ଓଏଏସ ସ୍ତରରେ ଅଦଳବଦଳ

ଭୁବନେଶ୍ୱର : ଗୁରୁବାର ରାଜ୍ୟ ସରକାର ଓଏଏସ୍‌‌ସ୍ତରରେ ଏକ ଛୋଟ ଅଦଳବଦଳ କରିଛନ୍ତି। ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ଜାରି ବିଜ୍ଞପ୍ତି ଅନୁସାରେ,ବରିଷ୍ଠ ଓଏଏସ ସୁଚାରୂ କୁମାର ବଳଙ୍କୁ ସମ୍ବଲପୁର ଅତିରିକ୍ତ ଜିଲାପାଳ, ଝାରସୁଗୁଡା ଅତିରିକ୍ତ ଜିଲାପାଳ ଆଲୋମନି ସେଠୀଙ୍କୁ କୋରାପୁଟ ଅତିରିକ୍ତ ଜିଲାପାଳ, ପ୍ରିୟଦର୍ଶିନୀ ମଲ୍ଲିକଙ୍କୁ ମତ୍ସ୍ୟ ଓ ପଶୁସମ୍ପଦ ବିଭାଗର ଯୁଗ୍ମ ସଚିବ ଭାବେ ବଦଳି ହୋଇଛି । ସେହିପରି ଓଏଏସ ସମ୍ବିତ କୁମାର ଗଡନାୟକ ଭଦ୍ରକ ଅତିରିକ୍ତ ଜିଲାପାଳ, ଫାଲଗୁନି ମାଝୀଙ୍କୁ ଆନନ୍ଦପୁର […]

Samaya Live Picture
Published On

ଭୁବନେଶ୍ୱର : ଗୁରୁବାର ରାଜ୍ୟ ସରକାର ଓଏଏସ୍‌‌ସ୍ତରରେ ଏକ ଛୋଟ ଅଦଳବଦଳ କରିଛନ୍ତି। ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ଜାରି ବିଜ୍ଞପ୍ତି ଅନୁସାରେ,ବରିଷ୍ଠ ଓଏଏସ ସୁଚାରୂ କୁମାର ବଳଙ୍କୁ ସମ୍ବଲପୁର ଅତିରିକ୍ତ ଜିଲାପାଳ, ଝାରସୁଗୁଡା ଅତିରିକ୍ତ ଜିଲାପାଳ ଆଲୋମନି ସେଠୀଙ୍କୁ କୋରାପୁଟ ଅତିରିକ୍ତ ଜିଲାପାଳ, ପ୍ରିୟଦର୍ଶିନୀ ମଲ୍ଲିକଙ୍କୁ ମତ୍ସ୍ୟ ଓ ପଶୁସମ୍ପଦ ବିଭାଗର ଯୁଗ୍ମ ସଚିବ ଭାବେ ବଦଳି ହୋଇଛି । ସେହିପରି ଓଏଏସ ସମ୍ବିତ କୁମାର ଗଡନାୟକ ଭଦ୍ରକ ଅତିରିକ୍ତ ଜିଲାପାଳ, ଫାଲଗୁନି ମାଝୀଙ୍କୁ ଆନନ୍ଦପୁର ଉପଜିଲାପାଳ ଓ ଚିତ୍ତରଞ୍ଜନ ମହାନ୍ତଙ୍କୁ କନ୍ଧମାଳ ଉପଜିଲାପାଳ ଭାବେ ବଦଳି କରାଯାଇଛି।

Tags: