ରାଶିଫଳ ୮.୨.୨୦୨୬, ରବିବାର
ଫାଲଗୁନ କୃଷ୍ଣପକ୍ଷ ସପ୍ତମୀ
ମେଷ: ପ୍ରୀତି ଲାଭ, କାର୍ଯ୍ୟ ସଫଳ, ସମ୍ମାନ ଲାଭ, ଆଶା ସଫଳ, ଗୃହେ ଉତ୍ସବ, ଦୂରଯାତ୍ରା, ଶାରୀରିକ ସୁସ୍ଥତା, ଶତ୍ରୁ ପରାଜିତ, ଧନଲାଭ। ଅଶ୍ବିନୀ ନକ୍ଷତ୍ର- ସତର୍କ ରୁହନ୍ତୁ, ଶୁଭରଙ୍ଗ- ନାଲି, ସଂଖ୍ୟା-୮, ଆରାଧନା- ଶଙ୍କର ଭଗବାନ।
ବୃଷ: ସୁସମ୍ବାଦ, ବ୍ୟବସାୟରେ ସ୍ବଳ୍ପ ଲାଭ, କର୍ମେ ଶାନ୍ତି, ଶତ୍ରୁ ପରାଜିତ, ମାନସିକ ଶାନ୍ତି, ଅର୍ଥ ସମସ୍ୟା, ବିଦ୍ୟା ଲାଭ, ଦୂର ଯାତ୍ରାରେ ଖୁସି, ଶରୀର ସୁସ୍ଥ। କୃତ୍ତିକା ନକ୍ଷତ୍ର- ସତର୍କ ରୁହନ୍ତୁ, ଶୁଭରଙ୍ଗ- ସବୁଜ, ସଂଖ୍ୟା-୬, ଆରାଧନା- ପ୍ରଭୁ ଜଗନ୍ନାଥ।
ମିଥୁନ: ଶାରୀରିକ ଅସୁସ୍ଥ, ସମ୍ପତ୍ତି ବିପଦ, ଦାମ୍ପତ୍ୟ ସୁଖ, ବିଶିଷ୍ଟ ବ୍ୟକ୍ତିଙ୍କ ସହାୟତା, ବାଣିଜ୍ୟ ଲାଭ, ଶତ୍ରୁ ସମସ୍ୟା, କର୍ମେ ନିରାଶ, ଗୃହେ ଅଶାନ୍ତି। ମୃଗଶିରା ନକ୍ଷତ୍ର- ସତର୍କ ରୁହନ୍ତୁ, ଶୁଭରଙ୍ଗ- ପିଙ୍କ୍, ସଂଖ୍ୟା-୫, ଆରାଧନା- ପ୍ରଭୁ ଜଗନ୍ନାଥ।
କର୍କଟ: କାର୍ଯ୍ୟରେ ଅସଫଳ, ଅର୍ଥ ସମସ୍ୟା, ବ୍ୟବସାୟରେ ଶତ୍ରୁତା, ଗୃହେ ଉତ୍ସବ, ଦୂର ଯାତ୍ରା, ସମସ୍ୟା ସମାଧାନ, ଶାରୀରିକ ସୁସ୍ଥ, ଦାମ୍ପତ୍ୟ ସୁଖ। ପୁନର୍ବସୁ ନକ୍ଷତ୍ର- ସତର୍କ ରୁହନ୍ତୁ, ଶୁଭରଙ୍ଗ- କଫି, ସଂଖ୍ୟା-୪, ଆରାଧନା- ମା’ ଚ୍ଛିନ୍ନମସ୍ତା।
ସିଂହ: ଖୁସି ଦିନ, ଲୋକସମ୍ପର୍କ ବୃଦ୍ଧି, ବିବାଦ ସମାଧାନ, ଆଶା ସଫଳ, ନୂତନ କାର୍ଯ୍ୟାରମ୍ଭ, ଶାରୀରିକ ସୁସ୍ଥ, ବିଦ୍ୟାଲାଭ, ସମ୍ପତ୍ତି ଲାଭ, ବନ୍ଧୁ ସହଯୋଗ। ମଘା ନକ୍ଷତ୍ର- ସତର୍କ ରୁହନ୍ତୁ, ଶୁଭରଙ୍ଗ- ଧଳା, ସଂଖ୍ୟା-୭, ଆରାଧନା- ମା’ କନକଲକ୍ଷ୍ମୀ।
କନ୍ୟା: ଶତ୍ରୁ କଷ୍ଟ, କାର୍ଯ୍ୟ ସଫଳ, ସମ୍ମାନ ବାଧା, ବ୍ୟବସାୟରେ ସ୍ବଳ୍ପ ଲାଭ, ଦୂର ଯାତ୍ରା, ବ୍ୟକ୍ତିଙ୍କ ସହାୟତା, ବନ୍ଧୁ ଲାଭ, ସମସ୍ୟା ସମାଧାନ, ସୁସମ୍ପର୍କ। ଉତ୍ତରାଫାଲଗୁନି ନକ୍ଷତ୍ର- ସତର୍କ ରୁହନ୍ତୁ, ଶୁଭରଙ୍ଗ- ଧଳା, ସଂଖ୍ୟା-୩, ଆରାଧନା- ଗ୍ରାମଦେବତୀ।
ତୁଳା: ସମ୍ପତ୍ତି ଲାଭ, ବନ୍ଧୁ ଲାଭ, ଗୃହେ ଉତ୍ସବ, ସୁସମାଚାର, ଅର୍ଥପ୍ରାପ୍ତି, ଦେବକାର୍ଯ୍ୟରେ ଆନନ୍ଦ, ଶତ୍ରୁ ନାଶ, ଅତିଥି ଚର୍ଚ୍ଚା, ମାନସମ୍ମାନ ପ୍ରାପ୍ତି, ଦୂର ଯାତ୍ରା । ଚିତ୍ରା ନକ୍ଷତ୍ର- ସତର୍କ ରୁହନ୍ତୁ, ଶୁଭରଙ୍ଗ- ଧଳା, ସଂଖ୍ୟା-୧୨, ଆରାଧନା- ଉମା ମହେଶ୍ବର।
ବିଛା: କର୍ମେ ଅଶାନ୍ତି, ମାମଲା ସମାଧାନ, ଆଶା ସଫଳ, ଦୂର ଯାତ୍ରା, ବ୍ୟବସାୟରେ ସ୍ବଳ୍ପ ଲାଭ, ସମ୍ମାନ ହାନି, ଦେବକାର୍ଯ୍ୟରେ ଖୁସି, ଗାଡ଼ି ଚାଳନାରେ ସାବଧାନ। ବିଶାଖା ନକ୍ଷତ୍ର- ସତର୍କ ରୁହନ୍ତୁ, ଶୁଭରଙ୍ଗ- ହଳଦୀ, ସଂଖ୍ୟା-୮, ଆରାଧନା-ଭଗବାନ ବିଷ୍ଣୁ।
ଧନୁ: ଦୂର ଯାତ୍ରା, ଅର୍ଥ ଲାଭ ,ଗୃହେ ସମସ୍ୟା, ଦେବକାର୍ଯ୍ୟ ସଫଳ, ଦ୍ରବ୍ୟ ପ୍ରାପ୍ତି, ସମ୍ପର୍କ ହାନି, ଭ୍ରାତୃ କଳହ, କର୍ମକ୍ଷେତ୍ରରେ ଲାଭ, ସମ୍ପତ୍ତି ଲାଭ, ଶତ୍ରୁଙ୍କୁ ସାବଧାନ। ମୂଳା ନକ୍ଷତ୍ର- ସତର୍କ ରୁହନ୍ତୁ, ଶୁଭରଙ୍ଗ- ହଳଦୀ, ସଂଖ୍ୟା-୯, ଆରାଧନା- ମା’ ଭଗବତୀ।
ମକର: ଆୟ ବୃଦ୍ଧି, ସୁସମ୍ପର୍କ, ନୂତନ କାର୍ଯ୍ୟ ଆରମ୍ଭ, ସମ୍ମାନ ଲାଭ, ଶତ୍ରୁ ପରାଜିତ, ଦୂର ଯାତ୍ରା, ଉତ୍ସବ ପ୍ରତି ଆଗ୍ରହ, ସମ୍ପତ୍ତି ବିବାଦ, ଗୃହେ ସମସ୍ୟା। ଉତ୍ତରାଷାଢ଼ା ନକ୍ଷତ୍ର- ସତର୍କ ରୁହନ୍ତୁ, ଶୁଭରଙ୍ଗ- ନୀଳ, ସଂଖ୍ୟା-୮, ଆରାଧନା- ହନୁମାନ।
କୁମ୍ଭ: ଗୃହେ ଉତ୍ସବ, ଶତ୍ରୁ ସମସ୍ୟା, ବ୍ୟବସାୟ କଷ୍ଟ, ଅର୍ଥ ସମସ୍ୟା, ଶାରୀରିକ ସୁସ୍ଥତା, କେର୍ମ ଶାନ୍ତି, ବନ୍ଧୁ ଲାଭ, ବିଦ୍ୟା ସଫଳ, ବିଶିଷ୍ଟ ବ୍ୟକ୍ତିଙ୍କ ସହାୟତା। ଧନିଷ୍ଠା ନକ୍ଷତ୍ର- ସତର୍କ ରୁହନ୍ତୁ, ଶୁଭରଙ୍ଗ- ବାଇଗଣୀ, ସଂଖ୍ୟା-୭, ଆରାଧନା- ପ୍ରଭୁ ରାଧାବଲ୍ଲଭ।
ମୀନ: ମାନସିକ ଅଶାନ୍ତି, କର୍ମକ୍ଷତ୍ରରେ ସମସ୍ୟା, ଦୂର ଯାତ୍ରାରେ ସତର୍କ, ଜମିଜମା ଗଣ୍ଡଗୋଳ, ବନ୍ଧୁ ସହଯୋଗ, ଦାମ୍ପତ୍ୟ ସୁଖ, ଉତ୍ସବ ପ୍ରତି ଆଗ୍ରହ, ସୁମିଷ୍ଠ ଭୋଜନ ପ୍ରାପ୍ତି। ପୂର୍ବାଭାଦ୍ର ନକ୍ଷତ୍ର- ସତର୍କ ରୁହନ୍ତୁ, ଶୁଭରଙ୍ଗ- ହଳଦୀ, ସଂଖ୍ୟା-୨, ଆରାଧନା- ମା’ ବଗଳାମୁଖୀ।
ପଣ୍ଡିତ- ସତ୍ୟଶିବ ନନ୍ଦ (ଜ୍ୟୋତିଷ ଭାସ୍କର ଓ କର୍ମକାଣ୍ଡ ସୌରଭ)
ମୋ:୮୯୧୭୨୮୪୩୩୮



