ଝାରସୁଗୁଡା ବିଜେପି କୁ ପ୍ରଥମ ସଫଳତା,ଦୀପାଳି ଦାସ ପରାସ୍ତ
ଝାରସୁଗୁଡା : ଝାରସୁଗୁଡା ବିଧାନସଭା ଆସନରୁ ପରାସ୍ତ ହେଲେ ଦୀପାଳି ଦାସ I ୧୩୨୨ ଟିକେଟରେ ବିଜେଡି ପ୍ରାର୍ଥୀ ଦୀପାଳି ଦାସଙ୍କୁ ପରାସ୍ତ କରିଛନ୍ତି ବିଜେପି ପ୍ରାର୍ଥୀ ଟଙ୍କଧର ତ୍ରିପାଠୀ I ଏଣେ ଝାରସୁଗୁଡା ଲୋକସଭା ପ୍ରାର୍ଥୀ ସୁରେଶ ପୂଜାରୀ ମଧ୍ୟ ତାଙ୍କର ନିକଟତମ ପ୍ରତିଦ୍ବନ୍ଦ୍ବୀ ବିଜେଡିର ଅଳକା ମହାନ୍ତିଙ୍କଠାରୁ ୨୬,୫୮୨ ଭୋଟରେ ବିଜୟୀ ହୋଇଛନ୍ତି।

Tags: