ସର୍ଟସର୍କିଟ ରୁ ଆପାର୍ଟମେଣ୍ଟ ରେ ନିଆଁ

ଭୁବନେଶ୍ୱର : ଚନ୍ଦ୍ରଶେଖରପୁର ଅଞ୍ଚଳରେ ଥିବା ନନ୍ଦନବିହାର ଆପାର୍ଟମେଣ୍ଟ ନିଆଁ I ଆଜି ଭୋର ସମୟରେ ତିନି ମହଲା ବିଶିଷ୍ଟ ସ୍କାୟେଟେକ୍ ଇନ୍‌ଫୋସିଟି ଭିଲାରେ ନିଆଁ ଲାଗିଯାଇଥିଲା । ଖବର ପାଇ ଘଟଣାସ୍ଥଳରେ ପହଞ୍ଚିଥିଲା ଚନ୍ଦ୍ରଶେଖରପୁର ଅଗ୍ନିଶମ ବାହିନୀ । ପ୍ରଥମ ମହଲାରୁ ତିନି ଜଣଙ୍କୁ ଉଦ୍ଧାର କରି ନିଆଁକୁ ଆୟତ୍ତ କରାଯାଇ ପାରିଥିବା ଜଣା ପଡିଛି I ତେବେ ଅଗ୍ନିକାଣ୍ଡରେ ତିନୋଟି ଘରର ସମସ୍ତ ଆସବାବପତ୍ର ଜଳିପୋଡ଼ି ଛାରଖାର ହୋଇ ଯାଇଛି । ସର୍ଟ ସର୍କିଟ […]

Samaya Live Picture
Published On

ଭୁବନେଶ୍ୱର : ଚନ୍ଦ୍ରଶେଖରପୁର ଅଞ୍ଚଳରେ ଥିବା ନନ୍ଦନବିହାର ଆପାର୍ଟମେଣ୍ଟ ନିଆଁ I ଆଜି ଭୋର ସମୟରେ ତିନି ମହଲା ବିଶିଷ୍ଟ ସ୍କାୟେଟେକ୍ ଇନ୍‌ଫୋସିଟି ଭିଲାରେ ନିଆଁ ଲାଗିଯାଇଥିଲା । ଖବର ପାଇ ଘଟଣାସ୍ଥଳରେ ପହଞ୍ଚିଥିଲା ଚନ୍ଦ୍ରଶେଖରପୁର ଅଗ୍ନିଶମ ବାହିନୀ । ପ୍ରଥମ ମହଲାରୁ ତିନି ଜଣଙ୍କୁ ଉଦ୍ଧାର କରି ନିଆଁକୁ ଆୟତ୍ତ କରାଯାଇ ପାରିଥିବା ଜଣା ପଡିଛି I ତେବେ ଅଗ୍ନିକାଣ୍ଡରେ ତିନୋଟି ଘରର ସମସ୍ତ ଆସବାବପତ୍ର ଜଳିପୋଡ଼ି ଛାରଖାର ହୋଇ ଯାଇଛି । ସର୍ଟ ସର୍କିଟ ଯୋଗୁଁ ଲାଗିଥିଲା ବୋଲି ସୂଚନା ମିଳିଛି ।

Tags: