ରାଶିଫଳ ୩.୨.୨୦୨୬ ମଙ୍ଗଳବାର 

ଫାଲଗୁନ କୃଷ୍ଣପକ୍ଷ, ଦ୍ବିତୀୟା 

ରାଶିଫଳ ୩.୨.୨୦୨୬ ମଙ୍ଗଳବାର 
Ipsita Picture
By: Ipsita


ମେଷ- ସମ୍ମାନହାନି, ମାନସିକ ଦୁଶ୍ଚିନ୍ତା, ବାଣିଜ୍ୟରେ ସ୍ବଳ୍ପ ଲାଭ, ଶରୀର ସୁସ୍ଥ, ଅର୍ଥ ସମସ୍ୟା, ଭରଣୀ ନକ୍ଷତ୍ର ସତର୍କ ରୁହନ୍ତୁ, ଶୁଭରଙ୍ଗ-ନାଲି, ସଂଖ୍ୟା-୫, ଆରାଧନା- ମା ବଗଳାମୁଖୀ।
ବୃଷ- ଧନସମ୍ପଦ ବୃଦ୍ଧି, ଶତ୍ରୁନାଶ, ନୂତନ ଲାଭ, ଲୋକସମ୍ପର୍କ ବୃଦ୍ଧି, ଭ୍ରମଣ କଷ୍ଟ, ଅଯଥା ବ୍ୟୟ, ମୃଗଶିରା ନକ୍ଷତ୍ର ସତର୍କ ରୁହନ୍ତୁ, ଶୁଭରଙ୍ଗ-ସିଲଭର, ସଂଖ୍ୟା-୬, ଆରାଧନା- ମା ଗାୟତ୍ରୀ।
ମିଥୁନ- ନୂତନ ନିଯୁକ୍ତି, ଆୟ ଉତ୍ତମ, ଶତ୍ରୁ ପରାଜିତ, କର୍ମରେ ସଫଳତା, ପଡ଼ୋଶୀ ସାହାଯ୍ୟ, ଭ୍ରମଣ ସୁଖ,  ପୁନର୍ବସୁ ନକ୍ଷତ୍ର ସତର୍କ ରୁହନ୍ତୁ, ଶୁଭରଙ୍ଗ-ମେରୁନ, ସଂଖ୍ୟା-୮, ଆରାଧନା- ମହାଲକ୍ଷ୍ମୀ।
କର୍କଟ- ବାଦବିବାଦ, ସ୍ବାସ୍ଥ୍ୟ ସଂକଟ, ସ୍ବଳ୍ପ ଆୟ, ନୂତନ କର୍ମାରମ୍ଭ, ଯାନବାହନେ ସତର୍କ, ଦ୍ରବ୍ୟ ନଷ୍ଟ, କର୍ମରେ ବିଫଳ, ଅଶ୍ଳେଷା ନକ୍ଷତ୍ର ସତର୍କ ରୁହନ୍ତୁ, ଶୁଭରଙ୍ଗ-ଲାଲ, ସଂଖ୍ୟା-୩, ଆରାଧନା- ଶଙ୍କର ଭଗବାନ।
ସିଂହ- ସୁସମାଚାର, ସମ୍ମାନ ବୃଦ୍ଧି, ଅର୍ଥଲାଭ, ସମସ୍ୟା ସମାଧାନ, ବାଣିଜ୍ୟରେ ଉନ୍ନତି, ଶରୀର ସୁସ୍ଥ, ପୂର୍ବାଫାଲଗୁନି ନକ୍ଷତ୍ର ସତର୍କ ରୁହନ୍ତୁ, ଶୁଭରଙ୍ଗ-ଧଳା, ସଂଖ୍ୟା-୧୦, ଆରାଧନା- ପ୍ରଭୁ ଜଗନ୍ନାଥ।
କନ୍ୟା- ଅଯଥା ଖର୍ଚ୍ଚ, ଦୂରଯାତ୍ରା, ମୋକଦ୍ଦମା ସମସ୍ୟା, ବନ୍ଧୁଲାଭ, ସୁମିଷ୍ଠ ଭୋଜନ, ଶତ୍ରୁ ସମସ୍ୟା, ବ୍ୟବସାୟରେ ସ୍ବଳ୍ପ ଲାଭ, ଶରୀରସୁସ୍ଥ, ଚିତ୍ରା ନକ୍ଷତ୍ର ସତର୍କ ରୁହନ୍ତୁ, ଶୁଭରଙ୍ଗ-କଫି, ସଂଖ୍ୟା-୩, ଆରାଧନା- ପ୍ରଭୁ ଲୋକନାଥ।
ତୁଳା- ଭ୍ରମଣସୁଖ, ଆର୍ଥିକ ଉନ୍ନତି, ସ୍ବାସ୍ଥ୍ୟ ସମସ୍ୟା, ବ୍ୟବସାୟରେ ଲାଭ, ଶୁଭ ଖବର, ଶତ୍ରୁ ପରାଜିତ, ବିବାଦମୁକ୍ତ, ବିଶାଖା ନକ୍ଷତ୍ର ସତର୍କ ରୁହନ୍ତୁ, ଶୁଭରଙ୍ଗ-ସବୁଜ, ସଂଖ୍ୟା-୮, ଆରାଧନା- ମା ଭଗବତୀ।
ବିଛା- ଆଶା ପୂର୍ଣ୍ଣ, ବାଣିଜ୍ୟରେ ଲାଭ, ଶତ୍ରୁସମସ୍ୟା ଦୂର, ନୂତନ ଆୟ, ଶରୀର ସୁସ୍ଥ, ମୋକଦ୍ଦମା ସମାଧାନ, ଦୂରଯାତ୍ରା, ସନ୍ତାନ ଖୁସି, ଜ୍ୟେଷ୍ଠା ନକ୍ଷତ୍ର ସତର୍କ ରୁହନ୍ତୁ, ଶୁଭରଙ୍ଗ-ହଳଦୀ, ସଂଖ୍ୟା-୭, ଆରାଧନା- ପ୍ରଭୁ ଗୋପୀନାଥ।
ଧନୁ- ମାନସିକ ଦୁଶ୍ଚିନ୍ତା, ଅଭିଳାଶ ପୂର୍ଣ୍ଣ, ଦୂରଯାତ୍ରା, କର୍ମକ୍ଷେତ୍ରେ ସମସ୍ୟା, କାର୍ଯ୍ୟରେ ବିବାଦ, ବିଦ୍ୟାରେ ସଫଳତା, ସମ୍ମାନ ଲାଭ, ପୂର୍ବାଷାଢ଼ା ନକ୍ଷତ୍ର ସତର୍କ ରୁହନ୍ତୁ, ଶୁଭରଙ୍ଗ-ଧଳା, ସଂଖ୍ୟା-୬, ଆରାଧନା- ମା ଭଗବତୀ।
ମକର- ମାନସିକ ଅସ୍ଥିରତା, କାର୍ଯ୍ୟରେ ବିଳମ୍ବ, ଯାନବାହନେ ସତର୍କ, ସ୍ବାସ୍ଥ୍ୟ ସମସ୍ୟା, ବନ୍ଧୁଲାଭ, ଶତ୍ରୁ ସମସ୍ୟା, ଆର୍ଥିକ ଲାଭ, ଶୁଭ ଖବର, ଦାମ୍ପତ୍ୟ ଖୁସି, ଧନିଷ୍ଠା ନକ୍ଷତ୍ର ସତର୍କ ରୁହନ୍ତୁ, ଶୁଭରଙ୍ଗ-ନୀଳ, ସଂଖ୍ୟା-୪, ଆରାଧନା- ବିଷ୍ଣୁ ଭଗବାନ।
କୁମ୍ଭ- ଦାମ୍ପତ୍ୟ ଖୁସି, ଅର୍ଥଲାଭ, ବ୍ୟବସାୟରେ ସଫଳ, ଶତ୍ରୁନାଶ, ଶରୀର ଅସୁସ୍ଥ, ସୁଭଖବର ପ୍ରାପ୍ତି, ବନ୍ଧୁଲାଭ, ପୂର୍ବଭାଦ୍ର ନକ୍ଷତ୍ର ସତର୍କ ରୁହନ୍ତୁ, ଶୁଭରଙ୍ଗ-ବାଇଗଣି, ସଂଖ୍ୟା-୭, ଆରାଧନା- ବିଷ୍ଣୁ ଭଗବାନ।
ମୀନ- ଶରୀର ସୁସ୍ଥ, ଦ୍ରବ୍ୟଲାଭ, ଆଶା ପୂର୍ଣ୍ଣ, ଭୂସମ୍ପତ୍ତି ଲାଭ, ସମ୍ପର୍କରେ ଉନ୍ନତି, ଶତ୍ରୁ ସମସ୍ୟା, ଧର୍ମକାର୍ଯ୍ୟରେ ସନ୍ତୁଷ୍ଠ, ବ୍ୟବସାୟରେ ଲାଭ, ରେବତୀ ନକ୍ଷତ୍ର ସତର୍କ ରୁହନ୍ତୁ, ଶୁଭରଙ୍ଗ-ହଳଦୀ, ସଂଖ୍ୟା-୩, ଆରାଧନା- ମା ମଙ୍ଗଳା।

ସମ୍ବନ୍ଧିତ ଖବର ସୁନ୍ଦରପଦା ବୋମା କାଣ୍ଡ,ଆହତଙ୍କୁ NIA ଜେରା


ପଣ୍ଡିତ- ସତ୍ୟଶିବ ନନ୍ଦ (ଜ୍ୟୋତିଷ ଭାସ୍କର ଓ କର୍ମକାଣ୍ଡ ସୌରଭ)
ମୋ:୮୯୧୭୨୮୪୩୩୮

ସମ୍ବନ୍ଧିତ ଖବର ପିଟି ଉଷାଙ୍କ ସ୍ୱାମୀ ଭି. ଶ୍ରୀନିବାସନଙ୍କ ପରଲୋକ

Tags: