ନୂଆ ବର୍ଷରୁ ନୂଆ ଓଡାଣ:ଯୋଗାଯୋଗ ବ୍ୟବସ୍ଥାରେ ଓଡିଶା ପାଇଁ ବଡ ଉପଲବ୍ଧି

ଭୁବନେଶ୍ୱର:ଓଡ଼ିଶାର ଯୋଗାଯୋଗ ବ୍ୟବସ୍ଥାରେ ନୂଆ ଅଧ୍ୟାୟ ଯୋଡ଼ି ହେବାକୁ ଯାଉଛି। ଆକାଶମାର୍ଗରେ ଓଡିଶା ଆଉ ଏକ ମାଇଲ ଖୁଣ୍ଟ ରଚିବାକୁ ଯାଉଛି। ୧ ଜାନୁ୍ଆରୀ ୨୦୨୫ରୁଝାରସୁଗୁଡାରୁ ହାଇଦ୍ରାବାଦ୍,ରାୟପୁର,ଲକ୍ଷ୍ନୌ, ମୁମ୍ବାଇକୁ ଏବଂ ୦୩ ଜାନୁ୍ଆରୀ ୨୦୨୫ରୁ ଭୁବନେଶ୍ବର ବିଜୁ ପଟ୍ଟନାୟକ ଆନ୍ତର୍ଜାତିକ ବିମାନ ବନ୍ଦରରୁ ଇନ୍ଦୋର,ଡେରାଡୁନ୍, କୋଚି,ଜୟପୁର,ଲକ୍ଷ୍ନୌକୁ ସିଧାସଳଖ ବିମାନ ସେବା ଆରମ୍ଭ ହେଉଛି। ଏହା ରାଜ୍ୟର ଅର୍ଥନୈତିକ ବିକାଶ କ୍ଷେତ୍ରରେ ମାଇଲଖୁଣ୍ଟ ସାବ୍ୟସ୍ତ ହେବ ବୋଲି ଆଶା ରହିଛି।

Samaya Live Picture
Published On

Tags: