ତା୧୦-୧-୨୦୨୬ ଶନିବାର

ମାଘମାସ କୃଷ୍ଣପକ୍ଷ ସପ୍ତମୀ 

ତା୧୦-୧-୨୦୨୬ ଶନିବାର
Ipsita Picture
By: Ipsita



ମେଷ- ଶରୀର ସୁସ୍ଥ, ଆଶାରେ ବିଳମ୍ବ, କର୍ମକ୍ଷେତ୍ରେ ଖୁସି, ବ୍ୟବସାୟରେ  ସ୍ବଳ୍ପ ଲାଭ, ଉଚ୍ଚବ୍ୟକ୍ତିଙ୍କ ସହ ସାକ୍ଷାତ, ଶତ୍ରୁନାଶ, ସନ୍ତାନ ଖୁସି, ଦ୍ରବ୍ୟଲାଭ, ବିଦ୍ୟାରେ ସଫଳତା, ଭରଣୀ ନକ୍ଷତ୍ର ସତର୍କ ରୁହନ୍ତୁ, ଶୁଭରଙ୍ଗ-ଧଳା, ସଂଖ୍ୟା-୨, ଆରାଧନା-ପ୍ରଭୁ ହନୁମାନ।
ବୃଷ- କର୍ମକ୍ଷେତ୍ରରେ ପରିଶ୍ରମ, ଦେବଦର୍ଶନ, ଭୋଜନେ ବିଳମ୍ବ, ଶରୀର ସୁସ୍ଥ, ବ୍ୟବସାୟରେ ମାନ୍ଦାସ୍ଥିତି,  ଶତ୍ରୁ ସମସ୍ୟା, ଲୋକସମ୍ପର୍କ ବୃଦ୍ଧି, ଜମି ଗଣ୍ଡଗୋଳ, ବନ୍ଧୁସହଯୋଗ, ସନ୍ତାନଖୁସି, ବିଦ୍ୟାରେ ସଫଳତା, ଶତ୍ରୁ ସମସ୍ୟା, ଲୋକସମ୍ପର୍କ ବୃଦ୍ଧି, ଜମି ଗଣ୍ଡଗୋଳ, ବନ୍ଧୁସହଯୋଗ, ରୋହିଣୀ ନକ୍ଷତ୍ର ସତର୍କ ରୁହନ୍ତୁ, ଶୁଭରଙ୍ଗ-ସବୁଜ, ସଂଖ୍ୟା-୬, ଆରାଧନା- ମହାଲକ୍ଷ୍ମୀ।
ମିଥୁନ- ମାନସିକ ଶାନ୍ତି,  ଶରୀର ଅସୁସ୍ଥ, ବ୍ୟବସାୟରେ ସାମାନ୍ୟ ଲାଭ, ଅର୍ଥ ସହଯୋଗ, ଧର୍ମକାର୍ଯ୍ୟରେ ସନ୍ତୁଷ୍ଟ, ପାରିବାରିକ ସହଯୋଗ, ଶତ୍ରୁ ସମସ୍ୟା, ଦୂରଯାତ୍ରା, ନୂତନ କାର୍ଯ୍ୟରେ ଲାଭ, ବିଦ୍ୟାରେ ଅସଫଳ, ପୁନର୍ବସୁ ନକ୍ଷତ୍ର  ସତର୍କ ରୁହନ୍ତୁ, ଶୁଭରଙ୍ଗ-ଧଳା, ସଂଖ୍ୟା- ୩, ଆରାଧନା- ଶଙ୍କର ଭଗବାନ ।
କର୍କଟ- ଧନଲାଭ, ଭୂସମ୍ପତ୍ତି ପ୍ରାପ୍ତି, ଶୁଭଖବର ମିଳିବ, ଉଚ୍ଚଆଶା ପୂର୍ଣ୍ଣ, ବ୍ୟବସାୟରେ ଲାଭ, ବନ୍ଧୁ ସହଯୋଗ, ସମସ୍ୟା ସମାଧାନ,  ଭୂସମ୍ପତ୍ତି ଲାଭ, ଦାମ୍ପତ୍ୟ ଖୁସି, ଯାନବାହନ କ୍ରୟ, ଶରୀର ସୁସ୍ଥ, ଶୁଭକାର୍ଯ୍ୟରେ ଧନଖର୍ଚ୍ଚ, ଅଶ୍ଳେଷା ନକ୍ଷତ୍ର ସତର୍କ ରୁହନ୍ତୁ, ଶୁଭରଙ୍ଗ-ନାଲି, ସଂଖ୍ୟା-୮, ଆରାଧନା- ମାଭଗବତୀ।
ସିଂହ- ସ୍ବାସ୍ଥ୍ୟସମସ୍ୟା, ଖୁସିଖବର ମିଳିବ, ଦୂରଯାତ୍ରା, ବିବାଦ ମୁକ୍ତ, ସମ୍ମାନ ଲାଭ, ତୀର୍ଥାଟନ,  ଭଗବାନଙ୍କ ସେବା, ସ୍ବାଦିଷ୍ଠ ଭୋଜନ, ଅର୍ଥସମସ୍ୟା ସମାଧାନ, କିଣାବିକା କରିବେ, ଶତ୍ରୁ ପରାଜିତ, ପୂର୍ବାଫାଲଗୁନି ନକ୍ଷତ୍ର ସତର୍କ ରୁହନ୍ତୁ, ଶୁଭରଙ୍ଗ-ପିଙ୍କ୍‌,ସଂଖ୍ୟା-୩, ଆରାଧନା- ଭଗବାନ ନୃସିଂହ।
କନ୍ୟା- ବିଭିନ୍ନ କାର୍ଯ୍ୟରେ ଉନ୍ନତି, ଖୁସି ଖବର, ଦୂରଯାତ୍ରା, ବିବାଦର ସମାଧାନ, ଶରୀର ସୁସ୍ଥ,ସମ୍ମାନ ଲାଭ, ତୀର୍ଥାଟନ,  ଶତ୍ରୁ ରହିବେ, ଭୂସମ୍ପତ୍ତି କ୍ରୟ, ଲୋକସମ୍ପର୍କରେ ଉନ୍ନତି, ପାରିବାରିକ ସହଯୋଗ, ଉତ୍ତରାଫାଲଗୁନି ନକ୍ଷତ୍ର ସତର୍କ ରୁହନ୍ତୁ, ଶୁଭରଙ୍ଗ-ଆକାସି, ସଂଖ୍ୟା-୪, ଆରାଧନା- ଗଣେଶ ଭଗବାନ।
ତୁଳା- ମନସ୍ତାପ, ପାଦବ୍ୟଥା, ଆକସ୍ମିକ ଲାଭ, କର୍ମକ୍ଷେତ୍ରରେ ଚିନ୍ତିତ, ବନ୍ଧୁଅପମାନ, ସୁମିଷ୍ଠ ଭୋଜନ, ପୁରାତନ ଶତ୍ରୁ ଦେଖାଦେବେ, ବ୍ୟବସାୟରେ ଶତ୍ରୁତା, ଲାଭ କମ୍‌ ଖର୍ଚ୍ଚ ଅଧିକ, ସନ୍ତାନ ସ୍ନେହ, ଚିତ୍ରା ନକ୍ଷତ୍ର ସତର୍କ ରୁହନ୍ତୁ, ଶୁଭରଙ୍ଗ-କମଳା, ସଂଖ୍ୟା-୧୧, ଆରାଧନା- ଶଙ୍କର ଭଗବାନ।
ବିଛା- ପରିଭ୍ରମଣ ଯୋଗ, ମାନସିକ ଅସ୍ଥିରତା, ଶୁଭଖବର ପ୍ରାପ୍ତି, ପାରିବାରିକ ଖୁସି, ଦେବଦର୍ଶନ, ଶରୀର ଅସୁସ୍ଥ, ଉଚ୍ଚଆଶାରେ ବିଳମ୍ବ, ପିଲାଙ୍କ ଚିନ୍ତା, ଶତ୍ରୁ ରହିବେ, ଅନୁରାଧା ନକ୍ଷତ୍ର ସତର୍କ ରୁହନ୍ତୁ, ଶୁଭରଙ୍ଗ-ଖଇରିଆ, ସଂଖ୍ୟା-୭, ଆରଧନା- ଭଗବାନ ବିଷ୍ଣୁ।
ଧନୁ- ଶତ୍ରୁରେ ବିଜୟ, ତୀର୍ଥାଟନ, ଦେବଦର୍ଶନ, ଅର୍ଥସମସ୍ୟା ସମ୍ପାଦନ, ବ୍ୟବସାୟରେ ସ୍ବଳ୍ପ ଲାଭ, ଉଚ୍ଚପ୍ରଶଂସା, ଗୃହରେ ଉତ୍ସବ, ଲୋକସମ୍ପର୍କରେ ଉନ୍ନତି, ଶରୀର ସୁସ୍ଥ, କିଣାବିକାର ସୁଯୋଗ ରହିଛି, ମୂଳା  ନକ୍ଷତ୍ର ସତର୍କ ରୁହନ୍ତୁ, ଶୁଭରଙ୍ଗ-ହଳଦୀ, ସଂଖ୍ୟା-୬, ଆରାଧନା- ଗୋମାତାଙ୍କ ସେବା।
ମକର- ସୁଖଦିନ, ଖର୍ଚ୍ଚାନ୍ତ ହେବେ,  ସମ୍ମାନ ପ୍ରାପ୍ତି, ଉଚ୍ଚଆଶା ପୂର୍ଣ୍ଣ, ଦେବଦର୍ଶନ, ସନ୍ଥକୃପା, ଲୋକସମ୍ପର୍କ ବୃଦ୍ଧି, ଶତ୍ରୁ ପରାଜିତ, ଯାନବାହନରେ ସତର୍କ, ବନ୍ଧୁସମସ୍ୟା, ପାରିବାରିକ ସହଯୋଗ, ବିଦ୍ୟାର ସଫଳତା, ଉତ୍ତରାଷାଢ଼ା ନକ୍ଷତ୍ର ସତର୍କ ରୁହନ୍ତୁ, ଶୁଭରଙ୍ଗ-ନାଲି, ସଂଖ୍ୟା-୧ , ଆରାଧନା- ମା ଭୈରବଲକ୍ଷ୍ମୀ।
କୁମ୍ଭ- ଚିନ୍ତା ବୃଦ୍ଧି, ଗୁରୁଜନେ ସମସ୍ୟା, ଅର୍ଥସମସ୍ୟା ରହିବ, ଶତ୍ରୁ ପରାଜିତ, ବନ୍ଧୁ ସହଯୋଗ, ସନ୍ତାନ  ଖୁସି, ବିଦ୍ୟାରେ ଅସଫଳ, ଧନିଷ୍ଠା ନକ୍ଷତ୍ର ସତର୍କ ରୁହନ୍ତୁ, ଶୁଭରଙ୍ଗ-ବାଇଗଣି, ସଂଖ୍ୟା-୩, ଆରାଧନା- ପ୍ରଭୁ ଲିଙ୍ଗରାଜ।
ମୀନ- କର୍ମରେ ଖୁସି, କର୍ମକ୍ଷେତ୍ରେ ପ୍ରଶଂସା, ବାଧା ଦୂର, କଚେରି ମାମଲାର ସମାଧାନ, ଶରୀର ସୁସ୍ଥ, ଦେବଦର୍ଶନ, ମାନ୍ୟଗଣ୍ୟ ବ୍ୟକ୍ତିଙ୍କ ସହିତ ସାକ୍ଷାତ, ଧାର୍ମିକ କାର୍ଯ୍ୟରେ ଯାତ୍ରା, ମାନସିକ ଶାନ୍ତି, ଦାମ୍ପତ୍ୟ ସୁଖ, ଉତ୍ତରାଭାଦ୍ର ନକ୍ଷତ୍ର ସତର୍କ ରୁହନ୍ତୁ, ଶୁଭରଙ୍ଗ-ହଳଦୀ, ସଖ୍ୟା-୨,  ଆରାଧନା- ମା ଦକ୍ଷିଣକାଳୀ।

ସମ୍ବନ୍ଧିତ ଖବର ଟ୍ୱିନ ସିଟିରେ ଲାଗିଲା କଟକଣା

ପଣ୍ଡିତ- ସତ୍ୟଶିବ ନନ୍ଦ (ଜ୍ୟୋତିଷ ଭାସ୍କର ଓ କର୍ମକାଣ୍ଡ ସୌରଭ)
ମୋ:୮୯୧୭୨୮୪୩୩୮

ସମ୍ବନ୍ଧିତ ଖବର ଏପ୍ରିଲ ରୁ ଓଡ଼ିଶାରେ ପ୍ରଥମ ପର୍ଯ୍ୟାୟ ଜନଗଣନା

Tags: