ପିଏମ ଆବାସ ଘର ପାଇଁ ମିଳିବ ମାଗଣା ବାଲି – ରାଜସ୍ବମନ୍ତ୍ରୀ

ଭୁବନେଶ୍ୱର: ପିଏମ୍‌ ଆବାସ ଯୋଜନାରେ ଘର ତିଆରି ମିଳିବ ମାଗଣା ବାଲି । ଏଥିପାଇଁ ୨ ଟ୍ରାକ୍ଟର୍ ମାଗଣା ବାଲି ଯୋଗାଇଦେବେ ରାଜ୍ୟ ସରକାର । ହିତାଧିକାରୀ ଯେଭଳି ଘର ତିଆରି କରିବା ପାଇଁ ଶସ୍ତାରେ ବାଲି ପାଇ ପାରିବେ ସେନେଇ ସରକାର ପଦକ୍ଷେପ ନେଉଛନ୍ତି। ଏନେଇ ସୂଚନା ଦେଇଛନ୍ତି ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ । ସେହିଭଳି ବାଲି ଉଠାଣକୁ ନେଇ କହିଛନ୍ତି ମନ୍ତ୍ରୀ କହିଛନ୍ତି ,ବାଲି ଉଠାଣ ପାଇଁ ହାଇୱା ବଦଳରେ ଅନ୍ୟ ଗାଡ଼ି […]

ପିଏମ ଆବାସ ଘର ପାଇଁ ମିଳିବ ମାଗଣା ବାଲି – ରାଜସ୍ବମନ୍ତ୍ରୀ
Samaya Live Picture
Published On

ଭୁବନେଶ୍ୱର: ପିଏମ୍‌ ଆବାସ ଯୋଜନାରେ ଘର ତିଆରି ମିଳିବ ମାଗଣା ବାଲି । ଏଥିପାଇଁ ୨ ଟ୍ରାକ୍ଟର୍ ମାଗଣା ବାଲି ଯୋଗାଇଦେବେ ରାଜ୍ୟ ସରକାର । ହିତାଧିକାରୀ ଯେଭଳି ଘର ତିଆରି କରିବା ପାଇଁ ଶସ୍ତାରେ ବାଲି ପାଇ ପାରିବେ ସେନେଇ ସରକାର ପଦକ୍ଷେପ ନେଉଛନ୍ତି। ଏନେଇ ସୂଚନା ଦେଇଛନ୍ତି ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ । ସେହିଭଳି ବାଲି ଉଠାଣକୁ ନେଇ କହିଛନ୍ତି ମନ୍ତ୍ରୀ କହିଛନ୍ତି ,ବାଲି ଉଠାଣ ପାଇଁ ହାଇୱା ବଦଳରେ ଅନ୍ୟ ଗାଡ଼ି ବ୍ୟବହାର ହେବ । ଏନେଇ ପରମିଟ୍‌ ଇସ୍ୟୁ ହେବ, ଡ୍ରାଫ୍ଟ ପ୍ରସ୍ତୁତ ହୋଇଛି।

ବାଲି ଉଠାଣ ପାଇଁ ହାଇଓ୍ବା ବ୍ୟବହାର ହେଉଥିବାରୁ ରାସ୍ତା ଗୁଡିକ ଅଧିକ ମାତ୍ରାରେ କ୍ଷତିଗ୍ରସ୍ତ ହେଉଛି। ହାଇଓ୍ବା ବଦଳରେ ଅନ୍ୟଗାଡି ବ୍ୟବହାର ପାଇଁ ଆଲୋଚନା ହେଉଛି। । ବାଲି ମାଫିଆ ଓ ଚୋରା ବାଲି ବେପାରୀଙ୍କ ପାଇଁ ଶୀଘ୍ର SOP ଜାରି କରାଯିବ । ଘର ତିଆରି ପାଇଁ ବାଲି ମିଳୁନଥିବାରୁ ସରକାରଙ୍କ ପକ୍ଷରୁ ଏପରି ନିଷ୍ପତ୍ତି ନିଆଯାଇଛି ।

Tags: