ଏନଟିପିସି ରେ ଅଗ୍ନିକାଣ୍ଡ
ଅନୁଗୋଳ: ଅନୁଗୋଳ ଜିଲା ତାଳଚେର ସ୍ଥିତ କଣିହାଁ ଏନ୍ଟିପିସିରେ ଅଗ୍ନିକାଣ୍ଡ I ଶନିବାର ପ୍ଲାଣ୍ଟ ଭିତରେ ଥିବା କନ୍ଭେୟର ଲାଇନ୍ରେ ଭୟାଭୟ ଅଗ୍ନିକାଣ୍ଡ ଘଟିଛି। କୋଇଲାରେ ନିଆଁ ଲାଗିଯିବ ଫଳରେ ସ୍ଥାନୀୟ ଅଂଚଳ ଧୁଆଁମୟ ହୋଇ ଯାଇଛି Iଖବର ପାଇ ଘଟଣା ସ୍ଥଳରେ ୨ ଟି ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିବାରେ ଲାଗିଛନ୍ତି। ହେଲେ କେଉଁ କାରଣରୁ ନିଆଁ ଲାଗିଛି ତାହା ଜଣାପଡ଼ି ନାହିଁ।

Tags: