ମଙ୍ଗଳବାରରୁ ରାଉରକେଲା- କୋଲକାତା ମଧ୍ୟରେ ସିଧାସଳଖ ବିମାନ ସେବା

ଭୁବନେଶ୍ୱର : ରାଉରକେଲାରୁ କୋଲକାତାକୁ ସିଧାସଳଖ ବିମାନସେବା ମଙ୍ଗଳବାର ଆରମ୍ଭ ହେବ। ଆଲାଏନ୍ସ ଏୟାର ପକ୍ଷରୁ ଏହି ସେବା ପ୍ରଦାନ କରାଯିବ। ସପ୍ତାହକୁ ମଙ୍ଗଳବାର,ଗୁରୁବାର ଏବଂ ଶନିବାର ଆଦି ୩ଦିନ ଏହି ବିମାନ ଚଳାଚଳ କରିବ। ମଙ୍ଗଳବାର ପୂର୍ବାହ୍ନ ୧୧ଟାରେ କୋଲକାତାରୁ ପ୍ରଥମ ବିମାନଟି ବାହାରି ରାଉରକେଲାରେ ଅପରାହ୍ନ ସାଢ଼େ ୧୨ଟାରେ ପହଞ୍ଚତ୍ବ। ସେହିଭଳି ରାଉରକେଲାରୁ ଅପରାହ୍ନ ୩ଟା ୫୦ରେ ବାହାରି କୋଲକାତାରେ ଅପରାହ୍ନ ୫ଟା ୨୦ରେ ପହଞ୍ଚତ୍ବ। ଏହି ବିମାନ ସେବା ପାଇଁ ଟିକେଟ୍‌ ଦର […]

Samaya Live Picture
Published On

ଭୁବନେଶ୍ୱର : ରାଉରକେଲାରୁ କୋଲକାତାକୁ ସିଧାସଳଖ ବିମାନସେବା ମଙ୍ଗଳବାର ଆରମ୍ଭ ହେବ। ଆଲାଏନ୍ସ ଏୟାର ପକ୍ଷରୁ ଏହି ସେବା ପ୍ରଦାନ କରାଯିବ। ସପ୍ତାହକୁ ମଙ୍ଗଳବାର,ଗୁରୁବାର ଏବଂ ଶନିବାର ଆଦି ୩ଦିନ ଏହି ବିମାନ ଚଳାଚଳ କରିବ। ମଙ୍ଗଳବାର ପୂର୍ବାହ୍ନ ୧୧ଟାରେ କୋଲକାତାରୁ ପ୍ରଥମ ବିମାନଟି ବାହାରି ରାଉରକେଲାରେ ଅପରାହ୍ନ ସାଢ଼େ ୧୨ଟାରେ ପହଞ୍ଚତ୍ବ। ସେହିଭଳି ରାଉରକେଲାରୁ ଅପରାହ୍ନ ୩ଟା ୫୦ରେ ବାହାରି କୋଲକାତାରେ ଅପରାହ୍ନ ୫ଟା ୨୦ରେ ପହଞ୍ଚତ୍ବ। ଏହି ବିମାନ ସେବା ପାଇଁ ଟିକେଟ୍‌ ଦର ୧,୯୯୯ ରହିଥିବା ଜଣାପଡ଼ିଛି।

ସେହିପରି ସପ୍ତାହର ଅନ୍ୟ ଚାରି ଦିନ ସୋମବାର, ବୁଧବାର, ଶୁକ୍ରବାର ଓ ରବିବାର ରାଉରକେଲାରୁ କୋଲକାତାକୁ ଭୁବନେଶ୍ୱର ଦେଇ ବିମାନ ଉଡ଼ାଣ ହେବ ବୋଲି କୁହାଯାଇଛି

Tags: