ଲୋକସେବା ଭବନରେ ନିଆଁ

ଭୁବନେଶ୍ୱର : ଲୋକସେବା ଭବନରେ ନିଆଁ I ଲୋକସେବା ଭବନର ରାଜସ୍ବ ବିଭାଗ କୋଠାରେ ଲାଗିଛି ନିଆଁ I ନିଆଁଲିଭା କାର୍ଯ୍ୟରେ ଅଗ୍ନିଶମ ବାହିନୀ ନିୟୋଜିତ ରହିଛନ୍ତି I ବର୍ତ୍ତମାନ ସୁଦ୍ଧା ଅଗ୍ନିକାଣ୍ଡର ସଠିକ କାରଣ ଜଣାପଡି ନାହିଁ I ଆଜି ସକାଳ ୧୦ଟା ସମୟରେ ଲୋକସେବା ଭବନ ରାଜସ୍ବ ବିଭାଗର ନିଆଁ ଲାଗିଥିବା ଜଣାପଡିଥିଲା I ଏହାପରେ ତୁରନ୍ତ ଅଗ୍ନିଶମ ବାହିନୀକୁ ଖବର ଦିଆଯାଇଥିଲା Iତେବେ ନିଆଁ କିପରି ଲାଗିଲା ତାହା ଜଣାପଡ଼ିନାହିଁ। ସର୍ଟ ସର୍କିଟରୁ […]

Samaya Live Picture
Published On

ଭୁବନେଶ୍ୱର : ଲୋକସେବା ଭବନରେ ନିଆଁ I ଲୋକସେବା ଭବନର ରାଜସ୍ବ ବିଭାଗ କୋଠାରେ ଲାଗିଛି ନିଆଁ I ନିଆଁଲିଭା କାର୍ଯ୍ୟରେ ଅଗ୍ନିଶମ ବାହିନୀ ନିୟୋଜିତ ରହିଛନ୍ତି I ବର୍ତ୍ତମାନ ସୁଦ୍ଧା ଅଗ୍ନିକାଣ୍ଡର ସଠିକ କାରଣ ଜଣାପଡି ନାହିଁ I

ଆଜି ସକାଳ ୧୦ଟା ସମୟରେ ଲୋକସେବା ଭବନ ରାଜସ୍ବ ବିଭାଗର ନିଆଁ ଲାଗିଥିବା ଜଣାପଡିଥିଲା I ଏହାପରେ ତୁରନ୍ତ ଅଗ୍ନିଶମ ବାହିନୀକୁ ଖବର ଦିଆଯାଇଥିଲା Iତେବେ ନିଆଁ କିପରି ଲାଗିଲା ତାହା ଜଣାପଡ଼ିନାହିଁ। ସର୍ଟ ସର୍କିଟରୁ ଲାଗିଲା ନା ଆଉ କିଛି କାରଣ ଅଛି ଜଣାପଡ଼ି ନାହିଁ। ନିଆଁ ଲାଗି ଲୋକସଭାରେ କ’ଣ କ୍ଷତି ହୋଇଛି ତାହା ସ୍ପଷ୍ଟ ହୋଇନାହିଁ।

Tags: