ରାଶିଫଳ ୨୪.୧.୨୦୨୬ ଶନିବାର

ମାଘମାସ ଶୁକ୍ଳପକ୍ଷ, ଷଷ୍ଠୀ

ରାଶିଫଳ ୨୪.୧.୨୦୨୬ ଶନିବାର
Ipsita Picture
By: Ipsita


ମେଷ- ମନସ୍ତାପ, କିଛି କାର୍ଯ୍ୟରେ ବିରୋଧ, ଲୋକସମ୍ପର୍କ ବୃଦ୍ଧି, ସୁମିଷ୍ଠ ଭୋଜନ, ଅର୍ଥ ସମସ୍ୟା, ଦାମ୍ପତ୍ୟ ଖୁସି, ନୂତନ ଯୋଜନାରେ ଲାଭ, କୃତ୍ତିକା ନକ୍ଷତ୍ର ସତର୍କ ରୁହନ୍ତୁ, ଶୁଭରଙ୍ଗ-ନାଲି, ସଂଖ୍ୟା-୬, ଆରାଧନା- ମା କନକଲକ୍ଷ୍ମୀ ।
ବୃଷ- ପଦମର୍ଯ୍ୟାଦା ବୃଦ୍ଧି, ଅର୍ଥ ସମସ୍ୟା ସମାଧାନ, ନୂତନ କାର୍ଯ୍ୟ ଆରମ୍ଭ, ଦେବଦର୍ଶନ, ବନ୍ଧୁଲାଭ, ଶୁଭକାର୍ଯ୍ୟରେ ଧନବ୍ୟୟ, ପାରିବାରିକ ସହଯୋଗ, କର୍ମକ୍ଷେତ୍ରେ ବହୁ ପରିଶ୍ରମ, ଶତ୍ରୁ ସମସ୍ୟା, ବାଣିଜ୍ୟରେ ସ୍ବଳ୍ପ ଲାଭ, ଶରୀର ସୁସ୍ଥ, ମୃଗଶିରା ନକ୍ଷତ୍ର ସତର୍କ ରୁହନ୍ତୁ, ଶୁଭରଙ୍ଗ-ସବୁଜ, ସଂଖ୍ୟା-୮, ଆରାଧନା- ମା ଭଗବତୀ ।
ମିଥୁନ- ଶତ୍ରୁ ପରାଜୟ, ଉଚ୍ଚଆଶା ସଫଳ, ବନ୍ଧୁଗୃହେ ଯାତ୍ରା, ଲୋକସମ୍ପର୍କ ବୃଦ୍ଧି, ଦୂରଯାତ୍ରା, ଅର୍ଥଲାଭ, ଭୂସମ୍ପତ୍ତି ଲାଭ, ମାନ୍ୟଗଣ୍ୟ ବ୍ୟକ୍ତିଙ୍କ ସହଯୋଗ,  କଚେରି ମାମଲାରେ  କଷ୍ଟ, ଶତ୍ରୁ ସମସ୍ୟା, ବିଦ୍ୟାରେ ସଫଳତା, ଆଦ୍ରା ନକ୍ଷତ୍ର ସତର୍କ ରୁହନ୍ତୁ, ଶୁଭରଙ୍ଗ-ଧଳା, ସଂଖ୍ୟା-୭, ଆରାଧନା- ଭଗବାନ ଶଙ୍କର ।
କର୍କଟ-ସମସ୍ୟା ସମାଧାନ, ଉଚିତ କାର୍ଯ୍ୟ ପ୍ରତି ଅନାଗ୍ରହ, ବ୍ୟବସାୟରେ ସ୍ବଳ୍ପ ଲାଭ, ବନ୍ଧୁ ସାହାଯ୍ୟ, ଧନପ୍ରାପ୍ତି, ଗୃହେ ଉତ୍ସବ, ଶରୀର ଅସୁସ୍ଥ, ବନ୍ଧୁମିଳନ, ପାରିବାରିକ ସହଯୋଗ, ବିଦ୍ୟାରେ ସଫଳତା, ଅଶ୍ଳେଷା ନକ୍ଷତ୍ର ସତର୍କ ରୁହନ୍ତୁ, ଶୁଭରଙ୍ଗ-ବାଦାମି, ସଂଖ୍ୟା-୮, ଆରାଧନା- ମହାଲକ୍ଷ୍ମୀ।
ସିଂହ- ଯାନବାହନରେ ସତର୍କ, ମାନସିକ କଷ୍ଟ, ଦୁଃସମ୍ବାଦ, ଉଚ୍ଚଆଶାରେ ବିଫଳ, ଗୃହେ ସମସ୍ୟା, ଶରୀର କଷ୍ଟ, ବନ୍ଧୁଦର୍ଶନ, କର୍ମକ୍ଷେତ୍ରେ ସମସ୍ୟା, ବ୍ୟୟ ବୃଦ୍ଧି, ହଠାତ୍ ଧନଲାଭ, ବ୍ୟବସାୟରେ ସତର୍କ, ଉତ୍ତରା ଫାଲଗୁନି ନକ୍ଷତ୍ର ସତର୍କ ରୁହନ୍ତୁ, ଶୁଭରଙ୍ଗ-ପିଙ୍କ୍, ସଂଖ୍ୟା-୩, ଆରାଧନା- ମା ବଗଳାମୁଖୀ।
କନ୍ୟା- ଦ୍ରବ୍ୟଲାଭ, ସମ୍ମାନପ୍ରାପ୍ତି, ଆଶା ପୂର୍ଣ୍ଣ, ନୂତନ କର୍ମନିଯୁକ୍ତି, ମୋକଦ୍ଦମାରେ ବିଜୟ, ଲୋକସମ୍ପର୍କ  ବୃଦ୍ଧି, ପଦବୀ ଲାଭ, ବ୍ୟବସାୟରେ ଲାଭ, ଗଣ୍ଡଗୋଳ ସମାଧାନ, ଦୂରଯାତ୍ରା, ଦାମ୍ପତ୍ୟ ଖୁସି, ବିଦ୍ୟାରେ ସଫଳତା,ଚିତ୍ରା ନକ୍ଷତ୍ର ସତର୍କ ରୁହନ୍ତୁ, ଶୁଭରଙ୍ଗ-ଆକାଶି, ସଂଖ୍ୟା-୯, ଆରାଧନା- ମା ଦକ୍ଷିଣକାଳୀ ।
ତୁଳା- ସୁସମ୍ବାଦ ପ୍ରାପ୍ତି, ଭ୍ରମଣଯୋଗ, ଅର୍ଥଲାଭ, ଆଶା ସଫଳ, କର୍ମକ୍ଷେତ୍ରେ ମନାନ୍ତର, ଯାନବାହନେ ସତର୍କ, ଦେବକାର୍ଯ୍ୟ, ଲୋକସମ୍ପର୍କରେ ଉନ୍ନତି, ଗଣ୍ଡଗୋଳର ସମାଧାନ, ବିଶାଖା ନକ୍ଷତ୍ର ସତର୍କ ରୁହନ୍ତୁ, ଶୁଭରଙ୍ଗ-ଧଳା, ସଂଖ୍ୟା-୬, ଆରାଧନା- ପ୍ରଭୁ କାର୍ତ୍ତିକେୟ।
ବିଛା- ବନ୍ଧୁଗୃହେ ଯାତ୍ରା, ଲୋକସମ୍ପର୍କରେ ଉନ୍ନତି, ଅର୍ଥ ସମସ୍ୟା, ତୀର୍ଥାଟନ, ଉଚ୍ଚପଦବୀ ଲାଭ, ସମ୍ମାନରେ ବାଧା, ଦାମ୍ପତ୍ୟ ଖୁସି, ବ୍ୟବସାୟରେ ସ୍ବଳ୍ପ ଲାଭ, ଜ୍ୟେଷ୍ଠା ନକ୍ଷତ୍ର ସତର୍କ ରୁହନ୍ତୁ, ଶୁଭରଙ୍ଗ-ଖଇରିଆ, ସଂଖ୍ୟା-୬, ଆରାଧନା- ପ୍ରଭୁ ଜଗନ୍ନାଥ ।
ଧନୁ- ଶରୀର କଷ୍ଟ, କାର୍ଯ୍ୟରେ ବାଧା, ଅର୍ଥଲାଭ, ଭୂମିକ୍ରୟ, ନୂତନ କାର୍ଯ୍ୟରେ ଖୁସି, କଚେରି ମାମଲା ସମାଧାନ, ସ୍ବଳ୍ପ ଳାଭ, ପୁରାତନ ବିବାଦ, ଉତ୍ତରାଷାଢ଼ା ନକ୍ଷତ୍ର ସତର୍କ ରୁହନ୍ତୁ, ଶୁଭରଙ୍ଗ-ହଳଦୀ, ସଂଖ୍ୟା-୪, ଆରାଧନା- ହନୁମାନ ।
ମକର- ସମ୍ମାନିତ, ଉଚ୍ଚଆଶା ସଫଳ, ପାରିବାରିକ ଶାନ୍ତି, ଲୋକସମ୍ପର୍କ ବୃଦ୍ଧି, ସ୍ତ୍ରୀ ହେତୁ କଳହ, ଦୂରଯାତ୍ରା, ବ୍ୟବସାୟରେ ଲାଭ, ଧନିଷ୍ଠା ନକ୍ଷତ୍ର ସତର୍କ ରୁହନ୍ତୁ, ଶୁଭରଙ୍ଗ-ବାଇଗେଣି, ସଂଖ୍ୟା-୯, ଆରାଧନା- ମା ଗଜଲକ୍ଷ୍ମୀ।
କୁମ୍ଭ- ସମସ୍ୟା ସମାଧାନ, ଋଣମୁକ୍ତି, ଉଚ୍ଚଆଶାରେ ବାଧା, ବନ୍ଧୁଗୃହେ ଯାତ୍ରା, ଶତ୍ରୁ ସମସ୍ୟା, ପଡ଼ିଶା କଳହ, ବ୍ୟବସାୟରେ ଉନ୍ନତି, ପୂର୍ବଭାଦ୍ର ନକ୍ଷତ୍ର ସତର୍କ ରୁହନ୍ତୁ, ଶୁଭରଙ୍ଗ-କଳା, ସଂଖ୍ୟା-୪, ଆରାଧନା-ପ୍ରଭୁ ରାଧାବଲ୍ଲଭ ।
ମୀନ- ସୁଖଶାନ୍ତି, ବ୍ୟବସାୟରେ ଲାଭ, ଉଚ୍ଚଆଶା ସଫଳ, ପାରିବାରିକ ସହଯୋଗ, ଗଣ୍ଡଗୋଳ ସମାଧାନ, ବାକିଧନ ପ୍ରାପ୍ତି, ରେବତୀ ନକ୍ଷତ୍ର ସତର୍କ ରୁହନ୍ତୁ, ଶୁଭରଙ୍ଗ-ନାଲି, ସଂଖ୍ୟା-୧୦, ଆରାଧନା- ମା ଗୌରୀ ।

ସମ୍ବନ୍ଧିତ ଖବର ଆମ ବସ ଧକ୍କାରେ ବାଇକ ଆରୋହୀ ଗୁରୁତର

ପଣ୍ଡିତ- ସତ୍ୟଶିବ ନନ୍ଦ (ଜ୍ୟୋତିଷ ଭାସ୍କର ଓ କର୍ମକାଣ୍ଡ ସୌରଭ)
ମୋ:୮୯୧୭୨୮୪୩୩୮

ସମ୍ବନ୍ଧିତ ଖବର ମାମୁଁ ଆକ୍ରମଣରେ ଭଣଜାଙ୍କ ମୃତ୍ୟୁ

Tags: