାୟରେ ସ୍ବଳ୍ପ ଲାଭ, ଦୂର ଯାତ୍ରା, ବନ୍ଧୁ ଲାଭ, ଅତିଥି ଚର୍ଚ୍ଚା, ସମ୍ମାନ ହାନି, ଗୃହେ  ସମସ୍ୟା୤ ମୃଗଶିରା ନକ୍ଷତ୍ର- ସତର୍କ ରୁହନ୍ତୁ, ଶୁଭରଙ୍ଗ- ଧଳା, ସଂଖ୍ୟା-୯, ଆରାଧନା- ମା’ ମଙ୍ଗଳା।
କର୍କଟ: ଧନବ୍ୟୟ, ମନସ୍ତାପ, ଶାରୀରିକ ସମସ୍ୟା, ଦ୍ରବ୍ୟ ନଷ୍ଟ, ବିଶିଷ୍ଟ କାର୍ଯ୍ୟରେ ଲାଭ, ନୂତନ କର୍ମାରମ୍ଭ, ସ୍ବଜନ ବିରୋଧ, ଜମିଜମା ଗଣ୍ଡଗୋଳ, ଗାଡ଼ି ଚାଳନାରେ ସାବଧାନ, ଆଳସ୍ୟଭାବ। ପୁନର୍ବସୁ ନକ୍ଷତ୍ର- ସତର୍କ ରୁହନ୍ତୁ, ଶୁଭରଙ୍ଗ- ନାଲି, ସଂଖ୍ୟା-୮, ଆରାଧନା- ମା’ ବଗଳାମୁଖୀ।
ସିଂହ: ଦ୍ରବ୍ୟ ଲାଭ, ଆଶା ସଫଳ, ସମ୍ମାନ ପ୍ରାପ୍ତି, ସମସ୍ୟା ମୁକ୍ତ, ନୂତନ କାର୍ଯ୍ୟରେ ଲାଭ, ଶୁଭ ଖବର, ଗୃହେ ଉତ୍ସବ, କର୍ମକ୍ଷେତ୍ରରେ ଲାଭ, ଶାରୀରିକ ସୁସ୍ଥତା, ଶତ୍ରୁ ପରାଜିତ, ଦାମ୍ପତ୍ୟ ସୁଖ। ମଘା ନକ୍ଷତ୍ର- ସତର୍କ ରୁହନ୍ତୁ, ଶୁଭରଙ୍ଗ- ଧଳା, ସଂଖ୍ୟା-୭, ଆରାଧନା- ଭଗବତୀ।
କନ୍ୟା: ମାନସମ୍ମାନ ବୃଦ୍ଧି, ଆର୍ଥିକ ଖୁସି, ସମ୍ପତ୍ତି ଲାଭ, ଦ୍ରବ୍ୟ ପ୍ରାପ୍ତି, ଗୃହେ ଜଞ୍ଜାଳ ବୃଦ୍ଧି, ଭ୍ରାତୃଭଗ୍ନିଙ୍କ ସମସ୍ୟା, ଶାରୀରିକ ସୁସ୍ଥତା, ସନ୍ତାନ ଲାଭ, କର୍ମ କ୍ଷେତ୍ରରେ ଲାଭ, ଯାତ୍ରାରେ ସଫଳତା। ଉତ୍ତରାଷାଢ଼ା ନକ୍ଷତ୍ର- ସତର୍କ ରୁହନ୍ତୁ, ଶୁଭରଙ୍ଗ- ଅାକାଶୀ, ସଂଖ୍ୟା-୯, ଆରାଧନା- ଉମା ମହେଶ।
ତୁଳା: ବାନ୍ଧବୀ କଷ୍ଟ, ଶତ୍ରୁ ସମସ୍ୟା, ଆଶାରେ ବାଧା, ମାନସିକ କ୍ଳେଶ, ଗୃହେ ଶୁଭ ଆଲୋଚନା, ବ୍ୟବସାୟିକ ଲାଭ, ଶୁଭକାର୍ଯ୍ୟରେ ଶାନ୍ତି, ଶାରୀରିକ ସୁସ୍ଥତା, ବନ୍ଧୁ ସାହାଯ୍ୟ, ନୂତନ କର୍ମାରମ୍ଭ। ଚିତ୍ରା ନକ୍ଷତ୍ର- ସତର୍କ ରୁହନ୍ତୁ, ଶୁଭରଙ୍ଗ- ନୀଳ, ସଂଖ୍ୟା-୮, ଆରାଧନା- ଶଙ୍କର ଭଗବାନ।
ବିଛା: କାର୍ଯ୍ୟରେ ଅସନ୍ତୋଷ, ଶୁଭ ଖବରରେ ବିଳମ୍ବ, ଶତ୍ରୁ ବୃଦ୍ଧି, ଯାତ୍ରାରେ କଷ୍ଟ, ଶରୀରିକ ସୁସ୍ଥତା, ସମ୍ମାନ ବୃଦ୍ଧି, ଦ୍ରବ୍ୟ ନଷ୍ଟ, ବିଶିଷ୍ଟ ବ୍ୟକ୍ତିଙ୍କ ସହଯୋଗ, ବାକିଧନ ପ୍ରାପ୍ତି, ନୂତନ କାର୍ଯ୍ୟରେ ଲାଭ। ବିଶାଖା ନକ୍ଷତ୍ର- ସତର୍କ ରୁହନ୍ତୁ, ଶୁଭରଙ୍ଗ- ଖଇରୀ, ସଂଖ୍ୟା-୪, ଆରାଧନା- ପ୍ରଭୁ ଜଗନ୍ନାଥ।
ଧନୁ: ଆୟ ବୃଦ୍ଧି, ବନ୍ଧୁ ଦର୍ଶନ, ଦେବ କାର୍ଯ୍ୟରେ ସନ୍ତୋଷ, ଶତ୍ରୁ ପରାଜିତ, ଦ୍ରବ୍ୟ ଲାଭ, ଦୂର ଯାତ୍ରାରେ ଲାଭ, ଭ୍ରାତୃ ସ୍ନେହ, ପାରିବାରିକ ସହଯୋଗ, ମାମଲା ସମାଧାନ, କର୍ମକ୍ଷେତ୍ରରେ ଶାନ୍ତି ମୂଳା ନକ୍ଷତ୍ର- ସତର୍କ ରୁହନ୍ତୁ, ଶୁଭରଙ୍ଗ- ହଳଦୀ, ସଂଖ୍ୟା-୧୦, ଆରାଧନା- ପ୍ରଭୁ ଲୋକନାଥ।
ମକର: ସୁସମ୍ବାଦ, ଅତିଥି ଚର୍ଚ୍ଚା, ସମ୍ମାନ ପ୍ରାପ୍ତି, ଅର୍ଥ ସମସ୍ୟା, ପାରିବାରିକ କଳହ, ଦାମ୍ପତ୍ୟ ଖୁସି, ଭୋଜନରେ ବିଳମ୍ବ, ତୀର୍ଥ ଯାତ୍ରା, ଦ୍ରବ୍ୟ ଲାଭ, କ୍ରୟ ବିକ୍ରୟ, ପଦବୀ ଲାଭ, ପୁରାତନ ବିବାଦ  ଉତ୍ତରାଷାଢ଼ା ନକ୍ଷତ୍ର- ସତର୍କ ରୁହନ୍ତୁ, ଶୁଭରଙ୍ଗ- ନୀଳ ସଂଖ୍ୟା-୭, ଆରାଧନା- ମା’ ଲକ୍ଷ୍ମୀ।
କୁମ୍ଭ: ଆଭୁଷଣ ପ୍ରାପ୍ତି, ମାନସିକ ଶାନ୍ତି, ଶୁଭ କାର୍ଯ୍ୟରେ ଆଗ୍ରହ, ପାରିବାରିକ ଶତ୍ରୁତା, ବ୍ୟକ୍ତି ସହାତୟା, ରାଜସମ୍ମାନ ଯୋଗ, ସମ୍ପତ୍ତି ଲାଭ, ମାମଲାର ସମାଧାନ, ଉଚ୍ଚ ଆଶା ପୂର୍ଣ୍ଣ ଧନିଷ୍ଟା ନକ୍ଷତ୍ର- ସତର୍କ ରୁହନ୍ତୁ, ଶୁଭରଙ୍ଗ- ସବୁଜ, ସଂଖ୍ୟା-୫, ଆରାଧନା- ମା’ କିଚେକୀଶ୍ବରୀ।
ମୀନ: ମନସ୍ତାପ, କାର୍ଯ୍ୟ ବିଫଳ, ଦାମ୍ପତ୍ୟ ଖୁସି, ପିଲାଙ୍କ ସମସ୍ୟା, ସମ୍ପର୍କରେ ବାଧା, ଆର୍ଥିକ ଲାଭ, ବ୍ୟବସାୟରେ ସ୍ବଳ୍ପ ଲାଭ, ଅତିଥି ଚର୍ଚ୍ଚା, ଶାରୀରିକ ସୁସ୍ଥତା ପୂର୍ବଭାଦ୍ର ନକ୍ଷତ୍ର- ସତର୍କ ରୁହନ୍ତୁ, ଶୁଭରଙ୍ଗ- ନାଲି, ସଂଖ୍ୟା-୩, ଆରାଧନା- ମା’ ଜଗଦ୍ଧାତ୍ରୀ।

ସମ୍ବନ୍ଧିତ ଖବର ୨ ଟି ଦୁର୍ଘଟଣାରେ ୭ ମୃତ ୨ ଆହତ

ପଣ୍ଡିତ- ସତ୍ୟଶିବ ନନ୍ଦ (ଜ୍ୟୋତିଷ ଭାସ୍କର ଓ କର୍ମକାଣ୍ଡ ସୌରଭ)

ସମ୍ବନ୍ଧିତ ଖବର ଏପ୍ରିଲରେ ୮ରେ ଦଳ ର ନୂଆ ନାଁ ଘୋଷଣା କରିବେ ମୋକିମ

ମୋ:୮୯୧୭୨୮୪୩୩୮

ସମ୍ବନ୍ଧିତ ଖବର ବିଚାରଗତ ଭ୍ରାନ୍ତି ଦୂର କରି ମାତୃଶକ୍ତିର ସଶକ୍ତିକରଣ ସମୟର ଆହ୍ୱାନ - ଧର୍ମେନ୍ଦ୍ର ପ୍ରଧାନ

Tags: