୨୮.୨.୨୦୨୬ ଶନିବାର 

ଫାଲଗୁନ ଶୁକ୍ଳପକ୍ଷ, ଦ୍ବାଦଶୀ

 ୨୮.୨.୨୦୨୬ ଶନିବାର 
Ipsita Picture
By: Ipsita


ମେଷ- କର୍ମରେ ବାଧାବିଘ୍ନ, ଅର୍ଥସମସ୍ୟା, ବନ୍ଧୁଦର୍ଶନ, ଆକସ୍ମିକ ଧନଲାଭ, ଶରୀର ସୁସ୍ଥ,ବିଦ୍ୟାରେ ଉନ୍ନତି, ଭରଣୀ ନକ୍ଷତ୍ର ସତର୍କ ରୁହନ୍ତୁ, ଶୁଭରଙ୍ଗ-ନାଲି, ସଂଖ୍ୟା-୫,  ଆରାଧନା- ଭଗବାନ ବିଷ୍ଣୁ।
ବୃଷ- ଯାତ୍ରାରେ ଖୁସି, ଅର୍ଥଲାଭ, ଉଚ୍ଚଆଶାରେ ଖୁସି, ବ୍ୟବସାୟରେ ଉନ୍ନତି, କର୍ମକ୍ଷେତ୍ରେ ଉଚ୍ଚ ପ୍ରଶଂସା, ଶତ୍ରୁ ପରାଜିତ, ପାରିବାରିକ ସହଯୋଗ, ରୋହିଣୀ ନକ୍ଷତ୍ର ସତର୍କ ରୁହନ୍ତୁ, ଶୁଭରଙ୍ଗ-ଧଳା, ସଂଖ୍ୟା-୩, ଆରାଧନା- ଭଗବାନ ଶିବ।
ମିଥୁନ- ଶରୀର ଅସୁସ୍ଥ, ଶୁଭଖବର, ସମ୍ମାନ ବୃଦ୍ଧି, ପାରିବାରିକ ଜଞ୍ଜାଳ,ଦୂରଯାତ୍ରା, ଗାଳିଚାଳନାରେ ସାବଧାନ, ଶତ୍ରୁ ପରାଜିତ, ବ୍ୟବସାୟରେ ସ୍ବଳ୍ପ ଲାଭ,ଆଶା ଫଳବତୀ, ଆଦ୍ରା ନକ୍ଷତ୍ର ସତର୍କ ରୁହନ୍ତୁ, ଶୁଭରଙ୍ଗ-ମେରୁନ,  ସଂଖ୍ୟା-୮,  ଆରାଧନା- ମହାଲକ୍ଷ୍ମୀ।
କର୍କଟ- ଯାତ୍ରା ଶୁଭପ୍ରଦ, ତୀର୍ଥାଟନ, ବ୍ୟବସାୟରେ ସାମାନ୍ୟ ଲାଭ, ଦୂରଯାତ୍ରା, ଶତ୍ରୁ ପରାଜିତ, ଭୂସମ୍ପତ୍ତି ଲାଭ, ମୋକଦ୍ଦମାରେ ବିଜୟ, ଅଶ୍ଳେଷା ନକ୍ଷତ୍ର ସତର୍କ ରୁହନ୍ତୁ,  ଶୁଭରଙ୍ଗ-ଗୋଲଡ଼େନ, ସଂଖ୍ୟା-୧୦,  ଆରାଧନା- ମା ମଙ୍ଗଳା।
ସିଂହ- ବନ୍ଧୁ ମିଳନ, ସୁମିଷ୍ଠ ପ୍ରାପ୍ତି, ସମସ ସମାଧାନ, ନୂତନ ଦ୍ରବ୍ୟ ପ୍ରାପ୍ତି, ଶତ୍ରୁ ପରାଜିତ, ବ୍ୟବସାୟିକ ଖୁସି, ଶରୀର ସୁସ୍ଥ, ବିଦ୍ୟାରେ ଉନ୍ନତି, ପୂର୍ବାଫାଲଗୁନି ନକ୍ଷତ୍ର ସତର୍କ ରୁହନ୍ତୁ, ଶୁଭରଙ୍ଗ-ଧଳା, ସଂଖ୍ୟା-୪, ଆରାଧନା- ପ୍ରଭୁ ରାଧାବଲ୍ଲଭ।
କନ୍ୟା- ଈଶ୍ବରଭକ୍ତି, ମାନସିକ ଆଘାତ, ବ୍ୟବସାୟରେ ଶତ୍ରୁତା, ଅର୍ଥଖର୍ଚ୍ଚ, ଦୂରଯାତ୍ରା, ଶତ୍ରୁକଷ୍ଟ, ବିଦ୍ୟାରେ ସଫଳତା, କିଛି କାର୍ଯ୍ୟରେ ବିରୋଧ, ହସ୍ତା ନକ୍ଷତ୍ର ସତର୍କ ରୁହନ୍ତୁ, ଶୁଭରଙ୍ଗ-କଫି, ସଂଖ୍ୟା-୭,  ଆରାଧନା- ମା ଭଗବତୀ।
ତୁଳା- ମାନସିକ ଅଶାନ୍ତି, ବନ୍ଧୁ ବିରୋଧ, ଉଚ୍ଚଆଶାରେ ବିଫଳ, ଅର୍ଥ ସମସ୍ୟା, ଋଣଯୋଗ, ଯାନ୍ତ୍ରିକ ତ୍ରୁଟି, ବ୍ୟବସାୟରେ ସ୍ବଳ୍ପ ଲାଭ, ସ୍ବାତୀ ନକ୍ଷତ୍ର ସତର୍କ ରୁହନ୍ତୁ, ଶୁଭରଙ୍ଗ-ମେରୁନ, ସଂଖ୍ୟା-୯,  ଆରାଧନା- ଶଙ୍କର ଭଗବାନ।
ବିଛା-  ବ୍ୟବସାୟରେ ଉନ୍ନତି, ଶତ୍ରୁ ପରାଜିତ, ଶରୀର ସୁସ୍ଥ, ଲାଭ ଅଧିକାଂଶ ଖବରରେ ଖୁସି, ସୁସମ୍ପର୍କ, ପିଲାଙ୍କ ଚିନ୍ତା,  ଜ୍ୟେଷ୍ଠା ନକ୍ଷତ୍ର ସତର୍କ ରୁହନ୍ତୁ, ଶୁଭରଙ୍ଗ-ହଳଦୀ, ସଂଖ୍ୟା-୨, ଆରାଧନା-ପ୍ରଭୁ ଜଗନ୍ନାଥ।
ଧନୁ-  ‌ପରିବାର ସହଯୋଗ, ବ୍ୟବସାୟରେ କଷ୍ଟ, ଶତ୍ରୁ ବୃଦ୍ଧି, ହଠାତ୍ ଦୂରଯାତ୍ରା, ଶରୀର ସୁସ୍ଥ, ବିଦ୍ୟାରେ ସଫଳତା, ପୂର୍ବାଷାଢ଼ା ନକ୍ଷତ୍ର ସତର୍କ ରୁହନ୍ତୁ, ଶୁଭରଙ୍ଗ-ମେରୁନ,  ସଂଖ୍ୟା-୯,  ଆରାଧନା-ପିତାମାତାଙ୍କ ସେବା।
ମକର- ଶରୀର ଅସୁସ୍ଥ, ନୂତନ କର୍ମପ୍ରତି ଆଗ୍ରହ, ଶୁଭକାର୍ଯ୍ୟରେ ଶତ୍ରୁତା, କଚେରି ମାମଲାର ସମାଧାନ, କର୍ମକ୍ଷେତ୍ରରେ  ପ୍ରଶଂସା, ନୂତନ ଜମି ଲାଭ, ବିଦ୍ୟାରେ ସଫଳତା, ଶ୍ରବଣା ନକ୍ଷତ୍ର ସତର୍କ ରୁହନ୍ତୁ, ଶୁଭରଙ୍ଗ-ନୀଳ, ସଂଖ୍ୟା-୧,  ଆରାଧନା- ଲକ୍ଷ୍ମୀ ନାରାୟଣ।
କୁମ୍ଭ- ବ୍ୟୟ ବୃଦ୍ଧି, ବ୍ୟବସାୟରେ ଶତ୍ରୁତା, ଉଚ୍ଚଆଶାରେ ବିଳମ୍ବ, ଗାଡ଼ିଚାଳନାରେ ସାବଧାନ, ଶରୀର ସୁସ୍ଥ, ଶତ୍ରୁକଷ୍ଠ, ଦୂରାଯାତ୍ରା, ଶତଭିଷା ନକ୍ଷତ୍ର ସତର୍କ ରୁହନ୍ତୁ, ଶୁଭରଙ୍ଗ-ବାଇଗେଣି, ସଂଖ୍ୟା-୧୧, ଆରାଧନା-ମା ବଗଳାମୁଖୀ।
ମୀନ- ନୂତନ ଦ୍ରବ୍ୟଲାଭ, ଶରୀର ସୁସ୍ଥ, ଗୁରୁଜନଙ୍କ କୃପା, ବନ୍ଧୁ ସହଯୋଗ, ଶତ୍ରୁ ପରାଜିତ, ନୂତନ ବ୍ୟବସାୟ,  ଦୂରଯାତ୍ରା, ଝଗଡ଼ା ସମାଧାନ,  ଉତ୍ତରଭାଦ୍ର ନକ୍ଷତ୍ର ସତର୍କ ରୁହନ୍ତୁ, ଶୁଭରଙ୍ଗ-ଗୋଲାପି, ସଂଖ୍ୟା-୩ ଆରାଧନା-କୁବେର ଭଗବାନ।

ସମ୍ବନ୍ଧିତ ଖବର ସ୍ୱାଭାବିକ ହେଉନି ଗୃହ ,ସର୍ବଦଳୀୟ ବୈଠକ ଡକାଇଲେ ବାଚସ୍ପତି

Tags: