ବାଲିଯାତ୍ରାକୁ ମିଳିନି ଜାତୀୟ ମାନ୍ୟତା:ମନ୍ତ୍ରୀ

ଭୁବନେଶ୍ବର:ବାଲିଯାତ୍ରାକୁ ଜାତୀୟ ମାନ୍ୟତା ମିଳିବା ନେଇ ଉପୁଜିଲା ଦ୍ବନ୍ଦ୍ବ। ବିଧାନସଭାରେ ସଂସ୍କୃତି ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜଙ୍କ ଉତ୍ତର ପରେ ଦ୍ବନ୍ଦ୍ବ । ବାଲିଯାତ୍ରାକୁ ଏପର୍ଯ୍ୟନ୍ତ ଜାତୀୟ ମାନ୍ୟତା ମିଳିନାହିଁ କହିଲେ ମନ୍ତ୍ରୀ। ଏଭଳି କୌଣସି ମାନ୍ୟତା ନାହିଁ କହିଲେ ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ। ପୂର୍ବରୁ ବାଲିଯାତ୍ରାକୁ ଜାତୀୟ ମାନ୍ୟତା ମିଳିଥିବା କହିଥିଲେ କେନ୍ଦ୍ର ସଂସ୍କୃତି ମନ୍ତ୍ରୀ।

Samaya Live Picture
Published On

Tags: