ବନ୍ଦ ହେବ ଡିଜେ ଗାଡି !

ଭୁବନେଶ୍ୱର : ବନ୍ଦ ହେବ ଡିଜେ ଗାଡି ! ଡିଜେ ଗାଡି ବନ୍ଦ ପାଇଁ ରାଜ୍ୟ ପରିବହନ ପ୍ରାଧିକରଣ STA ର କଟକଣା । ଯାନରେ ଡିଜେ ସିଷ୍ଟମ,ଆଂପ୍ଲିଫାୟାର,ମିକ୍ସର,ଲେଜର ଲାଇଟ,କଣ୍ଟ୍ରୋଲର ବେଆଇନ । ନିର୍ଦ୍ଧାରିତ ସୀମା ପାର ଶବ୍ଦ ଏବଂ ଆଲୋକ ବ୍ୟବସ୍ଥା ଉପରେ କଟକଣା । ଏନେଇ ସମସ୍ତ RTO ଙ୍କୁ କାର୍ଯ୍ୟାନୁଷ୍ଠାନ ପାଇଁ ନିର୍ଦେଶ ଦେଲା STA । ସାର୍ବଜନୀନ ସ୍ଥାନରେ ଡିଜେ ର ବେଆଇନ ବ୍ୟବହାର ହୋଇପାରିବ ନାହିଁ I ଏନେଇ ଚେତାବନୀ […]

ବନ୍ଦ ହେବ ଡିଜେ ଗାଡି !
Samaya Live Picture
Published On

ଭୁବନେଶ୍ୱର : ବନ୍ଦ ହେବ ଡିଜେ ଗାଡି ! ଡିଜେ ଗାଡି ବନ୍ଦ ପାଇଁ ରାଜ୍ୟ ପରିବହନ ପ୍ରାଧିକରଣ STA ର କଟକଣା । ଯାନରେ ଡିଜେ ସିଷ୍ଟମ,ଆଂପ୍ଲିଫାୟାର,ମିକ୍ସର,ଲେଜର ଲାଇଟ,କଣ୍ଟ୍ରୋଲର ବେଆଇନ । ନିର୍ଦ୍ଧାରିତ ସୀମା ପାର ଶବ୍ଦ ଏବଂ ଆଲୋକ ବ୍ୟବସ୍ଥା ଉପରେ କଟକଣା । ଏନେଇ ସମସ୍ତ RTO ଙ୍କୁ କାର୍ଯ୍ୟାନୁଷ୍ଠାନ ପାଇଁ ନିର୍ଦେଶ ଦେଲା STA । ସାର୍ବଜନୀନ ସ୍ଥାନରେ ଡିଜେ ର ବେଆଇନ ବ୍ୟବହାର ହୋଇପାରିବ ନାହିଁ I ଏନେଇ ଚେତାବନୀ ଦିଆଯାଇଛି । ଗାଡିର ମୂଳ ଢାଞ୍ଚାରେ ପରିବର୍ତ୍ତନ ଓ ନିୟମ ଉଲଂଘନ କଲେ ହେବ କାର୍ଯ୍ୟାନୁଷ୍ଠାନ । ମୂଳ ଢାଞ୍ଚାର ବେଆଇନ ପରିବର୍ତ୍ତନ ବିରୋଧରେ ସର୍କୁଲାର ଜାରି । ଆଇନ ଅନୁଯାୟୀ ଜରିମାନା ସହ ପଞ୍ଜିକରଣ ଓ ଫିଟନେସ ରଦ୍ଦ ହେବ ।

Tags: