ଖଲ୍ଲିକୋଟ ମେଡିକାଲରେ ନିଆଁ
ଗଞ୍ଜାମ: ଖଲ୍ଲିକୋଟ ମେଡିକାଲରେ ନିଆଁ I ମେଡ଼ିକାଲର ଉପର ମହଲାରେ ନିଆଁ ଲାଗିଥିବା ସୂଚନା ମିଳିଛି I ନିଆଁ ଲାଗିଯିବା ପରେ ରୋଗୀମାନଙ୍କୁ ଅନ୍ୟତ୍ର ସ୍ଥାନାନ୍ତର କରାଯାଇଛି I ସର୍ଟସର୍କିଟ୍ ଯୋଗୁଁ ନିଆଁ ଲାଗିଥିବା ସୂଚନା ମିଳିଛି । ଓଭର ଲୋଡିଂ ପାଇଁ ନିଆଁ ଲାଗିଥିବା ସନ୍ଦେହ କରାଯାଉଛି । ଖବର ପାଇ ଅଗ୍ନିଶମ ବାହିନୀ ପକ୍ଷରୁ ନିଆଁକୁ ଆୟତ୍ତ କରିବାକୁ ଉଦ୍ୟମ ଜାରି ରହିଛି ।

Tags: