ଭିଜିଲାନ୍ସ ଜାଲରେ ସମବାୟ ସମିତିର ସମ୍ପାଦକ
ଆଳି : ଭିଜିଲାନ୍ସ ଜାଲରେ ସମବାୟ ସମିତି ସମ୍ପାଦକ । କେନ୍ଦ୍ରାପଡା ଜିଲ୍ଲା ଆଳିର ମହୁ ପ୍ରାଥମିକ କୃଷି ସମବାୟ ସମିତିର ସମ୍ପାଦକ ଧୀରେନ୍ଦ୍ର ମହାନ୍ତି । ସମିତିରୁ ଖରିଫ୍ ଋଣ କରାଇଦେବା ପାଇଁ ଜଣେ ଚାଷୀଙ୍କ ଠାରୁ ୧୦ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି । ଭିଜିଲାନ୍ସ ଟିମ୍ ଧୀରେନ୍ଦ୍ରଙ୍କ ମହାନ୍ତିଙ୍କ ସାହୁପଡାସ୍ଥିତ ବାସଭବନ ଏବଂ ପାକ୍ସ ଉପରେ ଚଢାଉ ଜାରି ରଖିଛି ।

Tags: