ମାଲବାହୀ ଟ୍ରେନ ଲାଇନଚ୍ୟୁତ
ବରଗଡ଼ : ବାହାନଗା ଟ୍ରେନ ଟ୍ରାଜେଡି ମନରୁ ନଲିଭୁଣୁ,ପୁଣି ଆଉ ଏକ ଟ୍ରେନ ଲାଇନଚ୍ୟୁତ ହେବ ଖବର ସାମ୍ନାକୁ ଆସିଛି I ବରଗଡ଼ ଜିଲ୍ଲାରେ ମାଲ୍ବାହୀ ଟ୍ରେନ୍ ଲାଇନ୍ଚ୍ୟୁତ ହୋଇଥିବା ଜଣାପଡ଼ିଛି। ମେଣ୍ଢାପାଲି ନିକଟରେ ୫ଟି ବଗି ଲାଇନ୍ଚ୍ୟୁତ ହୋଇଛି। ଚୁନପଥର ଖଣିରୁ ସିମେଣ୍ଟ କାରଖାନାକୁ ଟ୍ରେନ ଯାଉଥିବାବେଳେ ବରଗଡରେ ଲାଇନଚ୍ୟୁତ ହୋଇଯାଇଛି । ତେବେ ଏଥିରେ କେହି ଆହତ ହୋଇନଥିବା ସୂଚନା ରହିଛି ।

Tags: