ରେକର୍ଡ ଭାଙ୍ଗିଲା ଚାଷୀ ପଞ୍ଜୀକରଣ,ଆହୁରି ୫ ଦିନ ଚାଲିବ

ଭୁବନେଶ୍ୱର: ସବୁ ରେକର୍ଡ ଭାଙ୍ଗିଲା ଚାଷୀ ପଞ୍ଜୀକରଣ । ଆହୁରି ୫ ଦିନ ଯାଏଁ ଚାଲିବ ପଞ୍ଜିକରଣ । ୨୦ ଲକ୍ଷ ଚାଷୀଙ୍କୁ ପଞ୍ଜିକରଣ କରିବା ସରକାରଙ୍କ ଲକ୍ଷ । ବର୍ତ୍ତମାନ ଯାଏଁ ପଞ୍ଜିକରଣ ୧୮ ଲକ୍ଷ ୫୦ ହଜାର ଟପିଛି । ଗତବର୍ଷ ତୁଳନାରେ ଖରିଫ୍ ରେକର୍ଡ ଭାଙ୍ଗିଛି ପଞ୍ଜୀକରଣ। ଗତ ବର୍ଷ ଯେତିକି ପଞ୍ଜୀକରଣ ହୋଇଥିଲା ଏବର୍ଷ ତାଠାରୁ ଢ଼େର ଅଧିକ ପଞ୍ଜୀକରଣ ହୋଇଥିବା ସରକାରଙ୍କ ପକ୍ଷରୁ ସୂଚନା ଦିଆଯାଇଛି। ଗତବର୍ଷ ୧୭,୬୩,୮୨୨ ଜଣ […]

ରେକର୍ଡ ଭାଙ୍ଗିଲା ଚାଷୀ ପଞ୍ଜୀକରଣ,ଆହୁରି ୫ ଦିନ ଚାଲିବ
Samaya Live Picture
Published On

ଭୁବନେଶ୍ୱର: ସବୁ ରେକର୍ଡ ଭାଙ୍ଗିଲା ଚାଷୀ ପଞ୍ଜୀକରଣ । ଆହୁରି ୫ ଦିନ ଯାଏଁ ଚାଲିବ ପଞ୍ଜିକରଣ । ୨୦ ଲକ୍ଷ ଚାଷୀଙ୍କୁ ପଞ୍ଜିକରଣ କରିବା ସରକାରଙ୍କ ଲକ୍ଷ । ବର୍ତ୍ତମାନ ଯାଏଁ ପଞ୍ଜିକରଣ ୧୮ ଲକ୍ଷ ୫୦ ହଜାର ଟପିଛି । ଗତବର୍ଷ ତୁଳନାରେ ଖରିଫ୍ ରେକର୍ଡ ଭାଙ୍ଗିଛି ପଞ୍ଜୀକରଣ। ଗତ ବର୍ଷ ଯେତିକି ପଞ୍ଜୀକରଣ ହୋଇଥିଲା ଏବର୍ଷ ତାଠାରୁ ଢ଼େର ଅଧିକ ପଞ୍ଜୀକରଣ ହୋଇଥିବା ସରକାରଙ୍କ ପକ୍ଷରୁ ସୂଚନା ଦିଆଯାଇଛି। ଗତବର୍ଷ ୧୭,୬୩,୮୨୨ ଜଣ ପଞ୍ଜୀକରଣ କରିଥିଲେ। କିନ୍ତୁ ଏବର୍ଷ ସେ ସଂଖ୍ୟା ବଢିଛି ।

Tags: