ରାଶିଫଳ (୯.୧.୨୬, ଶୁକ୍ରବାର )

ମାଘମାସ କୃଷ୍ଣପକ୍ଷ ଷଷ୍ଠୀ

ରାଶିଫଳ (୯.୧.୨୬, ଶୁକ୍ରବାର )
Ipsita Picture
By: Ipsita



ମେଷ- ସ୍ବାସ୍ଥ୍ୟରେ ଉନ୍ନତି, କାର୍ଯ୍ୟରେ ସନ୍ତୁଷ୍ଟ, ସ୍ବଜନେ କଳହ, ବ୍ୟବସାୟରେ ସ୍ବଳ୍ପ ଲାଭ, ମାନସିକ ଅସନ୍ତୁଷ୍ଟ, ମୂଲ୍ୟବାନ ପଦାର୍ଥ ନଷ୍ଟ, ଦୂରଯାତ୍ରା, ଶତ୍ରୁ ପରାଜିତ, ବିଦ୍ୟାରେ ସଫଳତା, ଅଶ୍ବିନୀ ନକ୍ଷତ୍ର ସତର୍କ ରୁହନ୍ତୁ, ଶୁଭରଙ୍ଗ- ଗୋଲାପି, ସଂଖ୍ୟା-୮, ଆରଧନା-ପ୍ରଭୁ ଜଗନ୍ନାଥ ।
ବୃଷ - ଦୂରଯାତ୍ରା, ଉତ୍ସବ ପ୍ରତି ଆଶକ୍ତ, ପରିବାରରେ ଶାନ୍ତି, କର୍ମକ୍ଷେତ୍ରରେ ହତାଶ ଭାବ, ଶତ୍ରୁପୀଡ଼ା, ମୋକଦ୍ଦମାରେ ହଇରାଣ, ବନ୍ଧୁ ସହାୟତା, ଅର୍ଥସମସ୍ୟା, ସନ୍ତାନଚିନ୍ତା, ନୂତନ କାର୍ଯ୍ୟରେ ଆଗ୍ରହ, ରୋହିଣୀ ନକ୍ଷତ୍ର ସତର୍କ ରୁହନ୍ତୁ, ଶୁଭରଙ୍ଗ-ଧଳା, ସଂଖ୍ୟା-୪, ଆରଧନା-ମା ଭଗବତୀ।
ମିଥୁନ- ଶାରୀରିକ ଅସୁସ୍ଥତା, ଅର୍ଥସମସ୍ୟା, ପାରିବାରିକ ଖୁସି, ବନ୍ଧୁ ବିଦ୍ରୋହ, ବ୍ୟବସାୟରେ ଉନ୍ନତି, ଉଚ୍ଚଆଶା ବିଫଳ, କର୍ମକ୍ଷେତ୍ରେ ଆଘାତ ଦ୍ରବ୍ୟଲାଭ, ନୂତନ କର୍ମରେ ଆନନ୍ଦ, ଶତ୍ରୁ ଉପଦ୍ରବ, ପୁନର୍ବସୁ ନକ୍ଷତ୍ର ସତର୍କ ରୁହନ୍ତୁ, ଶୁଭରଙ୍ଗ-ପିଙ୍କ୍, ସଂଖ୍ୟା- ୨, ଆରଧନା-ମା ମହାଲକ୍ଷ୍ମୀ।
କର୍କଟ- ଧନଲାଭ, କାର୍ଯ୍ୟରେ ଆନନ୍ଦ, ଦୂରଯାତ୍ରା, ଅତିଥି ସତ୍କାର, ବ୍ୟବସାୟରେ ଉନ୍ନତି, ବନ୍ଧୁଲାଭ, ମାନସିକ ଶାନ୍ତି, ଉଚ୍ଚଆଶା ଫଳପ୍ରଦ, ପରିବାରରେ ସହଯୋଗ, ଶତ୍ରୁ ରହିବେ, ପିଲାଙ୍କ ଖୁସି, ବିଦ୍ୟାରେ ସଫଳତା,ଅଶ୍ଳେଷା ନକ୍ଷତ୍ର ସତର୍କ ରୁହନ୍ତୁ, ଶୁଭରଙ୍ଗ-ଧଳା, ସଂଖ୍ୟା-୬, ଆରଧନା-ଭଗବାନ ବିଷ୍ଣୁ।
ସିଂହ- କାର୍ଯ୍ୟକ୍ଷେତ୍ରେ ବିପଦ, ସମ୍ମାନହାନି, ଶତ୍ରୁକଷ୍ଟ, ନୂତନ କାର୍ଯ୍ୟରେ ଆଶକ୍ତ, ପାରିବାରିକ ଶାନ୍ତି, ନୂତନ ଯୋଜନାରେ ଲାଭ, ଶରୀର ସୁସ୍ଥ, ବନ୍ଧୁଦର୍ଶନ, ବ୍ୟବସାୟରେ ସ୍ବଳ୍ପ ଲାଭ, ଉଚ୍ଚଆଶାରେ ବିଫଳ, ବିଦ୍ୟାରେ ଅସଫଳ, ଉତ୍ତରା ଫାଲଗୁନି ନକ୍ଷତ୍ର ସତର୍କ ରୁହନ୍ତୁ, ଶୁଭରଙ୍ଗ- ହଳଦିଆ, ସଂଖ୍ୟା-୨, ଆରଧନା- ଭଗବାନ ଶଙ୍କର।
କନ୍ୟା- ଆଭୁଷଣ ପ୍ରାପ୍ତି, ଶରୀର ସୁସ୍ଥ, ସୁସମାଜାର, ନୂତନ କର୍ମ ଆରମ୍ଭ, ଶତ୍ରୁ ପରାଜିତ, ବିଶିଷ୍ଠ କାର୍ଯ୍ୟରେ ଉନ୍ନତି, ଦୂରଯାତ୍ରା, ତୀର୍ଥାଟନ, ମାନସ୍ମାନ ପ୍ରାପ୍ତି, ବନ୍ଧୁସହଯୋଗ, ପାରିବାରିକ ଶାନ୍ତି, ଖୁସି ରହିବେ, ଚିତ୍ରା ନକ୍ଷତ୍ର ସତର୍କ ରୁହନ୍ତୁ, ଶୁଭରଙ୍ଗ-କଫି- ସଂଖ୍ୟା-୯, ଆରଧନା-ଗ୍ରାମଦେବତୀ।
ତୁଳା- ଶତ୍ରୁ କଷ୍ଟ, ମାନସିକ ଅବସାଦ, ସ୍ବାଦିଷ୍ଠ ଭୋଜନ, ଉତ୍ସବ ପ୍ରତି ଆଶକ୍ତ, ସମ୍ପତ୍ତି ଲାଭ, ଲୋକସମ୍ପର୍କରେ ଉନ୍ନତି, ନୂତନ ଯୋଜନାରେ ଲାଭ, ବିଶିଷ୍ଠ ବ୍ୟକ୍ତିଙ୍କ ସହାୟତା, ବିଦ୍ୟାରେ ସଫଳ, ବିଶାଖା ନକ୍ଷତ୍ର ସତର୍କ ରୁହନ୍ତୁ, ଶୁଭରଙ୍ଗ-ମେରୁନ, ସଂଖ୍ୟା-୩, ଆରଧନା-ପ୍ରଭୁ ଲିଙ୍ଗରାଜ।
ବିଛା- ସୁସମାଚାର, ଅର୍ଥସମସ୍ୟା, ମାନସିକ ଅଶାନ୍ତି, ଦୂରଯାତ୍ରା, ଲୋକସମ୍ପର୍କରେ ଉନ୍ନତି, ବିବାଦ ସମାଧାନ, ତୀର୍ଥାଟନ, ପାରିବାରିକ ଶାନ୍ତି, ଶତ୍ରୁ ପରାଜିତ, ବ୍ୟବସାୟରେ ସ୍ବଳ୍ପ ଲାଭ, ଦାମ୍ପତ୍ୟ ଖୁସି, ଜ୍ୟେଷ୍ଠା ନକ୍ଷତ୍ର ସତର୍କ ରୁହନ୍ତୁ, ଶୁଭରଙ୍ଗ-ହଳଦୀ, ସଖ୍ୟା-୨, ଆରଧନା-ଭଗବାନ ନୃସିଂହ।
ଧନୁ- ଦୂରଯାତ୍ରା, ବନ୍ଧୁସହଯୋଗ, କର୍ମକ୍ଷେତ୍ରେ ଲାଭ, ଲୋକସମ୍ପର୍କରେ ଉନ୍ନତି, ବିଦେଶ ଭ୍ରମଣ, ଉଚ୍ଚଆଶା ଫଳପ୍ରଦ, ଧର୍ମକାର୍ଯ୍ୟରେ ଆଶକ୍ତ, ଶତ୍ରୁ ସମସ୍ୟା, ଶରୀର ସୁସ୍ଥ, ବିଦ୍ୟାରେ ଅସଫଳ, ପୂର୍ବାଷାଢ଼ା ନକ୍ଷତ୍ର ସତର୍କ ରୁହନ୍ତୁ, ଶୁଭରଙ୍ଗ- ଗୋଲାପି, ସଂଖ୍ୟା-୯, ଆରଧନା-ଶଙ୍କର ଭଗବାନ।
ମକର- ସହଯୋଗ ବୃଦ୍ଧି, ଅର୍ଥସମସ୍ୟା ସମାଧାନ, ବିଷାଦମୁକ୍ତି, ମାନସମ୍ମାନ ପ୍ରାପ୍ତି, ଦେବଦର୍ଶନ, ମାନ୍ୟଗଣ୍ୟ ବ୍ୟକ୍ତିଙ୍କ ସହ ସାକ୍ଷାତ, ଧର୍ମକାର୍ଯ୍ୟରେ ଆଗ୍ରହ, ବ୍ୟବସାୟରେ ସ୍ବଳ୍ପ ଲାଭ, ଶତ୍ରୁ ପରାଜିତ, ଉତ୍ତରାଷାଢ଼ା ନକ୍ଷତ୍ର ସତର୍କ ରୁହନ୍ତୁ, ଶୁଭରଙ୍ଗ-ନୀଳ, ସଂଖ୍ୟା-୩, ଆରଧନା- ମା ଶିତଳା୤
କୁମ୍ଭ- କାର୍ଯ୍ୟସିଦ୍ଧି, ଅର୍ଥ ଖର୍ଚ୍ଚ, ବାଣିଜ୍ୟରେ ଲାଭ, ଦୂରଯାତ୍ରାରେ ଖୁସି, ମାନସିକ ଶାନ୍ତି, , ଦାମ୍ପତ୍ୟ ଖୁସି, ଶତ୍ରୁ ନାଶ, ଦ୍ରବ୍ୟ ପ୍ରାପ୍ତି, ମୋଟର ଚାଳନାରେ ସାବଧାନ, ଶରୀର ଅସୁସ୍ଥ, ପିଲାଙ୍କ ସମସ୍ୟା ଦେଖାଦେବ, ପୂର୍ବାଭାଦ୍ର କୁମ୍ଭ ସତର୍କ ରୁହନ୍ତୁ, ଶୁଭରଙ୍ଗ-କଳା, ସଂଖ୍ୟା-୫, ଆରଧନା- ବାବା ଲୋକନାଥ।
ମୀନ- କର୍ମକ୍ଷେତ୍ରରେ ପଦୋନ୍ନତି, ବ୍ୟୟ ଅଧିକ, ଦୂରଯାତ୍ରା, ଉଚିତ କର୍ମପ୍ରତି ଅନାଗ୍ରହ, ଶତ୍ରୁ ରହିବେ, କଚେରୀ ମାମଲାରୁ ମୁକ୍ତି, କିଛି କିଣାକିଣି କରିପାରନ୍ତି, ବହୁ ବ୍ୟକ୍ତିଙ୍କ ସହଯୋଗ, ସୁମିଷ୍ଠ ଭୋଜନ,ରେବତୀ ନକ୍ଷତ୍ର ସତର୍କ ରୁହନ୍ତୁ, ଶୁଭରଙ୍ଗ- ନାଲି, ସଖ୍ୟା-୪, ଆରଧନା- ମା ଗୌରୀ।

ସମ୍ବନ୍ଧିତ ଖବର ଏପ୍ରିଲ ରୁ ଓଡ଼ିଶାରେ ପ୍ରଥମ ପର୍ଯ୍ୟାୟ ଜନଗଣନା

ପଣ୍ଡିତ- ସତ୍ୟଶିବ ନନ୍ଦ (ଜ୍ୟୋତିଷ ଭାସ୍କର ଓ କର୍ମକାଣ୍ଡ ସୌରଭ)
ମୋ:୮୯୧୭୨୮୪୩୩୮

ସମ୍ବନ୍ଧିତ ଖବର ଦିନିକିଆ ରିମାଣ୍ଡରେ ଗଲା ଅଭିଯୁକ୍ତ ଦୀପକ ରାଉତ

Tags: