ରାଶିଫଳ ୨୦.୨.୨୦୨୬ ଶୁକ୍ରବାର

 ଫାଲଗୁନ ଶୁକ୍ଳପକ୍ଷ, ତୃତୀୟା 

ରାଶିଫଳ ୨୦.୨.୨୦୨୬ ଶୁକ୍ରବାର
Ipsita Picture
By: Ipsita


ମେଷ- ଅର୍ଥ ସମସ୍ୟା, ଦୂରଯାତ୍ରା, ବ୍ୟବସାୟରେ ବାଧା, ଶାରୀରିକ ସମସ୍ୟା, ଶତ୍ରୁ ପରାଜିତ, ବିଶିଷ୍ଠ ବ୍ୟକ୍ତିଙ୍କ ସାହାଯ୍ୟ, ନୂତନ କାର୍ଯ୍ୟରେ ଖୁସି, କୃତ୍ତିକା  ନକ୍ଷତ୍ର ସତର୍କ ରୁହନ୍ତୁ, ଶୁଭରଙ୍ଗ-ଧଳା, ସଂଖ୍ୟା-୪,  ଆରାଧନା- ମା ବଗଳାମୁଖୀ।
ବୃଷ- କର୍ମେ ସଫଳ, ଶୁଭସମାଚାର, ନୂତନ କାର୍ଯ୍ୟ ଆରମ୍ଭ, ଅର୍ଥପ୍ରାପ୍ତି, ଶରୀର ସୁସ୍ଥ, ବନ୍ଧୁଲାଭ, ବ୍ୟବସାୟରେ ସଫଳ, ଦାମ୍ପତ୍ୟ ଖୁସି, ବିଦ୍ୟାରେ ସଫଳ, ମୃଗଶିରା  ନକ୍ଷତ୍ର ସତର୍କ ରୁହନ୍ତୁ, ଶୁଭରଙ୍ଗ-ସବୁଜ, ସଂଖ୍ୟା-୮, ଆରାଧନା- ମହାଲକ୍ଷ୍ମୀ।
ମିଥୁନ- କର୍ମେ ଖୁସି, ବ୍ୟବସାୟରେ ଲାଭ, ଶୁଭଖବର, ଆଶା ପୂର୍ଣ୍ଣ, ଦୂରଯାତ୍ରାରେ ଲାଭ, ଶରୀର ସୁସ୍ଥ, ଶତ୍ରୁ ପରାଜିତ, ନୂତନ କର୍ମରେ ଲାଭ, ପୁନର୍ବସୁ ନକ୍ଷତ୍ର ସତର୍କ ରୁହନ୍ତୁ, ଶୁଭରଙ୍ଗ-ଧଳା, ସଂଖ୍ୟା-୭,  ଆରାଧନା- ଶଙ୍କର ଭଗବାନ।
କର୍କଟ- ବନ୍ଧୁ ସାହାଯ୍ୟ, ବ୍ୟବସାୟରେ କଷ୍ଟ, ଶରୀର ସୁସ୍ଥ, ଅନୁଷ୍ଠାନେ ସମ୍ମାନ, ନୂତନ ବ୍ୟବସାୟ ଆରମ୍ଭ, ତୀର୍ଥାଟନ, ଅର୍ଥପ୍ରାପ୍ତି, ଦ୍ରବ୍ୟଲାଭ, ବିଦ୍ୟାରେ ସଫଳତା,  ଅଶ୍ଳେଷା ନକ୍ଷତ୍ର ସତର୍କ ରୁହନ୍ତୁ,  ଶୁଭରଙ୍ଗ-ନାଲି, ସଂଖ୍ୟା-୫,  ଆରାଧନା-ଭଗବାନ ଗଣେଶ।
ସିଂହ- ମାନସିକ ଅଶାନ୍ତି, ପୁରାତନ ସମସ୍ୟା, ଯାତ୍ରାରେ ସତର୍କ, ଦୂରଯାତ୍ରା, କର୍ମକ୍ଷେତ୍ରେ ବିଳମ୍ବ, ବ୍ୟବସାୟରେ କଷ୍ଟ, ବନ୍ଧୁ ଲାଭ, ଉତ୍ତରାଫାଲଗୁନି ନକ୍ଷତ୍ର ସତର୍କ ରୁହନ୍ତୁ, ଶୁଭରଙ୍ଗ-ଧଳା, ସଂଖ୍ୟା-୩, ଆରାଧନା- ପ୍ରଭୁ ଲିଙ୍ଗରାଜ।
କନ୍ୟା- ବନ୍ଧୁଲାଭ, ଶୁଭକାର୍ଯ୍ୟ, ମାନସିକ ଶାନ୍ତି, ନୂତନ କର୍ମଆରମ୍ଭ, ବ୍ୟବସାୟରେ ଲାଭ, ଅର୍ଥଲାଭ, ସୁସମାଚାର, ଚିତ୍ରା ନକ୍ଷତ୍ର ସତର୍କ ରୁହନ୍ତୁ, ଶୁଭରଙ୍ଗ-ସବୁଜ, ସଂଖ୍ୟା-୮,  ଆରାଧନା- ଗ୍ରାମଦେବତୀ।
ତୁଳା- ଦ୍ରବ୍ୟଲାଭ, ମାନସିକ ଶାନ୍ତି, ଶରୀର ସମସ୍ୟା, ଉଚ୍ଚଆଶାରେ ବାଧା, କାର୍ଯ୍ୟରେ ଲାଭ, ପାରିବାରିକ ଶାନ୍ତି, ବିଶାଖା ନକ୍ଷତ୍ର ସତର୍କ ରୁହନ୍ତୁ, ଶୁଭରଙ୍ଗ-ନୀଳ, ସଂଖ୍ୟା-୯,  ଆରାଧନା- ଶଙ୍କର ଭଗବାନ।
ବିଛା- ମାନସିକ ଅଶାନ୍ତି, ଅର୍ଥ ସମସ୍ୟା, ବ୍ୟବସାୟରେ ସ୍ବଳ୍ପ ଲାଭ, ବନ୍ଧୁ ସହଯୋଗ, ଶତ୍ରୁ ସମସ୍ୟା, ଯାତ୍ରାରେ ସମସ୍ୟା, ମାମଲାରେ କଷ୍ଟ, ଜ୍ୟେଷ୍ଠା ନକ୍ଷତ୍ର ସତର୍କ ରୁହନ୍ତୁ, ଶୁଭରଙ୍ଗ- ଧଳା, ସଂଖ୍ୟା-୫, ଆରାଧନା- ମା ମହାଲକ୍ଷ୍ମୀ। 
ଧନୁ-  କାର୍ଯ୍ୟରେ ଅସନ୍ତୋଷ, ଆଶା ସଫଳ, ଶରୀର ଅସୁସ୍ଥ, ଅର୍ଥ ସମସ୍ୟା, ବ୍ୟବସାୟରେ ସ୍ବଳ୍ପ ଲାଭ, ଦୂରଯାତ୍ରା, ପାରିବାରିକ ଖୁସି, ସନ୍ତାନ ଖୁସି, ଉତ୍ତରାଷାଢ଼ା ନକ୍ଷତ୍ର ସତର୍କ ରୁହନ୍ତୁ, ଶୁଭରଙ୍ଗ-ଗୋଲାପି, ସଂଖ୍ୟା-୭,  ଆରାଧନା-ପିତାମାତାଙ୍କ ସେବା।
ମକର- ଧନପ୍ରାପ୍ତି, ବ୍ୟବସାୟରେ ଲାଭ, ସୁସମାଚାର, ଯାତ୍ରାରେ ଲାଭ, ଦ୍ରବ୍ୟପ୍ରାପ୍ତି, ଶରୀର ସୁସ୍ଥ, ନୂତନ କର୍ମ ଆରମ୍ଭ, ଧନିଷ୍ଠା ନକ୍ଷତ୍ର ସତର୍କ ରୁହନ୍ତୁ, ଶୁଭରଙ୍ଗ-କଳା, ସଂଖ୍ୟା-୩,  ଆରାଧନା- ମା ଭଗବତୀ।
କୁମ୍ଭ-  ସାମାନ୍ୟ ଲାଭ, ଶୁଭଖବର, ଅର୍ଥପ୍ରାପ୍ତି, ଶତ୍ରୁ ସମସ୍ୟା, ବିଶିଷ୍ଠ କାର୍ଯ୍ୟରେ ବିଳମ୍ବ, ଅନୁଷ୍ଠାନରୁ ଲାଭ, ନୂତନ କର୍ମରେ ଖୁସି, ଧନିଷ୍ଠା ନକ୍ଷତ୍ର ସତର୍କ ରୁହନ୍ତୁ, ଶୁଭରଙ୍ଗ-ନୀଳ, ସଂଖ୍ୟା-୪,  ଆରାଧନା-ଗୋମାତାଙ୍କୁ ଖାଦ୍ୟ ଦିଅନ୍ତୁ।
ମୀନ- ସୁସମ୍ବାଦ, ନୂତନ କର୍ମ ଆରମ୍ଭ, ଅର୍ଥଲାଭ, କାର୍ଯ୍ୟରେ ସମ୍ମାନ, ଅନୁଷ୍ଠାନରୁ ଲାଭ, ସମ୍ପତ୍ତି ଲାଭ, ଶରୀର ସୁସ୍ଥ, ଲୋକସମ୍ପର୍କରେ ଉନ୍ନତି ଉତ୍ତରାଭାଦ୍ର ନକ୍ଷତ୍ର ସତର୍କ ରୁହନ୍ତୁ, ଶୁଭରଙ୍ଗ-ଧଳା, ସଂଖ୍ୟା-୧୨, ଆରାଧନା- ମା କନକଲକ୍ଷ୍ମୀ।

ସମ୍ବନ୍ଧିତ ଖବର ରତ୍ନଭଣ୍ଡାର ଗଣତି ନେଇ ବୈଠକ ଆରମ୍ଭ


ପଣ୍ଡିତ- ସତ୍ୟଶିବ ନନ୍ଦ (ଜ୍ୟୋତିଷ ଭାସ୍କର ଓ କର୍ମକାଣ୍ଡ ସୌରଭ)
ମୋ:୮୯୧୭୨୮୪୩୩୮

ସମ୍ବନ୍ଧିତ ଖବର ୨ୟ ଦିନରେ ହ୍ରାସ ପାଇଲା ସୁନା-ରୁପା ଦର

Tags: