ଟ୍ରେଲର ଧକ୍କାରେ ବାପା ମୃତ,ଝିଅ ଗୁରୁତର

ସୁନ୍ଦରଗଡ଼ : ଟ୍ରେଲର ଧକ୍କାରେ ବାପା ମୃତ,ଝିଅ ଗୁରୁତର । ଆଜି ସକାଳେ ବାଇକ ଯୋଗେ ସ୍ୱାମୀ ସ୍ତ୍ରୀ ଝିଅକୁ ସ୍କୁଲ ଛାଡିବାକୁ ଯାଉଥିବାବେଳେ ଘଟିଯାଇଛି ମର୍ମନ୍ତୁଦ ଦୁର୍ଘଟଣା । ସୁନ୍ଦରଗଡ଼ ଜିଲ୍ଲା ଟାଉନଥାନା ପାରିଜାତ ପାର୍କ ସମ୍ମୁଖରେ ଏକ ଟ୍ରେଲର ସାମ୍ନାପଟୁ ବାଇକକୁ ଧକ୍କା ଦେଇଥିଲା । ଫଳରେ ବାଇକରୁ ସମସ୍ତେ ତଳେ ପଡ଼ିଯାଇଥିବା ବେଳେ ଟ୍ରେଲଟି ବାପାଙ୍କ ଉପରେ ମାଡି ଯାଇଥିଲା ଘଟଣାସ୍ଥଳରେ ବାପାଙ୍କ ମୃତ୍ୟୁ ହୋଇଥିଲା । ଦୁର୍ଘଟଣା ପରେ ଟ୍ରେଲର ଚାଳକ […]

Samaya Live Picture
Published On

ସୁନ୍ଦରଗଡ଼ : ଟ୍ରେଲର ଧକ୍କାରେ ବାପା ମୃତ,ଝିଅ ଗୁରୁତର । ଆଜି ସକାଳେ ବାଇକ ଯୋଗେ ସ୍ୱାମୀ ସ୍ତ୍ରୀ ଝିଅକୁ ସ୍କୁଲ ଛାଡିବାକୁ ଯାଉଥିବାବେଳେ ଘଟିଯାଇଛି ମର୍ମନ୍ତୁଦ ଦୁର୍ଘଟଣା । ସୁନ୍ଦରଗଡ଼ ଜିଲ୍ଲା ଟାଉନଥାନା ପାରିଜାତ ପାର୍କ ସମ୍ମୁଖରେ ଏକ ଟ୍ରେଲର ସାମ୍ନାପଟୁ ବାଇକକୁ ଧକ୍କା ଦେଇଥିଲା । ଫଳରେ ବାଇକରୁ ସମସ୍ତେ ତଳେ ପଡ଼ିଯାଇଥିବା ବେଳେ ଟ୍ରେଲଟି ବାପାଙ୍କ ଉପରେ ମାଡି ଯାଇଥିଲା ଘଟଣାସ୍ଥଳରେ ବାପାଙ୍କ ମୃତ୍ୟୁ ହୋଇଥିଲା । ଦୁର୍ଘଟଣା ପରେ ଟ୍ରେଲର ଚାଳକ ଘଟଣାସ୍ଥଳରୁ ଫେରାର ହୋଇଯାଇଥିବା ବେଳେ ସ୍ଥାନୀୟ ଅଞ୍ଚଳରେ ଲୋକେ ଉତ୍ତେଜନା ସୃଷ୍ଟି କରିଛନ୍ତି। ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

Tags: