୨୨.୨.୨୦୨୬ ରବିବାର

ଫାଲଗୁନ ଶୁକ୍ଳପକ୍ଷ ପଞ୍ଚମୀ, 

୨୨.୨.୨୦୨୬ ରବିବାର
Ipsita Picture
By: Ipsita

 

ସମ୍ବନ୍ଧିତ ଖବର ଦିନ ଦି'ପହରେ ଗହଣା ଦୋକାନରୁ ଲୁଟ

ମେଷ - ବ୍ୟବସାୟରେ ଉନ୍ନତି, ଶୁଭଖବର, ଶତୃପରାଜିତ, ଅନୁଷ୍ଠାନରୁ ଲାଭ, ଶୁଭ ସମାଚାର,ଗୃହେ ଉତ୍ସବ, ଦ୍ରବ୍ୟପ୍ରାପ୍ତି, ବନ୍ଧୁଲାଭ, ସମ୍ପତ୍ତିଲାଭ, ସମ୍ମାନ ଲାଭ, ସନ୍ତାନ ଖୁସି, ଭରଣୀ ନକ୍ଷତ୍ର ସତର୍କ ରୁହନ୍ତୁ, ରଙ୍ଗ - ଧଳା, ସଂଖ୍ୟା - ୧୨, ଆରାଧନା - ମା ଭଗବତୀ ।

ସମ୍ବନ୍ଧିତ ଖବର ବିକଶିତ ଓଡିଶା ପାଇଁ ଆକ୍ସନ ପ୍ଲାନ,ମୁଖ୍ୟଶାସନ ସଚିବଙ୍କ ସମୀକ୍ଷା ବୈଠକ

ବୃଷ - କାର୍ଯ୍ୟେ ଅସନ୍ତୋଷ, ବିଶିଷ୍ଠ ବ୍ୟକ୍ତିଙ୍କ ସହଯୋଗ, ଶାରୀରିକ ସୁସ୍ଥ, ବ୍ୟବସାୟରେ ସ୍ବଳ୍ପଲାଭ, ଦୂରଯାତ୍ରା, ମନସ୍ତାପ, ବନ୍ଧୁ ସାହାଯ୍ୟ ଗୃହେ ଅଶାନ୍ତୁ, ସମ୍ମତ୍ତି ବିବାଦ, ମୃଗଶିରା ନକ୍ଷତ୍ର ସତର୍କ ରୁହନ୍ତୁ, ରଙ୍ଗ - ସବୁଜ, ସଂଖ୍ୟା - ୮, ଆରାଧନା - ମହା ଲକ୍ଷ୍ମୀ ।

ସମ୍ବନ୍ଧିତ ଖବର ବାଳ ସୁଧାର ଗୃହରୁ ୨ ନାବାଳକ ଅପରାଧୀ ଚମ୍ପଟ

ମିଥୁନ - ଯାତ୍ରାରେ ଶୁଭ, ଦେବକାର୍ଯ୍ୟେ ଆଗ୍ରହ, ଲୋକ ସମ୍ପର୍କ ବୃଦ୍ଧି, କର୍ମକ୍ଷେତ୍ରେ ଶାନ୍ତି, ବନ୍ଧୁ ସମସ୍ୟା, ଉଚ୍ଚ ଆଶାରେ ଲାଭ, ମାନସିକ ଶାନ୍ତି, ଅର୍ଥଲାଭ, ଦ୍ରବ୍ୟପ୍ରାପ୍ତି, ସୁସମାଚାର, ମାମଲା ସମାଧାନ, ପୂନର୍ବସୁ ନକ୍ଷତ୍ର ସତର୍କ ରୁହନ୍ତୁ, ରଙ୍ଗ - ପିଙ୍କ, ସଂଖ୍ୟା - ୭, ଆରାଧନା - ପ୍ରଭୁ ଗଣେଶ ।

 

କର୍କଟ - ବନ୍ଧୁ ମିଳନ, ସମ୍ପତ୍ତି ଲାଭ, ନୂତନକାର୍ଯ୍ୟେ ଖୁସି, ଗୃହେ ଉତ୍ସବ, ବ୍ୟବସାୟିକ ଖୁସି, ଶାରିରୀକ ସୁସ୍ଥ, ବିବାଦ ସମାଧାନ, କର୍ମକ୍ଷେତ୍ରେ ଅଳ୍ପ ଅଶାନ୍ତି, ଦେବକାର୍ଯ୍ୟେ ଲାଭ, ଶୁଭ ଖବର, ସନ୍ତାନ ଲାଭ, ଅଶ୍ଲେଷା ନକ୍ଷତ୍ର ସତର୍କ ରୁହନ୍ତୁ, ରଙ୍ଗ - ଧଳା, ସଂଖ୍ୟା - ୯, ଆରାଧନା - ପ୍ରଭୁ ହନୁମାନ ।

ସିଂହ - ବନ୍ଧୁ ସାହାଯ୍ୟ, କର୍ମେ ସଫଳ, କର୍ମେ ବିବାଦ, ପଦବୀ ସମସ୍ୟା, ସ୍ବାସ୍ଥ୍ୟ ଲାଭ, ଅର୍ଥ ଲାଭ,ଗୃହେ ଶୁଭ ଆଲୋଚନା, ସ୍ବଜନ ବିରୋଧ, ବ୍ୟବସାୟିକ କଷ୍ଟ, ଦାମ୍ପତ୍ୟ କଳହ, ସନ୍ତାନ ସମସ୍ୟା, ଉତ୍ତରା ଫାଲଗୁନି ନକ୍ଷତ୍ର ସତର୍କ ରୁହନ୍ତୁ, ରଙ୍ଗ - ସିଲଭର, ସଂଖ୍ୟା - ୬, ଆରାଧନା - ମା ବିମଳା ।

ତୁଳା  - ମାନସିକ ଶାନ୍ତି, ବନ୍ଧୁ ସାହାଯ୍ୟ, ଗୃହେ ସହଯୋଗ, ବିଶିଷ୍ଠ ବ୍ୟକ୍ତିଙ୍କ ସହାୟତା, ଖୁସି ରହିବେ, ବିଶାଖା ନକ୍ଷତ୍ର ସତର୍କ ରୁହନ୍ତୁ, ରଙ୍ଗ - ଧଳା, ସଂଖ୍ୟା - ୧୦୧୨, ଆରାଧନା - ଶଙ୍କର ଭଗବାନ ।

ବିଛା - ସ୍ବାସ୍ଥ୍ୟରେ ଉନ୍ନତି, ସୁସମ୍ପର୍କ, ସମ୍ପତ୍ତିଲାଭ, ଶୁଭଖବର, କାର୍ଯ୍ୟେବ୍ୟସ୍ଥତା,ଗୃହେ ଉତ୍ସବ, ଅତିଥିଲାଭ, ଅର୍ଥଲାଭ, ବିବାଦ ସମାଧାନ, ବନ୍ଧୁସହଯୋଗ, ସ୍ବାଦିଷ୍ଠ ଭୋଜନ, ସମ୍ମାନପ୍ରାପ୍ତି, ବିଦ୍ୟାରେ ଲାଭ, ଜ୍ୟେଷ୍ଠା ନକ୍ଷତ୍ର ସତର୍କ ରୁହନ୍ତୁ, ରଙ୍ଗ - ହଳଦୀ, ସଂଖ୍ୟା - ୯, ଆରାଧନା - ପ୍ରଭୁ ଜଗନ୍ନାଥ ।

ଧନୁ -  ସମ୍ମାନ ବୃଦ୍ଧି, ବ୍ୟବସାୟରେ ଲାଭ, କର୍ମେ ଆନନ୍ଦ, ଶାରିରୀକ କଷ୍ଟ, ଶୁଭକାର୍ଯେ ବିଳମ୍ବ, ସହକର୍ମୀଙ୍କ ସହ ମତଭେଦ, ଦ୍ରବ୍ୟଲାଭ, ପୁରାତନ କାର୍ଯ୍ୟପ୍ରତି ଆସକ୍ତ, ଦାମ୍ପତ୍ୟ ଖୁସି, ଗୃହେ ସହଯୋଗ,  ପୂର୍ବାଷାଢା ନକ୍ଷତ୍ର ସତର୍କ ରୁହନ୍ତୁ, ରଙ୍ଗ - ଗୋଲାପି, ସଂଖ୍ୟା - ୮, ଆରାଧନା - ମା ଦକ୍ଷିଣକାଳୀ ।

ମକର - ରାଜଦଣ୍ଡ ଭୟ, ଶତୃସମସ୍ୟା, ଆଶାରେ ବାଧା, ଲୋକସମ୍ପର୍କ ବୃଦ୍ଧି, ଦ୍ରବ୍ୟନଷ୍ଟ, ବ୍ୟକ୍ତିସହାୟତା, ବନ୍ଧୁଲାଭ,ଗୃହେ ମନାନ୍ତର, ଶାରିରୀକ ସୁସ୍ଥ, ଶୁଭଆଲୋଚନା, ଦୂରଯାତ୍ରା, କିଛି କାର୍ଯ୍ୟେ ବିବାଦ, ଧନିଷ୍ଠା ନକ୍ଷତ୍ର ସତର୍କ ରୁହନ୍ତୁ, ରଙ୍ଗ - କଳା, ସଂଖ୍ୟା - ୬, ଆରାଧନା - ମା କାଳୀ ।

କୁମ୍ଭ - କାର୍ଯ୍ୟେ ସଫଳ, ଅର୍ଥଲାଭ, ଦାମ୍ପତ୍ୟସୁଖ, ବନ୍ଧୁସାହାଯ୍ୟ,ଦୂରଯାତ୍ରାରେ ସତର୍କ, ସମ୍ପତ୍ତି ବିବାଦ, ସନ୍ତାନ ସମସ୍ୟା, ବ୍ୟକ୍ତି ସହାୟତା, ଶୁଭଖବର, ସ୍ବାସ୍ଥ୍ୟଲାଭ, ଧର୍ମକାର୍ଯ୍ୟେ ଆନନ୍ଦ, ସ୍ବାଦିଷ୍ଠ ଭୋଜନ, ପୂର୍ବାଭାଦ୍ର ନକ୍ଷତ୍ର ସତର୍କ ରୁହନ୍ତୁ, ରଙ୍ଗ - ବାଇଗେଣୀ, ସଂଖ୍ୟା - ୮, ଆରାଧନା - ପ୍ରଭୁ ରାଧାବଲ୍ଲଭ ।

ମୀନ - ବ୍ୟବସାୟରେ ସ୍ବଳ୍ପ, ଶୁଭଖବର, ଦ୍ରବ୍ୟ ପ୍ରାପ୍ତି,ବାକିକାର୍ଯ୍ୟେ ଲାଭ, ସମ୍ପତ୍ତିଲାଭ, ବିବାଦ ସମାଧାନ, ଉଚ୍ଚଆଶାରେ ବିଫଳ, ସନ୍ତାନ ସମସ୍ୟା, ଉତ୍ସବପ୍ରତି ଅନାଗ୍ରହ, ହଠାତ ଲାଭ,  ରେବତୀ ନକ୍ଷତ୍ର ସତର୍କ ରୁହନ୍ତୁ, ରଙ୍ଗ - ଧଳା, ସଂଖ୍ୟା - ୧୧, ଆରାଧନା - ମା ଲକ୍ଷ୍ମୀ ।

ପଣ୍ଡିତ- ସତ୍ୟଶିବ ନନ୍ଦ (ଜ୍ୟୋତିଷ ଭାସ୍କର ଓ କର୍ମକାଣ୍ଡ ସୌରଭ)

ମୋ:୮୯୧୭୨୮୪୩୩୮

Tags: