ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ ଲେଡ଼ିଜ ହଷ୍ଟେଲରେ ନିଆଁ
ବ୍ରହ୍ମପୁର : ଭଞ୍ଜବିହାର ଲେଡ଼ିଜ ହଷ୍ଟେଲରେ ଅଘଟଣ । ଆଜି ସକାଳୁ ହଷ୍ଟେଲର ଉପର ମହଲାରେ ଘଟିଛି ଭୟାବହ ଅଗ୍ନିକାଣ୍ଡ । ନିଆଁରେ ଅନ୍ତେବାସୀମାନଙ୍କ ସମସ୍ତ ଆସବାବ ପତ୍ର ପୋଡି ଧ୍ବଂସ ହୋଇଯାଇଛି । ଅଗ୍ନିକାଣ୍ଡ ଯୋଗୁଁ ଛାତ୍ରୀମାନେ ଭୟଭୀତ ଅବସ୍ଥାରେ ଅଛନ୍ତି । ସର୍ଟ ସର୍କିଟ ଯୋଗୁଁ ଅଗ୍ନିକାଣ୍ଡ ଘଟିଥିବା ଅନୁମାନ କରାଯାଉଛି । ଅଗ୍ନିକାଣ୍ଡରେ କାହାରି ଜୀବନହାନୀ ଘଟି ନଥିବା ସୂଚନା ମିଳିଛି । ହଷ୍ଟେଲ କର୍ତ୍ତୃପକ୍ଷଙ୍କ ଠାରୁ ସୂଚନା ପାଇ ଘଟଣାସ୍ଥଳରେ ଦମକଳ […]
ବ୍ରହ୍ମପୁର : ଭଞ୍ଜବିହାର ଲେଡ଼ିଜ ହଷ୍ଟେଲରେ ଅଘଟଣ । ଆଜି ସକାଳୁ ହଷ୍ଟେଲର ଉପର ମହଲାରେ ଘଟିଛି ଭୟାବହ ଅଗ୍ନିକାଣ୍ଡ । ନିଆଁରେ ଅନ୍ତେବାସୀମାନଙ୍କ ସମସ୍ତ ଆସବାବ ପତ୍ର ପୋଡି ଧ୍ବଂସ ହୋଇଯାଇଛି । ଅଗ୍ନିକାଣ୍ଡ ଯୋଗୁଁ ଛାତ୍ରୀମାନେ ଭୟଭୀତ ଅବସ୍ଥାରେ ଅଛନ୍ତି । ସର୍ଟ ସର୍କିଟ ଯୋଗୁଁ ଅଗ୍ନିକାଣ୍ଡ ଘଟିଥିବା ଅନୁମାନ କରାଯାଉଛି । ଅଗ୍ନିକାଣ୍ଡରେ କାହାରି ଜୀବନହାନୀ ଘଟି ନଥିବା ସୂଚନା ମିଳିଛି । ହଷ୍ଟେଲ କର୍ତ୍ତୃପକ୍ଷଙ୍କ ଠାରୁ ସୂଚନା ପାଇ ଘଟଣାସ୍ଥଳରେ ଦମକଳ ବାହିନୀ ପହଞ୍ଚି ନିଆଁଲିଭା କାର୍ଯ୍ୟରେ ନିୟୋଜିତ ଅଛନ୍ତି ।




