ଭୁବନେଶ୍ବରରୁ ମହିଳା ଟ୍ରାଫିକ୍ କନଷ୍ଟେବଲ ନିଖୋଜ
ଭୁବନେଶ୍ୱର : ଭୁବନେଶ୍ବରରୁ ମହିଳା ଟ୍ରାଫିକ୍ କନଷ୍ଟେବଲ ନିଖୋଜ। ସପ୍ତାହେ ହେବ ନିଖୋଜ ଅଛନ୍ତି ମହିଳା ଟ୍ରାଫିକ୍ କନଷ୍ଟେବଲ। ମହିଳା ଟ୍ରାଫିକ କନଷ୍ଟେବଳ ହେଲେ ଶୁଭମିତ୍ରା ସାହୁ । ପରିବାର ପକ୍ଷରୁ କ୍ୟାପିଟାଲ୍ ଥାନାରେ ଏତଲା ଦେଇଛନ୍ତି । ତାଙ୍କ ଘର ପାରାଦୀପ ଅଂଚଳରେ ହୋଇଥିବାବେଳେ ସେ ଭୁବନେଶ୍ଵରରେ ଟ୍ରାଫିକ୍ କନଷ୍ଟେବଲ ଭାବେ କାର୍ଯ୍ୟରତ ଅଛନ୍ତି। ସୂଚନାନୁସାରେ,ଗତ ୬ ତାରିଖରୁ ସୂର୍ଯ୍ୟାନଗରରୁ ନିଖୋଜ ଅଛନ୍ତି ସୁଭାମିତ୍ର ସାହୁ। କ୍ୟାପିଟାଲ ଥାନାରେ ରୁଜୁ ହୋଇଛି ନିଖୋଜ ମାମଲା। ପରିବାର […]
ଭୁବନେଶ୍ୱର : ଭୁବନେଶ୍ବରରୁ ମହିଳା ଟ୍ରାଫିକ୍ କନଷ୍ଟେବଲ ନିଖୋଜ। ସପ୍ତାହେ ହେବ ନିଖୋଜ ଅଛନ୍ତି ମହିଳା ଟ୍ରାଫିକ୍ କନଷ୍ଟେବଲ। ମହିଳା ଟ୍ରାଫିକ କନଷ୍ଟେବଳ ହେଲେ ଶୁଭମିତ୍ରା ସାହୁ । ପରିବାର ପକ୍ଷରୁ କ୍ୟାପିଟାଲ୍ ଥାନାରେ ଏତଲା ଦେଇଛନ୍ତି । ତାଙ୍କ ଘର ପାରାଦୀପ ଅଂଚଳରେ ହୋଇଥିବାବେଳେ ସେ ଭୁବନେଶ୍ଵରରେ ଟ୍ରାଫିକ୍ କନଷ୍ଟେବଲ ଭାବେ କାର୍ଯ୍ୟରତ ଅଛନ୍ତି।
ସୂଚନାନୁସାରେ,ଗତ ୬ ତାରିଖରୁ ସୂର୍ଯ୍ୟାନଗରରୁ ନିଖୋଜ ଅଛନ୍ତି ସୁଭାମିତ୍ର ସାହୁ। କ୍ୟାପିଟାଲ ଥାନାରେ ରୁଜୁ ହୋଇଛି ନିଖୋଜ ମାମଲା। ପରିବାର ଲୋକଙ୍କ ଅଭିଯୋଗ ଆଧାରରେ ମାମଲା ରୁଜୁ କରି ତଦନ୍ତ କରୁଛି ପୋଲିସ। କିନ୍ତୁ ଘଟଣାକୁ ପ୍ରାୟ ସପ୍ତାହେ ପୂରିବାକୁ ବସିଥିବାବେଳେ ଶୁଭମିତ୍ରାଙ୍କର କୌଣସି ସନ୍ଧାନ ମିଳିପାରିନାହିଁ ।




