ଜାଣିଛନ୍ତି କି କେଉଁ ଜିଲାରେ ଅଛନ୍ତି କେତେ ହାତୀ?
ଭୁବନେଶ୍ୱର:ଆସିଲା ରାଜ୍ୟର ହାତୀ ଗଣନା ରିପୋର୍ଟ । ନଭେମ୍ବର ୨୦୨୪ରେ ରାଜ୍ୟରେ ହୋଇଥିବା ହାତୀ ଗଣନା ରିପୋର୍ଟ ଅନୁସାରେ, ମୟୂରଭଞ୍ଜ ଜିଲ୍ଲାରେ ସର୍ବାଧିକ ୨୯୫ ହାତୀ ଅଛନ୍ତି, ତା’ପରେ ଢେଙ୍କାନାଳରେ ୨୯୧ଟି ହାତୀ ଏବଂ ତୃତୀୟରେ ଅନୁଗୁଳ ଜିଲ୍ଲାରେ ୨୫୪ଟି ହାତୀ ରହିଛନ୍ତି । ଏହାପରେ ଚତୁର୍ଥ ନମ୍ବରରେ କଟକ ଜିଲ୍ଲା ରହିଛି । କଟକରେ ବର୍ତ୍ତମାନ ୧୩୨ଟି ହାତୀ ରହିଛନ୍ତି । ଖୋର୍ଦ୍ଧାରେ ୮୩ଟି, ନୟାଗଡ଼ ୫୬ଟି, ବାଲେଶ୍ୱରରେ ୫୪ଟି, କେଉଁଝରରେ ୧୯୫ଟି, ଗଞ୍ଜାମରେ ୯୩ଟି, […]
ଭୁବନେଶ୍ୱର:ଆସିଲା ରାଜ୍ୟର ହାତୀ ଗଣନା ରିପୋର୍ଟ । ନଭେମ୍ବର ୨୦୨୪ରେ ରାଜ୍ୟରେ ହୋଇଥିବା ହାତୀ ଗଣନା ରିପୋର୍ଟ ଅନୁସାରେ, ମୟୂରଭଞ୍ଜ ଜିଲ୍ଲାରେ ସର୍ବାଧିକ ୨୯୫ ହାତୀ ଅଛନ୍ତି, ତା’ପରେ ଢେଙ୍କାନାଳରେ ୨୯୧ଟି ହାତୀ ଏବଂ ତୃତୀୟରେ ଅନୁଗୁଳ ଜିଲ୍ଲାରେ ୨୫୪ଟି ହାତୀ ରହିଛନ୍ତି ।
ଏହାପରେ ଚତୁର୍ଥ ନମ୍ବରରେ କଟକ ଜିଲ୍ଲା ରହିଛି । କଟକରେ ବର୍ତ୍ତମାନ ୧୩୨ଟି ହାତୀ ରହିଛନ୍ତି । ଖୋର୍ଦ୍ଧାରେ ୮୩ଟି, ନୟାଗଡ଼ ୫୬ଟି, ବାଲେଶ୍ୱରରେ ୫୪ଟି, କେଉଁଝରରେ ୧୯୫ଟି, ଗଞ୍ଜାମରେ ୯୩ଟି, ଗଜପତିରେ ୯ଟି, କନ୍ଧମାଳରେ ୫୪ଟି, ବୌଦ୍ଧରେ ୧୬ଟି, ବଲାଙ୍ଗୀରରେ ୪୨ଟି, ସମ୍ବଲପୁରରେ ୧୪୦ଟି, କଳାହାଣ୍ଡିରେ ୯୫ଟି, ସୁନ୍ଦରଗଡ଼ରେ ୧୭୯ଟି, ଦେବଗଡ଼ରେ ୧୦୭ଟି, ବରଗଡ଼ ଏବଂ ସୁବର୍ଣ୍ଣପୁରରେ ପ୍ରତ୍ୟେକେ ଏବଂ ରାୟଗଡ଼ା ଓ ଝାରସୁଗୁଡ଼ାରେ ଗୋଟିଏ ଲେଖାଏଁ ହାତୀ ଅଛନ୍ତି ।




