ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ,୩ ଦିନ ପାଇଁ ସ୍କୁଲ ଛୁଟି ଘୋଷଣା

ଭୁବନେଶ୍ୱର : ସାରା ରାଜ୍ୟରେ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ସାଙ୍ଗକୁ ଜାରି ରହିଛି ଅସହ୍ୟ ଗୁଳୁଗୁଳି ଓ ଗରମ I ତତଲା ତାୱାରେ ଭାଜି ହେଉଛନ୍ତି ଲୋକେ I ପ୍ରବଳ ହିଟ ୱେଭକୁ ଦୃଷ୍ଟିରେ ରଖି ୩ ଦିନ ପାଇଁ ସମସ୍ତ ସ୍କୃଲ ଗୁଡିକୁ ଛୁଟି ଘୋଷଣା କରିଛନ୍ତି ରାଜ୍ୟ ସରକାର I ୧୮ ରୁ ୨୦ତାରିଖ ଯାଏଁ ୩ ଦିନ ରାଜ୍ୟର ସମସ୍ତ ସରକାରୀ,ବେସରକାରୀ ବିଦ୍ୟାଳୟ ଗୁଡିକ ଛୁଟି ରହିବ I

Samaya Live Picture
Published On

Tags: