ଇପିଏଫ୍ଓର ନୂଆ ପେନ୍ସନ୍ ସ୍କିମ୍
ନୂଆଦିଲ୍ଲୀ: ଫେବୃଆରୀ ୨୩: ଇପିଏଫ୍ଓର ନୂଆ ପେନ୍ସନ୍ ସ୍କିମ୍। ୧୫୦୦୦ରୁ ଅଧିକ ବେତନ ପାଉଥିବା ଏବଂ ବାଧ୍ୟତାମୂଳକ କର୍ମଚାରି ପେନସନ ସ୍କିମ ୧୯୯୫ ପରିସରରେ ଆସୁ ନଥିବା କର୍ମଚାରିଙ୍କ ଲାଗି ଏହା କାର୍ଯ୍ୟକାରି କରାଯିବାକୁ ବିଚାର କରାଯାଉଛି। ଇପିଏଫଓ ସଦସ୍ୟଙ୍କ ଦ୍ୱାରା ଅଧିକ ପେନସନ ନେବା ଲାଗି ଚାହିଦାକୁ ବିଚାର କରି ଏକ ନୂଆ ପେନସନ ପ୍ରଡକ୍ଟ ଆଣିବା ଦିଗରେ ଏବେ ବିଚାର ବିମର୍ଷ କରିଛି। ସାଧାରଣ ହାରାହାରି ବେତନ ୧୫୦୦୦ରୁ ଉର୍ଦ୍ଧ ରହିଥିବା ବ୍ୟକ୍ତିଙ୍କ କ୍ଷେତ୍ରରେ […]
ନୂଆଦିଲ୍ଲୀ: ଫେବୃଆରୀ ୨୩: ଇପିଏଫ୍ଓର ନୂଆ ପେନ୍ସନ୍ ସ୍କିମ୍। ୧୫୦୦୦ରୁ ଅଧିକ ବେତନ ପାଉଥିବା ଏବଂ ବାଧ୍ୟତାମୂଳକ କର୍ମଚାରି ପେନସନ ସ୍କିମ ୧୯୯୫ ପରିସରରେ ଆସୁ ନଥିବା କର୍ମଚାରିଙ୍କ ଲାଗି ଏହା କାର୍ଯ୍ୟକାରି କରାଯିବାକୁ ବିଚାର କରାଯାଉଛି। ଇପିଏଫଓ ସଦସ୍ୟଙ୍କ ଦ୍ୱାରା ଅଧିକ ପେନସନ ନେବା ଲାଗି ଚାହିଦାକୁ ବିଚାର କରି ଏକ ନୂଆ ପେନସନ ପ୍ରଡକ୍ଟ ଆଣିବା ଦିଗରେ ଏବେ ବିଚାର ବିମର୍ଷ କରିଛି। ସାଧାରଣ ହାରାହାରି ବେତନ ୧୫୦୦୦ରୁ ଉର୍ଦ୍ଧ ରହିଥିବା ବ୍ୟକ୍ତିଙ୍କ କ୍ଷେତ୍ରରେ ଏହା ଲାଗୁ ହେବା ନେଇ ଅନୁମାନ କରାଯାଉଛି।




