ୟୁଜି ନାମ ଲେଖା ପାଇଁ ବଢ଼ିଲା ଅବଧି
ଭୁବନେଶ୍ୱର: ରାଜ୍ୟରେ ବିଭିନ୍ନ କଲେଜଗୁଡ଼ିକରେ ୟୁଜି ନାମଲେଖା ଜୋରସୋରରେ ଆଗେଇ ଚାଲିଛି । କଲେଜରେ ଛାତ୍ରଛାତ୍ରୀ ଓ ଅଭିଭାବକମାନଙ୍କ ଭିଷଣା ଭିଡ଼ ମଧ୍ୟ ଦେଖିବାକୁ ମିଳିଛି । ଏଥିପାଇଁ ୟୁଜି ନାମ ଲେଖା ପାଇଁ ଅବଧି ବଢିଛି । ଆଜି ପରିବର୍ତ୍ତେ ଆସନ୍ତା କାଲି ୟୁଜି ନାମ ଲେଖାର ଶେଷ ଦିନ । ଜୁନ ୨୧ ଶନିବାର ଅପରାହ୍ନ ୩ଟା ପର୍ଯ୍ୟନ୍ତ ଚାଲିବ ନାମଲେଖା । ଟଙ୍କା ଜମା କରି ନ ଥିଲେ, ବର୍ଦ୍ଧିତ ସମୟ ଭିତରେ […]
ଭୁବନେଶ୍ୱର: ରାଜ୍ୟରେ ବିଭିନ୍ନ କଲେଜଗୁଡ଼ିକରେ ୟୁଜି ନାମଲେଖା ଜୋରସୋରରେ ଆଗେଇ ଚାଲିଛି । କଲେଜରେ ଛାତ୍ରଛାତ୍ରୀ ଓ ଅଭିଭାବକମାନଙ୍କ ଭିଷଣା ଭିଡ଼ ମଧ୍ୟ ଦେଖିବାକୁ ମିଳିଛି । ଏଥିପାଇଁ ୟୁଜି ନାମ ଲେଖା ପାଇଁ ଅବଧି ବଢିଛି । ଆଜି ପରିବର୍ତ୍ତେ ଆସନ୍ତା କାଲି ୟୁଜି ନାମ ଲେଖାର ଶେଷ ଦିନ । ଜୁନ ୨୧ ଶନିବାର ଅପରାହ୍ନ ୩ଟା ପର୍ଯ୍ୟନ୍ତ ଚାଲିବ ନାମଲେଖା ।
ଟଙ୍କା ଜମା କରି ନ ଥିଲେ, ବର୍ଦ୍ଧିତ ସମୟ ଭିତରେ କରିପାରିବେ । ଯଦି କଲେଜରେ ରିପୋର୍ଟ କରିପାରି ନାହାନ୍ତି ତେବେ କରିପାରିବେ । ଫ୍ରିଜ୍, ସ୍ଲାଇଡ୍, ଫ୍ଲେଟ ଅପ୍ସନ ଆପଣାଇ ପାରିବେ । ପ୍ରଥମ ରାଉଣ୍ଡରେ ମନୋନୀତ ପିଲା ଏହା କରିପାରିବେ । ଏନେଇ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ନିଷ୍ପତ୍ତି ହୋଇଛି ।




